Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category
ସାମାଜିକ
ହାଜର ହେଲେ ସୁମିତ୍-ତପସ୍ୱିନୀ
ଡାକ୍ତର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା । ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟ ହାଜର ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଏପ୍ରିଲ ୧୧ରେ ପୁଣି ଥରେ ଉଭୟଙ୍କୁ ହାଜର ପାଇଁ ନିର୍ଦ୍ଦେଶ ରହିଛି । ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ୧୧ ଥରେ ହାଜର ହେବେ । ତେବେ!-->…
Read More...
Read More...
ମାଟିରେ ମିଶିଲା ଝାରପଡ଼ା ହାଟ
ଆଜି ବିଏମସି ପକ୍ଷରୁ ଝାରପଡା ଗଣେଶ ମଣ୍ଡପ ଛକରେ ଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଛି । ଏଠାରେ ଦୀର୍ଘଦିନ ଧରି ଥିବା ଦୋକାନ ଗୁଡିକ ଜବରଦଖଲ ଉଚ୍ଛେଦ କରିଛି ବିଡିଏ । କିନ୍ତୁ ଏହି ଉଚ୍ଛେଦକୁ ବିରୋଧ କରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଲୋକଙ୍କୁ କିଛି ନୋଟିସ ନଦେଇ ପ୍ରଶାସନ!-->…
Read More...
Read More...
ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ
ମୁମ୍ବାଇରେ ଚର୍ଚ୍ଚିତ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକର ସେଲ୍ଙ୍କ ମୃତ୍ୟୁ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ ଚେମ୍ବୁରର ମାହୁଲ ଅଞ୍ଚଳରେ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପ୍ରଭାକର ସେଲ୍ ସମୀର ୱାଙ୍ଖଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ!-->…
Read More...
Read More...
ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ପାଠ ପଢା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ସକାଳ ସାଢେ ୬ରୁ ପାଠ ପଢା ଆରମ୍ଭ ହୋଇଛି । ସାଢେ ୬ରୁ ସାଢେ ୧୦ ପର୍ଯ୍ୟନ୍ତ ଏମାନଙ୍କ କ୍ଲାସ ହେବ । ସେହିପରି ନବମରୁ!-->…
Read More...
Read More...
ବଲାଙ୍ଗୀରରେ ଚାଞ୍ଚଲ୍ୟ ଶାଶୁ,ବୋହୂଙ୍କୁ ଗଳାକାଟି ହତ୍ୟା
ବଲାଙ୍ଗୀରରେ ଚା ଲ୍ୟ । ଶାଶୁ,ବୋହୂଙ୍କୁ ଗଳାକାଟି ହତ୍ୟା । ଏଭଳି ଜଘନ୍ୟ କାଣ୍ଡ ଘଟିଛି ତୁଷୁରା ଥାନା ନୂଆପଡାରେ । ତେବେ ଶାଶୁ,ବୋହୂଙ୍କୁ କିଏ ଓ କାହିଁକି ମାରିଲା ତାହା ଏଯାଏଁ ଜଣାପଡିନି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶାଶୁ, ବୋହୂ ହେଲେ ପ୍ରେମଶିଳା ମେହେର!-->…
Read More...
Read More...
ଦ୍ୱିତୀୟ ବିବାହ କରିବେ ଆଇଏଏସ ଟପ୍ପର ଟିନା ଡାବି..ଜାଣନ୍ତୁ କାହାକୁ କରିବେ ବିବାହ?
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଆଇଏଏସ ଟପ୍ପର ଟିନା ଡାବି । ପୁଣି ଥରେ ସେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ନିଜ ଭାବି ସ୍ୱାମୀଙ୍କ ସହ ଫଟୋ ସେୟାର କରିଛନ୍ତି ଟିନା ।୨୦୧୬ ରାଜସ୍ଥାନ କ୍ୟାଡର ଅଧିକାରୀ ଟିନା ୨୦୧୩ ବ୍ୟାଚ ଆଇଏଏସ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ!-->…
Read More...
Read More...
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ । ଜେଲରେ ଥିବା ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଉଚ୍ଚ!-->…
Read More...
Read More...
ଆଜି ଭାରତ ବନ୍ଦ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?
ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ସକାଳୁ!-->…
Read More...
Read More...
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେ ଆର୍ଥ ଆୱାର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେ ଆର୍ଥ ଆୱାର । ରାତି ସାଢେ ୮ଟାରୁ ଏକ ଘଣ୍ଟା ଧରି ନବୀନ ନିବାସର ସମସ୍ତ ବିଦ୍ୟୁତ ଚାଳିତ ସରଞ୍ଜାମ ବନ୍ଦ ରହିବ। ଅର୍ଥାତ ରାତି ସାଢେ ୮ରୁ ସାଢେ ୯ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ। ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ସହରରେ ଲୋକମାନେ!-->…
Read More...
Read More...
ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼
ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼ ଅଭିଯୋଗ । ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କ ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗରେ ସ୍ଥାନୀୟ ଲୋକ ମାଡ଼ ମାରିଛନ୍ତି । ପାଟଣାଗଡ଼ ଏନଏସି କୋଲପଡ଼ାରେ ଏହି ଘଟଣା!-->…
Read More...
Read More...