ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ସାମାଜିକ

ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦ୍ଘାଟିତ କଲେ ମୁଖ୍ୟମନ୍ତ୍ରୀ

ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବର ଏବଂ ମହାନଦୀରେ ସିଂହନାଥ ମନ୍ଦିରକୁ ସଂଯୋଗ କରୁଛି ଏହି ସେତୁ୩.୪ କିଲୋମିଟର ଦୀର୍ଘ ଏହି T-ଆକାରର ସେତୁ ପାଇଁ ବିନିଯୋଗ ହୋଇଛି ୧୧୧ କୋଟି ଟଙ୍କା ୨୦.୧୨.୨୧ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ
Read More...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବାବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଡାକ୍ତରୀଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ
Read More...

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ଇତିହାସର ବଡ ସଫଳତା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡିଶାସାରା ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ଚିକିତ୍ସା ସୁବିଧାବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ସ୍ମାର୍ଟ କାର୍ଡରେ ଚିକିତ୍ସା ସୁବିଧା ପାଇଛନ୍ତିସରକାର ଦେଇଛନ୍ତି ୨୭୮ କୋଟି ଟଙ୍କାର
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ରେ ସାମିଲ ହେଲା ଦୁଇ ଜିଲ୍ଲା

ସାରା ରାଜ୍ୟର ୨୮ଟି ଜିଲ୍ଲା ସାମିଲନୟାଗଡର ୭.୭୦ ଲକ୍ଷ ଓ ଜଗତସିଂହପୁରର ୯ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧାସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ - ମୁଖ୍ୟମନ୍ତ୍ରୀନୟାଗଡରେ ୧୦୦୦ କୋଟି ଓ ଜଗତସିଂହପୁରରେ ୮୦୦ କୋଟି ଟଙ୍କାର
Read More...

ରାଜ୍ୟରେ ଖୋଲିବ ସାଇବର ଅପରାଧ ଥାନା

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ ଭୁବନେଶ୍ବର: ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ
Read More...

ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା ୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ଓ ଶୁଭାରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ କାର୍ଡ ରାଜ୍ୟ ବାସୀଙ୍କ ପାଇଁ ସରକାର ଙ୍କ ଶ୍ରେଷ୍ଠ ଉପହାର । ମୁଖ୍ୟମନ୍ତ୍ରୀ
Read More...

ସଂପର୍କ ନିବିଡ ପୂର୍ବରୁ ଭାଙ୍ଗିଗଲା

ଡାକ୍ତର ସୁମିତ ସାହୁ ନିଖୋଜକାନ୍ଦି କାନ୍ଦି ନ୍ୟାୟ ମାଗୁଛି ତପସ୍ବିନୀପୁଲିସ ପାଇଁ ଆହୁରି ଅଡ଼ୁଆ ବଢ଼ିଲାମାମଲାର ଅସଲ ଖଳନାୟକ କିଏ? ବ୍ରହ୍ମପୁର: କୋର୍ଟ ନିର୍ଦେଶ ଦେଲେ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଏକାଠି ରହିବେ। ପୂରା ରାଜ୍ୟ ଖୁସି ହେଲା। ହେଲେ ୨୪ ଘଣ୍ଟା ବିତିନି, ଯେଉଁ
Read More...

ସଂପର୍କ ସଜାଡ଼ିଦେଲା ସାତଦିନ!

ଏବେ ଭଡାଘରେ ରହିବେ ତପସ୍ବିନୀ-ସୁମିତଆସ୍କା ହେବ ଠିକଣା, ଉଭୟ ପରିବାରକୁ ବି ମିଳାମିଶା ପାଇଁ ଅନୁମତି ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀକୁ ସାତ ଦିନ ସମୟ ଦେଇଥିଲେ କୋର୍ଟ। ବ୍ରହ୍ମପୁର ଏସଡିଜେଏମଙ୍କ ଏଭଳି ନିର୍ଦେଶ ଦୁଇଟି ମନକୁ ପୁଣି ଥରେ ଯୋଡି ଦେବା ପାଇଁ ସୁଯୋଗ
Read More...

ମହାପ୍ରଭୁଙ୍କ ପାଇଁ ମହାଯୋଜନା

ଚମକିବ ଶ୍ରୀମନ୍ଦିର ପରିକ୍ରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଏବଂ ମହାଯଜ୍ଞରେ ପୂର୍ଣ୍ଣାହୂତି ମଧ୍ୟ ଦେଇଛନ୍ତି । ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଜିର ଦିନ ଓଡିଶା ପାଇଁ
Read More...

ଜିତିଗଲା ଯମ, ହାରିଗଲା ଜୀବନ

ଭୁବନେଶ୍ବର: ହେ ଭଗବାନ! ତମେ କେଡେ ନିଷ୍ଠୁର! ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର କୋଳଶୂନ୍ୟ କରିଦେଲ! ଗୋଟେ ବେସାହାରା ବାପାର ବିଶ୍ୱାସ ଭାଙ୍ଗିଦେଲ! ମୃତ୍ୟୁ ସହ ଲଢିଲଢି ଶେଷରେ ହସ୍ପିଟାଲ ବେଡରେ ହାରିଗଲେ ଅମ୍ରିତ। ଜୀବନ ଯୁଦ୍ଧରେ ପରାଜିତ ହେଲେ। ବଞ୍ଚାଇ ପାରିଲାନି ବ୍ୟୟ
Read More...