Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
ସାମାଜିକ
ଦେଶରେ ୨ ଲକ୍ଷ ଟପିଲା ଦୈନିକ ସଂକ୍ରମଣ..
ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ । କରୋନାର ଲମ୍ବା ଲମ୍ପ ସହ ୨୪ ଘଣ୍ଟା ରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ହାର ରହିଛି ୧୩.୧୧ ପ୍ରତିଶତ । ଡିସେମ୍ବର ୩୦ରେ ଦେଶରେ ପଜିଟିଭ ହାର ୧.୧ ପ୍ରତିଶତ ଥିବା ବେଳେ ଜାନୁଆରୀ ୧୩ ବେଳକୁ ଏହା ୧୩ ପ୍ରତିଶତରେ!-->…
Read More...
Read More...
ବିଦାୟ ମିହିର ଦାସ
କଟକ: ପଞ୍ଚଭୂତରେ ଲୀନ ହେଲେ ଓଡିଆ ଚଳଚ୍ଚିତ୍ର ଜଗତର ବାଦଶାହା ମିହିର ଦାସ। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ବଡ଼ ପୁଅ ଅମ୍ଲାନ ଦାସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ମିହିର ଭାଇ ଅମର!-->…
Read More...
Read More...
ଲକଡାଉନ ମୁହାଁ ଦିଲ୍ଲୀ! ସବୁ ଘରୋଇ ଅଫିସ ବନ୍ଦ
ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମିତଙ୍କ ମାମଲା ଦ୍ରୁତ ଗତିରେ ବଢୁଥିବାରୁ କୋଭିଡ଼ କଟକଣା ଆହୁରି ବଢାଇଦିଆଯାଇଛି । କରୋନା ମାମଲା ହଠାତ ବୃଦ୍ଧି ପରେ ଦିଲ୍ଲୀରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହାର ନିର୍ଦ୍ଦେଶ ଜାରି କରିଛନ୍ତି ।!-->…
Read More...
Read More...
ହାଇକୋର୍ଟ ଗଲେ ତପସ୍ୱିନୀଙ୍କ ଶ୍ୱଶୁର
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁମିତଙ୍କ ବାପା । ନିଜ ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡିଛନ୍ତି ପ୍ରମୋଦ ସାହୁ । ଏହା ସହ ଗତ ୨୦ ତାରିଖରେ ତାଙ୍କ ବ୍ରହ୍ମାନଗର ସ୍ଥିତ ଘରେ ଶତାଧିକ ମହିଳା ତାଙ୍କ!-->…
Read More...
Read More...
ଓମିକ୍ରନ ଚିହ୍ନଟ ପାଇଁ ଓଡିଶା ଆସିବ ‘ଓମିସିୟୋର’
ଦେଶ ସହ ରାଜ୍ୟରେ ମଧ୍ୟ ଓମିକ୍ରନ ଭ୍ୟାରିଆ ଯୋଗୁଁ ସଂକ୍ରମଣ ବଢିଚାଲିଛି । କରୋନା ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି,ସେମାନଙ୍କ ଜେନମ ସ୍ୱିକେନ୍ସଂ ପାଇଁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି!-->…
Read More...
Read More...
ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା…
ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି । କରୋନାର ତୃତୀୟ ଲହର ଚାଲିଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ତେଣୁ ନିର୍ବାଚନ ସ୍ଥଗିତ!-->…
Read More...
Read More...
ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି
ସେବା ନିବୃତ ହେଉଥିବା ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟକ ମାନଙ୍କ ପୋତ୍ସାହନ ରାଶିରେ ବୃଦ୍ଧି।
ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସବେତନ ଚିକିତ୍ସା ଛୁଟି ।
ଉପକୃତ ହେବେ ୧.୩୦ ଲକ୍ଷ ଅଙ୍ଗନବାଡି କର୍ମୀ
ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା!-->!-->!-->!-->!-->!-->!-->…
Read More...
Read More...
ଟଙ୍କା ଦେଲେ ସରକାର, ମରାମତି ହେବ ଘର
ଘର ମରାମତି ପାଇଁ ଟଙ୍କା ପଠାଇଲେ ରାଜ୍ୟ ସରକାର । ରାଜ୍ୟରେ ବିଜୁ ପକ୍କା ଘର ସହାୟତା ପାଇଥିବା ଏବଂ ପାଇନଥିବା ପରିବାର ପାଇଁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଆଜି ଏହି ସହାୟତା ରାଶିର ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି!-->…
Read More...
Read More...
ନିୟମ ନମାନିଲେ ଆକ୍ସନ
ଟ୍ୱିନସିଟିକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଆଜି ରାତିରୁ କଡାକଡି ହେବ କଟକଣା । ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଟ୍ୱିନସିଟିରେ କଟକଣା ଅଧିକ କଡ଼ାକଡ଼ି କରାଯିବ । ରାତି ସାରା ପଇଁତରା ମାରିବ ପୁଲିସ ।!-->!-->!-->…
Read More...
Read More...
ଖୋଲିଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ବର: ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ। ୩ ଦିନ ପରେ ମାର୍କେଟ ଖୋଲିଛି । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଯୋଗୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ ରହିଥିଲା । ତେବେ ବୈଠକ ପରେ ଦୁଇ ଦିନ ହେବ ସମାଧାନ ହୋଇପାରୁନିଲା ଓ ଏହାର ପ୍ରତିବାଦରେ ଆଜି ବିଏମସି ଅଫିସ!-->…
Read More...
Read More...