Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କ୍ରସ୍ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category
ସାମାଜିକ
ମହଙ୍ଗା ନିଆଁରେ ଘିଅ ଢାଳୁଛି ତୈଳଦର
ପୁଣି ବଢିଲା ପେଟ୍ରୋଲ, ଲିଟର ୧୦୦ ଟଙ୍କା ଡେଇଁଲା ଡିଜେଲ
ଭୁବନେଶ୍ବର: ଦୁଇ ବର୍ଷ ଧରି କରୋନା ମାଡ଼। ଆଉ ଏଭଳି ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ତୈଳ ଦରରେ ଲାଗୁନି ବ୍ରେକ। ମହଙ୍ଗା ନିଆଁରେ ଘିଅ ଢାଳୁଛି ପେଟ୍ରୋଲ। ଦେଶରେ ଲଗାତର ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ତୈଳଦରର!-->!-->!-->…
Read More...
Read More...
ଆଗକୁ ବିଦ୍ୟୁତ ସଙ୍କଟ, ଅଧିକାଂଶ ସମୟ କଟିବ ବିଜୁଳି
ନୂଆଦିଲ୍ଲୀ: ଆଗକୁ କିଛି ଦିନ ଭିତରେ ଆପଣଙ୍କୁ ଘୋର ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡିପାରେ। କାରଣ ଭାରତରେ ବିଜୁଳି ଉତ୍ପାଦନ ପାଇଁ ସର୍ବାଧିକ କୋଇଲା ବ୍ୟବହୃତ ହେଉଥିବା ବେଳେ ଦେଶରେ ରହିଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକରେ ଏବେ କୋଇଲାର ଅଭାବ ଦେଖାଦେଇଛି। ଦେଶରେ କେବଳ ୪ ଦିନ ପାଇଁ!-->…
Read More...
Read More...
ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ
ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା!-->!-->!-->…
Read More...
Read More...
ଆଜି ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର..ଜାଣନ୍ତୁ କେଉଁଠି କେତେ?
ଭୁବନେଶ୍ବର: ମାସ ଆରମ୍ଭରୁ ବଢିଛି ତୈଳ ଦର> ଲଗାତର ଦ୍ୱିତୀୟ ଦିନରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଦେଶରେ ପ୍ରାୟ ସବୁ ସହରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ନିଜ ଜୀବିକା ଲାଗି ଗମନାଗମନ!-->…
Read More...
Read More...
ସାବାସ ଗାୟତ୍ରୀ:ବିନା ଛୁଟିରେ ବଞ୍ଚାଉଛନ୍ତି ଜୀବନ..
ଭୋପାଳ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ। ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଏବେ ଯାଏଁ କରୋନା ଟୀକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏଭଳି ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ନିଜର!-->…
Read More...
Read More...
ଅରିନ୍ଦମ! ଏମିତି କ’ଣ ଯିବାର ଥିଲା…
ଭୁବନେଶ୍ବର: ଆଉ କିଛି ସମୟ ପରେ ବାତ୍ୟା ସ୍ଥଳଭାଗ ଛୁଇଁବ..ଆପଣ ଦେଖୁଛନ୍ତି ପବନର ବେଗ କେମିତି ଧିରେ ଧିରେ ବଢିବାରେ ଲାଗିଲାଣି...
ଆଉ ଶୁଣିବାକୁ ମିଳିବନି ଝଡ଼ ମୁହଁରୁ ଏସବୁ ସ୍ୱର। ଦେଖିବାକୁ ମିଳିବନି ବାତ୍ୟା ଓ ବନ୍ୟାର ଲାଇଭ ଚିତ୍ର। ପ୍ରଳୟର ପାଟି ପାଖରୁ ଲୋକଙ୍କୁ ଟିକିନିଖି ଖବର!-->!-->!-->…
Read More...
Read More...
କଣ ପଢିଲେ ମିଳିବ ନିଯୁକ୍ତି; ଚିନ୍ତାରେ ଅଭିଭାବକ
ଭୁବନେଶ୍ବର: ଦେଶରେ ଏବେ ସବୁ ରାଜ୍ୟରେ ନାମଲେଖା ଋତୁ ଚାଲିଛି। କିଏ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ତ ଆଉ କିଏ ଓକିଲ ହେବା ପାଇଁ ଚାହୁଁଛନ୍ତି। କିଏ ଆଇଆଇଟି ପାଇଁ କସରତ କରୁଛନ୍ତି, ଆଉ କିଏ ସ୍ନାତକ ଶ୍ରେଣୀ ଅତିକ୍ରମ କରି ସିଭିଲ୍ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି!-->…
Read More...
Read More...
ପ୍ରେମ ହୁଏ ଏମିତି…
କୁହନ୍ତି ପ୍ରେମ ଅନ୍ଧ । ନା ଜାତି ନା ଧର୍ମ ନା ବୟସ କିଛି ଦେଖେନି । ବିନା ଜାତି, ଜାତକ,ଯୌତୁକରେ ବି ମିଶିଯାଏ ମନ । ବାନ୍ଧି ହୋଇଯାଏ ବନ୍ଧନ । ୧୯ ବର୍ଷର କନ୍ୟାକୁ ୬୧ ବର୍ଷର ବର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରୁ ଆସିଛି ଏଭଳି ଖବର । ଆମେରିକାର ଜଣେ ୧୯ ବର୍ଷର ଯୁବତୀ!-->…
Read More...
Read More...
ମହାନଦୀରେ ବନ୍ୟା ଆସୁଛି, କେଉଁଠି ରହିବ ପ୍ରଭାବ?
ଭୁବନେଶ୍ବର: ଆସନ୍ତାକାଲି ଆସିପାରେ ମହାନଦୀରେ ବନ୍ୟା । ୪ ଜିଲ୍ଲାକୁ ରହିଛି ବନ୍ୟା ଭୟ।ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଗେଟ ଖୋଲାଯିବା ପରେ ଉଛୁଳୁଛି ମହାନଦୀ। ହୀରାକୁଦରୁ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେବା ପରେ କାଲି ନିମ୍ନରୁ ମଧ୍ୟମ ଧରଣର ବନ୍ୟା ଆସିପାରେ। ଆସନ୍ତାକାଲି!-->…
Read More...
Read More...
କିଏ ରୋକିପାରିବ ନିଶା କାରବାର?
ଭୁବନେଶ୍ବର: ସେ ବାଲେଶ୍ବର ହେଉ କି ଭୁବନେଶ୍ବର, କନ୍ଧମାଳ ହେଉ ଅଥବା କୋରାପୁଟ, ପୁଲିସ, ଅବକାରୀ ବିଭାଗ ଅଥବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ପ୍ରାୟ ପ୍ରତିଦିନ ବ୍ରାଉନସୁଗର, ଗଞ୍ଜେଇ ଆଦି ଜବତ କରୁଛି। ଏପଟେ ରାଜ୍ୟରେ ଅବକାରୀ ବିଭାଗରୁ ମିଳୁଥିବା ରାଜସ୍ବ ବୟାନ କରୁଛି ଯେ ନିଶା କାରବାର!-->…
Read More...
Read More...