ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’
Browsing Category

ସାମାଜିକ

ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା
Read More...

ଆଜି ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର..ଜାଣନ୍ତୁ କେଉଁଠି କେତେ?

ଭୁବନେଶ୍ବର: ମାସ ଆରମ୍ଭରୁ ବଢିଛି ତୈଳ ଦର> ଲଗାତର ଦ୍ୱିତୀୟ ଦିନରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଦେଶରେ ପ୍ରାୟ ସବୁ ସହରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ନିଜ ଜୀବିକା ଲାଗି ଗମନାଗମନ
Read More...

ସାବାସ ଗାୟତ୍ରୀ:ବିନା ଛୁଟିରେ ବଞ୍ଚାଉଛନ୍ତି ଜୀବନ..

ଭୋପାଳ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ। ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଏବେ ଯାଏଁ କରୋନା ଟୀକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏଭଳି ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ନିଜର
Read More...

ଅରିନ୍ଦମ! ଏମିତି କ’ଣ ଯିବାର ଥିଲା…

ଭୁବନେଶ୍ବର: ଆଉ କିଛି ସମୟ ପରେ ବାତ୍ୟା ସ୍ଥଳଭାଗ ଛୁଇଁବ..ଆପଣ ଦେଖୁଛନ୍ତି ପବନର ବେଗ କେମିତି ଧିରେ ଧିରେ ବଢିବାରେ ଲାଗିଲାଣି... ଆଉ ଶୁଣିବାକୁ ମିଳିବନି ଝଡ଼ ମୁହଁରୁ ଏସବୁ ସ୍ୱର। ଦେଖିବାକୁ ମିଳିବନି ବାତ୍ୟା ଓ ବନ୍ୟାର ଲାଇଭ ଚିତ୍ର। ପ୍ରଳୟର ପାଟି ପାଖରୁ ଲୋକଙ୍କୁ ଟିକିନିଖି ଖବର
Read More...

କଣ ପଢିଲେ ମିଳିବ ନିଯୁକ୍ତି; ଚିନ୍ତାରେ ଅଭିଭାବକ

ଭୁବନେଶ୍ବର: ଦେଶରେ ଏବେ ସବୁ ରାଜ୍ୟରେ ନାମଲେଖା ଋତୁ ଚାଲିଛି। କିଏ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ତ ଆଉ କିଏ ଓକିଲ ହେବା ପାଇଁ ଚାହୁଁଛନ୍ତି। କିଏ ଆଇଆଇଟି ପାଇଁ କସରତ କରୁଛନ୍ତି, ଆଉ କିଏ ସ୍ନାତକ ଶ୍ରେଣୀ ଅତିକ୍ରମ କରି ସିଭିଲ୍ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି
Read More...

ପ୍ରେମ ହୁଏ ଏମିତି…

କୁହନ୍ତି ପ୍ରେମ ଅନ୍ଧ । ନା ଜାତି ନା ଧର୍ମ ନା ବୟସ କିଛି ଦେଖେନି । ବିନା ଜାତି, ଜାତକ,ଯୌତୁକରେ ବି ମିଶିଯାଏ ମନ । ବାନ୍ଧି ହୋଇଯାଏ ବନ୍ଧନ । ୧୯ ବର୍ଷର କନ୍ୟାକୁ ୬୧ ବର୍ଷର ବର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରୁ ଆସିଛି ଏଭଳି ଖବର । ଆମେରିକାର ଜଣେ ୧୯ ବର୍ଷର ଯୁବତୀ
Read More...

ମହାନଦୀରେ ବନ୍ୟା ଆସୁଛି, କେଉଁଠି ରହିବ ପ୍ରଭାବ?

ଭୁବନେଶ୍ବର: ଆସନ୍ତାକାଲି ଆସିପାରେ ମହାନଦୀରେ ବନ୍ୟା । ୪ ଜିଲ୍ଲାକୁ ରହିଛି ବନ୍ୟା ଭୟ।ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଗେଟ ଖୋଲାଯିବା ପରେ ଉଛୁଳୁଛି ମହାନଦୀ। ହୀରାକୁଦରୁ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେବା ପରେ କାଲି ନିମ୍ନରୁ ମଧ୍ୟମ ଧରଣର ବନ୍ୟା ଆସିପାରେ। ଆସନ୍ତାକାଲି
Read More...

କିଏ ରୋକିପାରିବ ନିଶା କାରବାର?

ଭୁବନେଶ୍ବର: ସେ ବାଲେଶ୍ବର ହେଉ କି ଭୁବନେଶ୍ବର, କନ୍ଧମାଳ ହେଉ ଅଥବା କୋରାପୁଟ, ପୁଲିସ, ଅବକାରୀ ବିଭାଗ ଅଥବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ପ୍ରାୟ ପ୍ରତିଦିନ ବ୍ରାଉନସୁଗର, ଗଞ୍ଜେଇ ଆଦି ଜବତ କରୁଛି। ଏପଟେ ରାଜ୍ୟରେ ଅବକାରୀ ବିଭାଗରୁ ମିଳୁଥିବା ରାଜସ୍ବ ବୟାନ କରୁଛି ଯେ ନିଶା କାରବାର
Read More...

ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ

ଜୟପୁର: ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ। ରାଜସ୍ଥାନର ଜାଲୋର ବାଡମେର ରାଜପଥରେ ଯୁଦ୍ଧ ବିମାନ ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମା ପାଖରେ ଏକ ସ୍ୱତନ୍ତ୍ର ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି। ଏଠାରେ ବାୟୁସେନାର ଜାଗୁଆର ଓ ସୁଖୋଇ ଯୁଦ୍ଧ ବିମାନ ଜରୁରୀକାଳୀନ ସ୍ଥିତିରେ ରାଜପଥରେ
Read More...

ଦୁର୍ଗନ୍ଧରେ ଫାଟିପଡୁଛି ସହର, ନାରାବାଜିରେ ରହିଗଲା ସ୍ବଚ୍ଛତା

ବାଲେଶ୍ୱର: ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବାଲେଶ୍ବର ପୌରପାଳିକା। ଯେଉଁଠି ଦେଖିବ ଖାଲି ମେଞ୍ଚା ମେଞ୍ଚା ଅଳିଆ ଗଦା ହୋଇ ରହିଛି। ଆଖି ବୁଲାଇଲେ ସବୁଠି ଅଳିଆ ଆବର୍ଜନା। ଦୁର୍ଗନ୍ଧରେ ବାଲେଶ୍ବର ସହରବାସୀ ଅତିଷ୍ଠ ହୋଇପଡିଲେଣି। ରାସ୍ତାରେ ଯିବାବେଲେ ନାକ ଫାଟି ଯାଉଛି।
Read More...