ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ସାମାଜିକ

କ୍ୟାବିନେଟ୍ ବୈଠକରେ କି ନିଷ୍ପତ୍ତି ହେଲା, ଜାଣନ୍ତୁ

ରାସ୍ତାରେ ଚାଲିବ ବିଦ୍ୟୁତଚାଳିତ ଗାଡି, ନୀତି ପ୍ରସ୍ତୁତ କଲେ ସରକାରଆର୍ଥିକ ରିହାତି ସହିତ ଗାଡି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡବାଲି ଚୋରାଚାଲାଣ ରୋକିବାକୁ ବି ପ୍ରସ୍ତୁତ ହେଲା ସ୍ବତନ୍ତ୍ର ବାଲି ନୀତିକାନୁପୁର ପ୍ରକଳ୍ପ ପାଇଁ ୨୦୦କୋଟିରେ ହେବ ପ୍ଲାଷ୍ଟିକ୍ କଂକ୍ରିଟ୍
Read More...

ମରୁଡି ଡର ସତ୍ତ୍ବେ ୫% ଅଧିକ ଚାଷୀ ପଞ୍ଜୀକରଣ କଲେ

ଭୁବନେଶ୍ବର: ରାଜ୍ୟରେ ମରୁଡିର ପଦଧ୍ବନୀ। ଚାଷ କିଭଳି ହେବ, ତାହା ଏଯାଏ କାହାକୁ ମାଲୁମ୍ ନାହିଁ। ଏହା ସତ୍ତ୍ବେ ଚଳିତ ଖରିଫ୍ ଋୁତୁରେ ଅଧିକ ୫ ପ୍ରତିଶତ ଚାଷୀ ନାମ ପଞ୍ଜୀକରଣ କରିଥିବା ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସୂଚନା ଦେଇଛି। ଏବର୍ଷ ଖରିଫ୍ ୭୫ ହଜାର ନୂଆ ଚାଷୀ ନିଜ ନାମ
Read More...

୫’ଟି’ରେ ସ୍କୁଲ ରୂପାନ୍ତରଣ, ଦେଶରେ ପ୍ରଥମ

ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସବୁ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ।ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ''ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ।
Read More...

ଦେଶକୁ ଭୀମଭୋଇ, ଗୋପବନ୍ଧୁଙ୍କ ବିଷୟରେ କହିଲେ ଧର୍ମେନ୍ଦ୍ର

ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧି ପୁସ୍ତକ ଓ ୪ଟି ନୂଆ ଉପକ୍ରମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀସବୁ ସ୍କୁଲରେ ଇଂଟରନେଟ୍‌, ଶୌଚାଳୟ, ପାନୀୟ ଜଳ ପହଁଚାଇବା ପାଇଁ କେନ୍ଦ୍ର ସଙ୍କଳ୍ପବଦ୍ଧନୂଆ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀ ଆତ୍ମନିର୍ଭର ଭାରତ ପାଇଁ ନୂଆ ମାର୍ଗ ପ୍ରସ୍ତୁତ କରିବ
Read More...

୨୭୧ ଜଣଙ୍କ ବଢିଲା, ୪୫୯ ଜଣଙ୍କ କମିଲା

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ଫଳାଫଳ। ପାସହାର ରହିଛି ୮୦. ୮୩ ପ୍ରତିଶତ। ୮ ହଜାର ୪୯୧ ଜଣଙ୍କ ମଧ୍ୟରୁ ୫ ହଜାର ୨୩୩ ଜଣ ଛାତ୍ରାଛାତ୍ରୀ ପାସ କରିଛନ୍ତି। ସେଥିରୁ ୩ ହଜାର ୧୦୦ ଜଣ ଛାତ୍ର ଥିବା ବେଳେ ୨ ହଜାର ୧୩୩ ଜଣ ଛାତ୍ରୀ ଅଛନ୍ତି। ମାର୍କରେ ଅସନ୍ତୁଷ୍ଟ
Read More...

‘ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି’

ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ,ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ: ମୁଖ୍ୟମନ୍ତ୍ରୀଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି: ଛାତ୍ରଛାତ୍ରୀ ଭୁବନେଶ୍ୱର:
Read More...

କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱରରେ ଏନ୍‌ଏଚ୍ ଓ ଏନଏଚ୍‌ଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାକୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ପ୍ରକଳ୍ପ ଆଲୋଚନାନିର୍ଦ୍ଧାରିତ ସମୟରେ ସବୁ ପ୍ରକଳ୍ପ ସାରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ ଭୁବନେଶ୍ୱର:
Read More...

ବଦଳିଲା ସ୍କୁଲ ଚେହେରା, ବଦଳିବ ଏବେ ପାଠପଢା

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ, ୫୦ଟି ସ୍କୁଲ କାର୍ଯ୍ୟ ସଂପୂର୍ଣ୍ଣଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣସ୍କୁଲ ରୂପାନ୍ତରଣ ହେଉଛି '୫-ଟି'ର କ୍ଲାସିକ ଉଦାହରଣ ବୋଲି କହିଲେ ମୁଖ୍ୟମନ୍ତ୍ରୀରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ
Read More...

ଓଡ଼ିଶା ଶିକ୍ଷା ବିକାଶରେ ଯୋଡି ହେଲେ ଧର୍ମେନ୍ଦ୍ର

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ଯୋଗାଣ କରାଯିବବିଦ୍ୟାଳୟରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପାଇଁ ୧୫୦ ସ୍କୁଲକୁ ନେଇ ପାଇଲଟ୍
Read More...