Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ
Browsing Category
ସାମାଜିକ
୫’ଟି’ରେ ସ୍କୁଲ ରୂପାନ୍ତରଣ, ଦେଶରେ ପ୍ରଥମ
ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସବୁ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ।ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ''ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ।!-->!-->!-->…
Read More...
Read More...
ଦେଶକୁ ଭୀମଭୋଇ, ଗୋପବନ୍ଧୁଙ୍କ ବିଷୟରେ କହିଲେ ଧର୍ମେନ୍ଦ୍ର
ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧି ପୁସ୍ତକ ଓ ୪ଟି ନୂଆ ଉପକ୍ରମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀସବୁ ସ୍କୁଲରେ ଇଂଟରନେଟ୍, ଶୌଚାଳୟ, ପାନୀୟ ଜଳ ପହଁଚାଇବା ପାଇଁ କେନ୍ଦ୍ର ସଙ୍କଳ୍ପବଦ୍ଧନୂଆ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀ ଆତ୍ମନିର୍ଭର ଭାରତ ପାଇଁ ନୂଆ ମାର୍ଗ ପ୍ରସ୍ତୁତ କରିବ
!-->!-->!-->…
Read More...
Read More...
୨୭୧ ଜଣଙ୍କ ବଢିଲା, ୪୫୯ ଜଣଙ୍କ କମିଲା
ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା ଫଳାଫଳ। ପାସହାର ରହିଛି ୮୦. ୮୩ ପ୍ରତିଶତ। ୮ ହଜାର ୪୯୧ ଜଣଙ୍କ ମଧ୍ୟରୁ ୫ ହଜାର ୨୩୩ ଜଣ ଛାତ୍ରାଛାତ୍ରୀ ପାସ କରିଛନ୍ତି। ସେଥିରୁ ୩ ହଜାର ୧୦୦ ଜଣ ଛାତ୍ର ଥିବା ବେଳେ ୨ ହଜାର ୧୩୩ ଜଣ ଛାତ୍ରୀ ଅଛନ୍ତି।
ମାର୍କରେ ଅସନ୍ତୁଷ୍ଟ!-->!-->!-->…
Read More...
Read More...
‘ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି’
ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ,ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ: ମୁଖ୍ୟମନ୍ତ୍ରୀଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି: ଛାତ୍ରଛାତ୍ରୀ
ଭୁବନେଶ୍ୱର:!-->!-->!-->…
Read More...
Read More...
କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱରରେ ଏନ୍ଏଚ୍ ଓ ଏନଏଚ୍ଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାକୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍, ପାରାଦୀପ-ବଡ଼ବିଲ ପ୍ରକଳ୍ପ ଆଲୋଚନାନିର୍ଦ୍ଧାରିତ ସମୟରେ ସବୁ ପ୍ରକଳ୍ପ ସାରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ
ଭୁବନେଶ୍ୱର:!-->!-->!-->…
Read More...
Read More...
ବଦଳିଲା ସ୍କୁଲ ଚେହେରା, ବଦଳିବ ଏବେ ପାଠପଢା
ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ, ୫୦ଟି ସ୍କୁଲ କାର୍ଯ୍ୟ ସଂପୂର୍ଣ୍ଣଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣସ୍କୁଲ ରୂପାନ୍ତରଣ ହେଉଛି '୫-ଟି'ର କ୍ଲାସିକ ଉଦାହରଣ ବୋଲି କହିଲେ ମୁଖ୍ୟମନ୍ତ୍ରୀରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ!-->…
Read More...
Read More...
ଓଡ଼ିଶା ଶିକ୍ଷା ବିକାଶରେ ଯୋଡି ହେଲେ ଧର୍ମେନ୍ଦ୍ର
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ଯୋଗାଣ କରାଯିବବିଦ୍ୟାଳୟରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପାଇଁ ୧୫୦ ସ୍କୁଲକୁ ନେଇ ପାଇଲଟ୍!-->…
Read More...
Read More...
ଆଇଆଇଟିକୁ କାହିଁକି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
ବକୁଳ ବନ ବିଦ୍ୟାଳୟ ସହିତ ଆଇଆଇଟିକୁ ଯୋଡିବାକୁ ପରାମର୍ଶ ଦେଲେ
ଭୁବନେଶ୍ବର: ଭୁବନେଶ୍ୱର ଆଇଆଇଟିରେ ଦୁଇଟି ବିଲ୍ଡିଂର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଋଷିକୁଲ୍ୟା ଆବାସିକ ହଲ ଓ ପୁଷ୍ପଗିରି!-->!-->!-->…
Read More...
Read More...
ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର କୁଳାଧିପତି ଭାବରେ ଶାଲୁ ଜିନ୍ଦଲ ନିଯୁକ୍ତ
ଭୁବନେଶ୍ବର: ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ଦ୍ଦେଶକ ଶାଲୁ ଜିନ୍ଦଲଙ୍କୁ ଛତିଶଗଡର ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର ନୂତନ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଛି। ଛତିଶଗଡର ରାଜ୍ୟପାଳ ସୁଶ୍ରୀ ଅନୁସୁୟା ଉଇକେ ଅଗଷ୍ଟ ୧୮ ତାରିଖରେ ଶ୍ରୀମତୀ!-->…
Read More...
Read More...