Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି
ଭୁବନେଶ୍ବର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅଗଷ୍ଟ ୨ରୁ ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ଯାଏ ହେବ ପ୍ରବେଶିକା ପରୀକ୍ଷା। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ।
ଅକ୍ଟୋବର!-->!-->!-->!-->!-->…
Read More...
Read More...
ଡେଙ୍ଗୁ ମାତିଛି, ପ୍ରଶାସନ ଚେଇଁ ଶୋଇଛି?
() ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ସରକାର ଅକଳରେ ପଡିଛନ୍ତି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଏମସିର ବିଫଳତାକୁ ସାମ୍ନାକୁ ଆଣି କାଠଗଡାରେ ଠିଆ କରୁଥିବା ବେଳେ ୱାର୍ଡ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ମାମଲାକୁ ଆହୁରି ଜଟିଳ କରିଦେଇଛି ।!-->…
Read More...
Read More...
ତଥାପି ମାଥି ବଦଳିଲେନି
ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ଦେଓରଂଜନ ସିଂ ଏବେ ଖଣି ବିଭାଗର ସଚିବ ହେବେ। ଦେଓରଂଜନ ଦୀର୍ଘ ୯ବର୍ଷ ଧରି!-->…
Read More...
Read More...
ମନ୍ତ୍ରୀଙ୍କର ଆଗ୍ରହ ନାହିଁ; ଅଫିସର ବଦଳିଲେ ବୋଲି ନିଷ୍ପତ୍ତି ବି ବଦଳିଗଲା!
ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ହିଁ ଜିଆଇ ଟ୍ୟାଗ୍ ଅଡୁଆ, ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ନାହିଁରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ସବୁ ଭୁଲିଗଲେ, ଫାଇଲରେ ରହିଲା ଛେନାଝିଲ୍ଲୀ କମିଟି ରିପୋର୍ଟ ଛେନାପୋଡ଼, ତାରକସୀ ଉପରେ ବଙ୍ଗଳା ଆଖି, ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ!-->!-->…
Read More...
Read More...
ଜୁଲାଇ ୩୧ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ବର: ଆସନ୍ତା ୩୧ ତାରିଖ ଦିନ ସନ୍ଧ୍ୟାରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ। ପରବର୍ତ୍ତୀ ସମୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭ ୟ ପାଠ୍ୟକ୍ରମ ର ଫଳାଫ ଳ ଜୁଲ।ଇ ୩୧ ତାରିଖ ପରେ ପ୍ରକାଶ ପାଇବ। ଏଥିପାଇଁ ଅନୁମତି ନିମନ୍ତେ!-->…
Read More...
Read More...
ମନ୍ତ୍ରୀଙ୍କର ବିବେକ ନାହିଁ, ବିଭାଗ ବି ବେପରୁଆ
ଗଣଶିକ୍ଷା ବିଭାଗର ବୈମାତୃକ ମନୋଭାବକୁ ନେଇ ଭୀଷଣ ଅସନ୍ତୋଷ ୫.୬୨ଲକ୍ଷ ଛାତ୍ରଛାତ୍ରୀ କଥା ବୁଝିଲେ, ଦୃଷ୍ଟି ଓ ଶ୍ରବଣ ବାଧିତଙ୍କୁ ଭୁଲିଗଲେଅନ୍ଧାରରେ ୯ଟି ବିଦ୍ୟାଳୟର ୧୩୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସାମାଜିକ ସୁରକ୍ଷା ବିଭାଗର ଅନୁଦାନ ପାଇ ମଧ୍ୟ ସତ୍ତା ଉପରେ ପ୍ରଶ୍ନ୧୯୮୦ ପରଠୁ ଓଡ଼ିଶାରେ!-->…
Read More...
Read More...
ଫନି ପରେ ନିଷ୍ପତ୍ତି ନେଇଥିଲି ,ମହାପ୍ରଭୁଙ୍କ ଧାମକୁ ଆଗରେ ରଖିବି: ନବୀନ
ଦେଶର ପ୍ରଥମ ସହର ଭାବରେ ପୁରୀରେ ଟ୍ୟାପରୁ ପିଇବା ପାଣି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଓଡିଶାର ବିକାଶ ଷେତ୍ରରେ ନୂଆ ଉପଲଵ୍ଧି, ଅଢେଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ: ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମଲଣ୍ଡନ,!-->…
Read More...
Read More...
ସ୍ମାର୍ଟସିଟି ବାବୁ, ଆର୍କେଡି ସରକାରରେ କାହାର ସଂପର୍କୀୟ ଲାଗନ୍ତି କି?
ଜନପଥ ସ୍ମାର୍ଟ କରିବାକୁ କରିତକର୍ମା ବାବୁ ଆଉ କେତେ ସମୟ ନେବେ?ଦିନ ପରେ ଦିନ ଗଡୁଛି, ଲୋକମାନଙ୍କର ଦୁର୍ଦଶା ବଢୁଛି, ନାକେଦମ ୪ବର୍ଷ ଲାଗିଗଲାଣି, ୫.୮ କିମି ରାସ୍ତା କାମ ଶେଷ ହୋଇପାରୁନାହିଁମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ୫ଟି ସଚିବ ସମସ୍ତେ ଚୁପ୍କାହା ଆଖିକୁ ନଜର!-->…
Read More...
Read More...
କଟକଣା ଭିତରେ ଆଜିଠୁ ଖୋଲିବ ସ୍କୁଲ
ଭୁବନେଶ୍ବର: ପାଠପଢାକୁ ଦିଗହରା କରିଦେଇଛି କରୋନା। ଏମିତି ଯେ ଗତବର୍ଷ ମାଟ୍ରିକ୍ ପରୀକ୍ଷା ବି ହୋଇପାରିଲା ନାହିଁ। ପିଲାମାନେ ସ୍କୁଲ ଦେଖିପାରିଲେ ନାହିଁ। ଦ୍ବିତୀୟ ଲହର କମିବା ପରେ ସରକାର ଏକ ବଡ଼ ସାହସିକ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିବ।!-->…
Read More...
Read More...
ମୋଦୀଙ୍କ ‘ମନ୍ କି ବାତ୍’କୁ କାହିଁକି ଆସିଲେ ଇସାକ ମୁଣ୍ଡା?
ଭୁବନେଶ୍ବର: ଭାଗ୍ୟ କେବେ, କାହାର ଓ କେତେବେଳେ କଡ଼ ଲେଉଟାଇବ ତାହା କହିହେବ ନାହିଁ। ଦିନ ମଜୁରିଆରୁ ଲକ୍ଷପତି ୟ୍ୟୁଟ୍ୟୁବର । ଆଗରୁ ଚାଳଘରେ ରହୁଥିଲେ । ଏବେ ଛାତ ଘର କଲେଣି।
ଆମେ କହୁଛୁ ସମ୍ବଲପୁରର ୟୁଟ୍ୟୁବରର ଇସାକ ମୁଣ୍ଡାଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି!-->!-->!-->…
Read More...
Read More...