ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ
Browsing Category

ସାମାଜିକ

ମାଟି ମାଆ ପାଇଁ ମମତା: ୟୁଟ୍ୟୁବ ଟଙ୍କାରେ ଗାଁ ରାସ୍ତା

ଦିନେ ଭୋକରେ ଥିଲେ, ଏବେ ଇସାକ୍ ତିଆରି କରିବେ ନିଜ ଗାଁ ରାସ୍ତା ଭୁବନେଶ୍ବର: ଇସାକ୍ ମୁଣ୍ଡା । ଏହି ନାଁଟିର ଆଉ ପରିଚୟ ଦେବା ଦରକାର ନାହିଁ । କାରଣ ଖୁବ କମ ଦିନ ଭିତରେ ୟୁଟ୍ୟୁବର ଇସାକ ମୁଣ୍ଡା ଘରେ ଘରେ ପରିଚିତ ହୋଇସାରିଛନ୍ତି। ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି
Read More...

ବୁଣାକାରଙ୍କ ସ୍ବତନ୍ତ୍ର ପ୍ୟାକେଜରେ କଣ ରହିଛି?

ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ
Read More...

କଣ୍ଟ ପୂରିଗଲା, ଟାସ୍କଫୋର୍ସ ରିପୋର୍ଟ ଆସୁନି କାହିଁକି?

ମଣିଷ-ବନ୍ୟଜନ୍ତୁ ସଂଘର୍ଷକୁ ଗୁରୁତ୍ବ ଦେଇ ଟାସ୍କଫୋର୍ସ କରିଥିଲେ ରାଜ୍ୟ ସରକାରବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ନେତୃତ୍ବରେ ୧୮ଜଣିଆ ଟାସ୍କଫୋର୍ସ ହୋଇଥିଲା୬ସପ୍ତାହ ମଧ୍ୟରେ ମାଷ୍ଟରପ୍ଲାନ୍ କରି ସରକାରଙ୍କୁ ଦେବା କଥା କୁହାଯାଇଥିଲାଏବେ ବି ଅଧପନ୍ତରିଆ ୩ବର୍ଷରେ ଏ ସଂକ୍ରାନ୍ତ ମାମଲା
Read More...

ରାତି ଅଧିଆ ଉଠାଇନେଲା ପୁଲିସ

ଭୁବନେଶ୍ବର: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ନେଇ ଶପଥ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଗତକାଲିର ଲଙ୍କାକାଣ୍ଡକୁ ନେଇ ଏବେ ବି ଚାପା ଉତେଜନା ଲାଗି ରହିଛି। ପ୍ରକଳ୍ପ ସ୍ଥାନରେ ଭଙ୍ଗାରୁଜା କରିଥିବା କିଛି ଜଣଙ୍କୁ ଗତକାଲି ରାତି ଅଧିଆ ପୁଲିସ ଉଠାଇନେଇଥିବା
Read More...

ସୋଆ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର,: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ
Read More...

ସଟଡାଉନରେ ବେପାର,ସିଲ ହେଲା ବଜାର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ ୪ ମାଛ ମାର୍କେଟ ସିଲ। ବାରମ୍ବାର କୋଭିଡ ନିୟମ ଉଂଲଘନ ଅଭିଯୋଗରେ ମାଛ ମାର୍କେଟକୁ ସିଲ କରିଛି ବିଏମସି । ଅନିଦ୍ଦିଷ୍ଟ କାଳ ପାଇଁ ଆମିଷ ବଜାରକୁ ସିଲ କରାଯାଇଛି। ପୂର୍ବରୁ ଜୁନ ୧୫ରେ ମାଛ ମାର୍କେଟକୁ ସିଲ କରାଯାଇଥିଲା । ଅଗଷ୍ଟ ମାସରେ ନୂଆ ଗାଇଡଲାଇନ ଆସିବା
Read More...

ସୁନ୍ଦରଗଡ଼ରେ ରାଜ୍ୟର ଶୀର୍ଷ ଅଧିକାରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୁଧୁରୁଛି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା। ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସୁନ୍ଦରଗଡ ଗସ୍ତରେ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ
Read More...

ଯୁକ୍ତ ଦୁଇରେ ୫୫ ହଜାର ସିଟ୍ ବଢିବ, କିନ୍ତୁ ଭିତ୍ତିଭୂମି?

ଭୁବନେଶ୍ବର: ଯୁକ୍ତ ଦୁଇ ଶ୍ରେଣୀରେ ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ଆବେଦନ ହୋଇଛି। ଆସନ୍ତା ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗତ ବର୍ଷ
Read More...

ଦୁଗ୍ଧ ଚାଷୀ ପାଇଲେ ୧୧କୋଟିର ସ୍ବତନ୍ତ୍ର କୋଭିଡ ସହାୟତା

ରାଜ୍ୟ ସରକାର ଗରିବ ଲୋକଙ୍କ ସାଥିରେ ଅଛନ୍ତି: ମୁଖ୍ୟମନ୍ତ୍ରୀରାଜ୍ୟର ଦୁଗ୍ଧ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇ ୨୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛିଦୁଗ୍‌ଧ ଚାଷ କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରିଛିକହିଲେ ହିତାଧିକାରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ
Read More...

କାହିଁକି ପିଏମ୍ଓ ଛାଡିଲେ ଅମରଜିତ୍?

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟକୁ 'ଗୁଡ୍ ବାଏ' କରିଛନ୍ତି ବରିଷ୍ଠ ପ୍ରଶାସକ ଅମରଜିତ୍ ସିହ୍ନା। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସରିବାର ସାତ ମାସ ପୂର୍ବରୁ ସେ ନିଜ ଦାୟିତ୍ବରୁ ଅବ୍ୟାହତି ନେଇଯାଇଛନ୍ତି। ୧୯୮୩
Read More...