Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ଖେଳଘର ଭାବନି, ନିୟମ ଭାଙ୍ଗିଲେ ବନ୍ଧାହେବ
ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ନେଇ କଠୋର ହେଲେ ସରକାରସଙ୍ଗରୋଧ ଅବଧି ବଢିବ, ୨ ହଜାର ଟଙ୍କା ଆଉ ମିଳିବନାହିଁବସ୍ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ନିୟମ ମାନୁନାହାନ୍ତି
ଭୁବନେଶ୍ବର: ଓଡ଼ିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳାକୁ ରାଜ୍ୟ ସରକାର ଆଜି!-->!-->!-->…
Read More...
Read More...
ଇଏ ବି ଜଣେ କୋଭିଡ୍ ଯୋଦ୍ଧା, ନିଆରା
ଗରିବ, ଅସହାୟଙ୍କ ସାହା, ଭଦ୍ରକର ଛାୟା
(ସୁଜାତା ପାଢ଼ୀ)
ଛାୟାରଣୀ ସାହୁ। ସ୍ବାମୀ ସର୍ବେଶ୍ୱର ସାହୁ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ କୁରୁଦା ଲୁଙ୍ଗା ଅଞ୍ଚଳର ଜଣେ ମହିଳା। ସେ ରାଜନୈତିକ ନେତା ନୁହଁନ୍ତି କି ପ୍ରଶାସନିକ ବଡ଼ ବାବୁ। ସମାଜସେବୀ ଭାବେ ମଧ୍ୟ ତାଙ୍କୁ!-->!-->!-->!-->!-->!-->!-->…
Read More...
Read More...
ଡରନି, ସହଯୋଗ କଲେ ଇତିହାସ କରିବା
ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପୂର୍ବରୁ ବି ଓଡ଼ିଶାବାସୀ ସମର୍ଥନ ଦେଇଥିବାରୁ ସଫଳ ହୋଇଛେ
ଭୁବନେଶ୍ବର: ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଡରିବାର କିଛି ନାହିଁ। ସମସ୍ତେ ସହଯୋଗ କଲେ ଆମେ ବର୍ତମାନ ପରିସ୍ଥିତିକୁ ମୁକାବିଲା କରିପାରିବା। ଆଜି!-->!-->!-->…
Read More...
Read More...
୧୪ ଜିଲ୍ଲାରେ କରୋନା ପାଦ
ପଶ୍ଚିମବଙ୍ଗ ବଢାଇଦେଲା ଓଡ଼ିଶାରେ ବିପଦଦିନ ଦଶଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣପ୍ରବାସୀଙ୍କୁ ନେଇ ସରକାରଙ୍କ ଚିନ୍ତା ବଢିଲା
ଭୁବନେଶ୍ବର: କାହା ପାଖେ କିଛି ଲକ୍ଷଣ ନାହିଁ। କେହି ଗୁରୁତର ବି ନାହାନ୍ତି। ମୃତ୍ୟୁ ସଂଖ୍ୟା ସେହି ଏକରେ ସୀମିତ। ବରଂ ଇତିମଧ୍ୟରେ ୩୮ ଜଣ ସୁସ୍ଥ ହୋଇ!-->!-->!-->!-->!-->…
Read More...
Read More...
ଗରିବଙ୍କ ପାଇଁ ନବୀନଙ୍କ ଚିନ୍ତା
ହାତକୁ କାମ, ପେଟକୁ ଖାଦ୍ୟ ନିଶ୍ଚିତ କରିବାକୁ ବାବୁଙ୍କୁ ନିର୍ଦେଶପ୍ରତିଦିନ ରାଜ୍ୟରେ ୧୦ଲକ୍ଷ ମାନବଦିବସ ସୃଷ୍ଟି କରାଯିବସବୁ ଅଧିକାରୀଙ୍କୁ ଭିଡ଼ିଓ କନଫରେନ୍ସିଂରେ ନିର୍ଦେଶ ଦିଆଗଲାକାର୍ଡ ଥାଉ କି ନଥାଉ ଫେରନ୍ତାଙ୍କୁ ରାସନ୍ ସାମଗ୍ରୀ ଦିଆଯିବ
ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟ!-->!-->!-->…
Read More...
Read More...
ସାମ୍ବାଦିକଙ୍କ ପାଇଁ ନବୀନଙ୍କ ୧୫ଲକ୍ଷ
ଭୁବନେଶ୍ବର: କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ତାଙ୍କ ପରିବାର ବର୍ଗଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି।
https://youtu.be/459NcjyzhzI
ରାଜ୍ୟ ସରକାରଙ୍କ!-->!-->!-->!-->!-->…
Read More...
Read More...
ମୋଦୀଙ୍କୁ ଆଗରେ ରଖି ଆସିଲା ବିଜେପି
ଭୁବନେଶ୍ବର: ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ଅନ୍ୟପଟେ ତା ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆଉ ଏକ ଭିଡ଼ିଓ ଜାରି ହୋଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ରଚନା ଓ!-->…
Read More...
Read More...
ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ
ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାରରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ
ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା' ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ!-->!-->!-->…
Read More...
Read More...
ବଡ଼ ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ
ପ୍ରବାସୀ ଶ୍ରମିକଙ୍କ ସହ ଆସୁଛି ବଡ଼ ବିପଦ ଅସିତ, ସୁରେଶ, ପାଣ୍ଡିଆନଙ୍କ ଟିମ୍ ଗଠନ ପଞ୍ଜୀକରଣ ଦାୟିତ୍ବ ତୁଲାଇବେ କ୍ରିଷନ୍ମୁକାବିଲା ପାଇଁ ୨୨ ବରିଷ୍ଠଙ୍କୁ ଦାୟିତ୍ବସ୍ବାସ୍ଥ୍ୟ ବିଭାଗରେ ମୁଖିଆ ହେଲେ ପ୍ରଦୀପ୍ତ୫୦ରୁ ଅଧିକ ଅଫିସର ଏବେ ମଇଦାନରେ
ଭୁବନେଶ୍ବର: ମହାମାରୀ କରୋନା!-->!-->!-->!-->!-->…
Read More...
Read More...
କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର
covidwarriors.gov.inରେ ସାମିଲ ପାଇଁ ଆହ୍ବାନ
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ!-->!-->!-->…
Read More...
Read More...