ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ
Browsing Category

ସାମାଜିକ

ଡରନି, ସହଯୋଗ କଲେ ଇତିହାସ କରିବା

ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପୂର୍ବରୁ ବି ଓଡ଼ିଶାବାସୀ ସମର୍ଥନ ଦେଇଥିବାରୁ ସଫଳ ହୋଇଛେ ଭୁବନେଶ୍ବର: ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଡରିବାର କିଛି ନାହିଁ। ସମସ୍ତେ ସହଯୋଗ କଲେ ଆମେ ବର୍ତମାନ ପରିସ୍ଥିତିକୁ ମୁକାବିଲା କରିପାରିବା। ଆଜି
Read More...

୧୪ ଜିଲ୍ଲାରେ କରୋନା ପାଦ

ପଶ୍ଚିମବଙ୍ଗ ବଢାଇଦେଲା ଓଡ଼ିଶାରେ ବିପଦଦିନ ଦଶଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣପ୍ରବାସୀଙ୍କୁ ନେଇ ସରକାରଙ୍କ ଚିନ୍ତା ବଢିଲା ଭୁବନେଶ୍ବର: କାହା ପାଖେ କିଛି ଲକ୍ଷଣ ନାହିଁ। କେହି ଗୁରୁତର ବି ନାହାନ୍ତି। ମୃତ୍ୟୁ ସଂଖ୍ୟା ସେହି ଏକରେ ସୀମିତ। ବରଂ ଇତିମଧ୍ୟରେ ୩୮ ଜଣ ସୁସ୍ଥ ହୋଇ
Read More...

ଗରିବଙ୍କ ପାଇଁ ନବୀନଙ୍କ ଚିନ୍ତା

ହାତକୁ କାମ, ପେଟକୁ ଖାଦ୍ୟ ନିଶ୍ଚିତ କରିବାକୁ ବାବୁଙ୍କୁ ନିର୍ଦେଶପ୍ରତିଦିନ ରାଜ୍ୟରେ ୧୦ଲକ୍ଷ ମାନବଦିବସ ସୃଷ୍ଟି କରାଯିବସବୁ ଅଧିକାରୀଙ୍କୁ ଭିଡ଼ିଓ କନଫରେନ୍ସିଂରେ ନିର୍ଦେଶ ଦିଆଗଲାକାର୍ଡ ଥାଉ କି ନଥାଉ ଫେରନ୍ତାଙ୍କୁ ରାସନ୍ ସାମଗ୍ରୀ ଦିଆଯିବ ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟ
Read More...

ସାମ୍ବାଦିକଙ୍କ ପାଇଁ ନବୀନଙ୍କ ୧୫ଲକ୍ଷ

ଭୁବନେଶ୍ବର: କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ତାଙ୍କ ପରିବାର ବର୍ଗଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି। https://youtu.be/459NcjyzhzI ରାଜ୍ୟ ସରକାରଙ୍କ
Read More...

ମୋଦୀଙ୍କୁ ଆଗରେ ରଖି ଆସିଲା ବିଜେପି

ଭୁବନେଶ୍ବର: ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ଅନ୍ୟପଟେ ତା ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆଉ ଏକ ଭିଡ଼ିଓ ଜାରି ହୋଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ରଚନା ଓ
Read More...

ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ

ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାରରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା' ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ
Read More...

ବଡ଼ ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

ପ୍ରବାସୀ ଶ୍ରମିକଙ୍କ ସହ ଆସୁଛି ବଡ଼ ବିପଦ ଅସିତ, ସୁରେଶ, ପାଣ୍ଡିଆନଙ୍କ ଟିମ୍ ଗଠନ ପଞ୍ଜୀକରଣ ଦାୟିତ୍ବ ତୁଲାଇବେ କ୍ରିଷନ୍ମୁକାବିଲା ପାଇଁ ୨୨ ବରିଷ୍ଠଙ୍କୁ ଦାୟିତ୍ବସ୍ବାସ୍ଥ୍ୟ ବିଭାଗରେ ମୁଖିଆ ହେଲେ ପ୍ରଦୀପ୍ତ୫୦ରୁ ଅଧିକ ଅଫିସର ଏବେ ମଇଦାନରେ ଭୁବନେଶ୍ବର: ମହାମାରୀ କରୋନା
Read More...

କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର

covidwarriors.gov.inରେ ସାମିଲ ପାଇଁ ଆହ୍ବାନ ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ
Read More...

କରୋନା ଯୁଦ୍ଧରେ ସାମିଲ ପାଇଁ ଆସିଲା ନୂଆ ଡାକରା

ଭୁବନେଶ୍ବର: କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀ ମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ,ଆଜି ଏକ ଅନନ୍ୟ ୱେବ୍ ସାଇଟ୍ https://covidsangramee.odisha.gov.in , ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ-ତଥା-ଉନ୍ନୟନ କମିଶନର୍ ଉନ୍ମୋଚନ କରିଛନ୍ତି।
Read More...

କାହିଁକି ଓଡ଼ିଶାକୁ ସବୁଠି ପ୍ରଶଂସା?

ଭୁବନେଶ୍ବର: ସମଗ୍ର ଦେଶରେ ଆଜିସୁଦ୍ଧା ୨୪ ହଜାର ୫୦୬ ଜଣଙ୍କ ଠାରେ ମହାମାରୀ କରୋନା ଭୁତାଣୁ ଠାବ ହୋଇଛି। ପାଖାପାଖି ୫୦୬୩ ଜଣ ସୁସ୍ଥ ହୋଇସାରିଲେଣି ଓ ୭୭୫ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବସ୍ତରରେ ଏହି ମୃତ୍ୟୁ ହାର ୧ଲକ୍ଷ ୯୭ ହଜାର ଡେଇଁସାରିଲାଣି। ଭାରତବର୍ଷର ଜନସଂଖ୍ୟା
Read More...