ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

ସାମାଜିକ

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ

ସଂଗ୍ରାମୀଙ୍କ ପରିବାରକୁ ଦେଶଭକ୍ତ ସମ୍ମାନ ପତ୍ର ପ୍ରଦାନ ଦାବି ଉତ୍ତରାଧÒକାରୀମାନଙ୍କ ସମସ୍ୟା ନେଇ ସ୍ବତନ୍ତ୍ର ଅଧÒବେଶନ ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣ ଆନ୍ଦୋଳନର ପୁରୋଧା, ଭାରତବର୍ଷର ଅନ୍ୟତମ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ତୁଙ୍ଗନେତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ…
Read More...

ଚାଷୀଙ୍କ ସହ ଆଲୋଚନା ପରେ ବଡ଼ ପ୍ୟାକେଜ

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି କମିଟିକୁ ଚାଷୀ ନେତାଙ୍କ ପ୍ରତ୍ୟାଖ୍ୟାନ, କହିଲେ ଧୋକା ଯଦି ଆମେ ରାଜଧାନୀ ଯିବୁନି, ତେବେ ସେମାନଙ୍କୁ ଗାଁ ମନା ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ସରକାର ସମର୍ଥନ ଦେବାକୁ ଯାଇ ଆଲୋଚନାର ରାସ୍ତା…
Read More...