Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମହିଳାଙ୍କ ପାଇଁ ମୋଦୀଙ୍କ ୧୦ ଗ୍ୟାରେଣ୍ଟି
ପଶ୍ଚିମବଙ୍ଗ ନିର୍ବାଚନ: କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଅଧିକାରୀ ସସ୍ପେଣ୍ଡ
ଦିଲ୍ଲୀ ହତ୍ୟା ମାମଲା: ଅଭିଯୁକ୍ତଙ୍କ ସାଇକୋଲଜିକାଲ୍ ଆନାଲିସିସ୍ କରିବ ପୋଲିସ
୩ ସାଂସଦଙ୍କ ସହ ବିଜେପିରେ ମିଶିଲେ ରାଘବ ଚଢା
Browsing Category
Today’s Highlight
ଯାଜପୁରରେ ଆଉ ୪ କଲେରା ରୋଗୀ ଚିହ୍ନଟ
ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି। ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ ମିଳିଥିବା!-->…
Read More...
Read More...
ଜୁଲାଇ ୧ରୁ ବଢିବ ରେଳ ଟିକେଟ୍ ମୂଲ୍ୟ
ନୂଆଦିଲ୍ଲୀ: ଜୁଲାଇ ୧ରୁ ବଢ଼ିବାକୁ ଯାଉଛି ରେଳ ଟିକେଟ୍ର ମୂଲ୍ୟ। ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ ଖାଲି। ଏହାସହ ଏକ ଖୁସି ଖବର ମଧ୍ୟ ରହିଛି। କିଛି ବର୍ଗରେ ଟିକେଟ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବାକୁ ଯାଉନି।
ରେଲଓ୍ବର ନୂଆ!-->!-->!-->…
Read More...
Read More...
ସରକାରୀ କ୍ୱାର୍ଟର୍ସରୁ ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍
ଭୁବନେଶ୍ବର: ରାଜଧାନୀରେ ଦିନ କୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ।
ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର!-->!-->!-->…
Read More...
Read More...
ବିଜେପି-ବିଜେଡିକର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼
ଆଠଗଡ଼: ପଞ୍ଚାୟତ ବୈଠକ ପୂର୍ବରୁ ଆଠଗଡ଼ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା। ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨!-->…
Read More...
Read More...
ଗିରଫ ଭୟରେ ବିଷ ପିଇଲେ ଅସଦାଚରଣ କରିଥିବା ଅଭିଯୁକ୍ତ
ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ। ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ହେପାଜତରେ ଅନିଲର ଚିକିତ୍ସା ଜାରି ରହିଛି।!-->…
Read More...
Read More...
ଶିଶୁ ସୁରକ୍ଷା, ନ୍ୟାୟ ଓ ବିକାଶ ପାଇଁ କାମ କରିବ ‘ଆମରି ଶିଶୁ’ ପୋର୍ଟାଲ
ଭୁବନେଶ୍ଵର: ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି ଶିଶୁ’ ଓ୍ବେବ୍ ପୋର୍ଟାଲ!-->…
Read More...
Read More...
ପୁଣି ଇସ୍କନ କଲା ଅଦିନିଆ ରଥ ଯାତ୍ରା
ନୂଆଦିଲ୍ଲୀ: ପୁଣି ଅମାନିଆ ହୋଇ ନୂଆଦିଲ୍ଲୀରେ ଗଡ଼ିଲା ଅଦିନିଆ ରଥ। ଏହି ଅଦିନିଆ ରଥ ଗଡେଇଛି ଇସ୍କନ। ଇସ୍କନର ଅଦିନିଆ ରଥଯାତ୍ରାରେ ସାମିଲ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଇସ୍କନ ରଥଯାତ୍ରାରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି ରେଖା। ବିଜେପି ମୁଖ୍ୟମନ୍ତ୍ରୀଙ୍କ!-->…
Read More...
Read More...
ବାଇକ୍କୁ ପଛରୁ ପିଟିଲା ଟ୍ରକ୍, ଦୁଇ ମୃତ
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ସଦର ଥାନା ବ୍ରାହ୍ମଣୀପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଖୁବ ଜୋରରେ ପଛରୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଭେଡାବାହାଲ ଗାଁର ଶୁଭମ୍ ବାରିକ ଏବଂ ତ୍ରିଲୋଚନ!-->…
Read More...
Read More...
ଡାଇରିଆ ପରେ ଏବେ ଅଣାୟତ୍ତ ଜଣ୍ଡିସ୍
ମୟୂରଭଞ୍ଜ: ଡାଇରିଆ ପରେ ଏବେ ଡରାଉଛି ଜଣ୍ଡିସ୍। ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍।!-->…
Read More...
Read More...
ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ
ପୁରୀ: ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗ ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ପ୍ରଶାସନ ବଡ଼ ପଦକ୍ଷେପ ନେଇଛନ୍ତି। ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ!-->…
Read More...
Read More...