Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍ ସହ ପଞ୍ଜାବ ପୁଲିସ୍ ଇନ୍ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
Browsing Category
Today’s Highlight
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ
କଟକ: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର୍ ସୌରିନ ଭଟ୍ଟଙ୍କ ବିରୋଧରେ ଚାଲିଥିବା ଯୌନ ନିର୍ଯାତନା ମାମଲାରେ ତାଙ୍କ ପାଇଁ ଅଡୁଆ ବଢ଼ିଛି। ସୌରିନଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ଗିରଫ ପରୱାନା ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ!-->…
Read More...
Read More...
‘ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଲକ୍ଷ୍ମଣରାଓ ମାନକର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ!-->…
Read More...
Read More...
ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ
ନ୍ୟୁଜ୍ ବ୍ୟୁରୋ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ସଙ୍କଟ ଆହୁରି ଗଭୀର ହୋଇଛି। ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକଠାରୁ ଟିକସ ଓ ବିଭିନ୍ନ ଶୁଳ୍କ ଆଦାୟ କରିବାକୁ ଇରାନ ନିଷ୍ପତ୍ତି ନେଇଛି। ଇରାନ ସଂସଦ ଏହି ପ୍ରସ୍ତାବକୁ ଅନୁମୋଦନ!-->…
Read More...
Read More...
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍ପିଜି ସିଲିଣ୍ଡର
ତାମିଲନାଡୁ: ଅଭିନୟରୁ ରାଜନୀତିକୁ ଆସିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ ରାଜ୍ୟବାସୀଙ୍କ ପାଇଁ ଏକାଧିକ ଲୋକକଲ୍ୟାଣମୂଳକ ଘୋଷଣା କରିଛନ୍ତି। ତାଙ୍କ ସରକାର ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକୁ ପ୍ରତିବର୍ଷ ୩ଟି ଏଲ୍ପିଜି ସିଲିଣ୍ଡରର ଖର୍ଚ୍ଚ ଯୋଗାଇବ। ଯେଉଁ ପରିବାରର ବାର୍ଷିକ!-->…
Read More...
Read More...
ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍
ନୂଆଦିଲ୍ଲୀ: ଡିଜିଟାଲ ପ୍ରଯୁକ୍ତି ସହ ଦେଶର ଡାକସେବାକୁ ଅଧିକ ସହଜ ଓ ଆଧୁନିକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୋମବାର ‘ଡାକ ମିତ୍ର’ ଓ ‘ଡାକ ସେବା’ର ଉନ୍ନତ ସଂସ୍କରଣ ଲଞ୍ଚ କରିଛନ୍ତି। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ନବୀକରଣ କରାଯାଇଥିବା ୧୪ଟି ଡାକଘର କୋଠାର ମଧ୍ୟ ଉଦ୍ଘାଟନ!-->…
Read More...
Read More...
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶିକ୍ଷକ ଦିବସ ଅବସରରେ ସେପ୍ଟେମ୍ବର ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ପଲିଟେକ୍ନିକ୍ର ୨୧ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏନେଇ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତବର୍ଷ କେନ୍ଦ୍ରୀୟ!-->!-->!-->…
Read More...
Read More...
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ସୋମବାର ଭୋରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ହସ୍ପିଟାଲର ନବଜାତ ଶିଶୁ ସଘନ ଯତ୍ନ ୟୁନିଟ୍ (ଏନଆଇସିୟୁ)ରେ ନିଆଁ ଲାଗିବାରୁ ୩ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ଆଉ ୬ ଶିଶୁଙ୍କୁ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି!-->…
Read More...
Read More...
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍କ୍ରିପସନ୍, ଲାଗୁ ହେବ ‘ୱାନ୍ ନେସନ, ୱାନ୍ ହେଲ୍ଥ’
ଭୁବନେଶ୍ବର: ଆଗାମୀ ଦିନରେ ରୋଗୀଙ୍କୁ ଆଉ ପୁରୁଣା ପ୍ରେସ୍କ୍ରିପସନ୍ ଓ ମେଡିକାଲ ରିପୋର୍ଟର ଫାଇଲ ଧରି ହସ୍ପିଟାଲ ଯିବାକୁ ପଡ଼ିନପାରେ। ଦେଶର ସ୍ୱାସ୍ଥ୍ୟସେବାକୁ ଡିଜିଟାଲ କରିବା ଲକ୍ଷ୍ୟରେ ଖୁବଶୀଘ୍ର ଡିଜିଟାଲ ପ୍ରେସ୍କ୍ରିପସନ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ହୋଇଛି। ନୂଆ!-->…
Read More...
Read More...
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
ନୂଆଦିଲ୍ଲୀ: ୫ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଆଧାରରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଏବେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏହି ସୁବିଧା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ ବୋଲି!-->…
Read More...
Read More...
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
ଉତ୍ତରପ୍ରଦେଶ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ!-->…
Read More...
Read More...