Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
Today’s Highlight
ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବେ ଶାହ ଓ ମୋହନ ମାଝୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ବିଜେପିର ବିପୁଳ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି। ବିଧାୟକ ଦଳର ନେତା ଚୟନ ପାଇଁ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ପଶ୍ଚିମବଙ୍ଗ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ!-->…
Read More...
Read More...
ମମତା ଦେବେନି ଇସ୍ତଫା
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ରାଜନୀତିକ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି ଓ ନିର୍ବାଚନ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ଷ୍ଟାଲିନ
ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ପରାଜୟ ପରେ ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଯାଇଥିବା ସୂଚନା ମିଳିଛି।
ଏପ୍ରିଲ ୨୩ରେ ହୋଇଥିବା ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱରେ ଟିଭିକେ ଦଳ ଶାସକ!-->!-->!-->…
Read More...
Read More...
ଚୀନର ଲିଉୟାଙ୍ଗରେ ଭୟାବହ ବାଣ କାରଖାନା ବିସ୍ଫୋରଣ
ନ୍ୟୁଜ୍ ବ୍ୟୁରୋ: ଚୀନର ଲିଉୟାଙ୍ଗ ସହରରେ ଥିବା ଏକ ବାଣ କାରଖାନାରେ ସୋମବାର ସନ୍ଧ୍ୟାରେ ଘଟିଥିବା ଭୟାବହ ବିସ୍ଫୋରଣରେ ଅନ୍ତତଃ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହିତ ୬୧ ଜଣ ଗୁରୁତର ଓ ସାଧାରଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗୁଆଣ୍ଡୁ ଟାଉନସିପ୍ରେ ଅବସ୍ଥିତ ଲିଉୟାଙ୍ଗ!-->…
Read More...
Read More...
କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
କେରଳ: ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଭାରି ବହୁମତ ସହ କ୍ଷମତାକୁ ଫେରିଛି। ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ବାମପନ୍ଥୀ ଶାସନକୁ ଏହା ସହ ଶେଷ ହୋଇଛି। ୧୪୦ ଆସନରୁ ୟୁଡିଏଫ ପ୍ରାୟ ୯୫ ରୁ ୧୦୨ ଆସନରେ ଆଗୁଆ ରହି ବହୁମତ ସୀମାକୁ ଅତିକ୍ରମ କରିଛି। ବାମ ମୋର୍ଚ୍ଚା କେବଳ!-->…
Read More...
Read More...
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
ଆସାମ: ବିଧାନସଭା ନିର୍ବାଚନରେ ବିଜେପି ଲଗାତାର ତୃତୀୟ ଥର ପାଇଁ ଶାସନକୁ ଫେରି ହ୍ୟାଟ୍ରିକ ସଫଳତା ହାସଲ କରିଛି। ଏହି ବିଜୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ସେ ଜାଲୁକବାରି ଆସନରୁ ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ସେ କଂଗ୍ରେସ ପ୍ରାର୍ଥୀ!-->!-->!-->…
Read More...
Read More...
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ରହିଥିବାବେଳେ ରାଜନୈତିକ ମହଳରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖାଯାଉଛି। ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ସମୟରେ କଲକାତାରେ ବିଜେପି ଆଗୁଆ ଥିବା ଖବର ମିଳୁଛି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି!-->…
Read More...
Read More...
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଆସାମ: ବିଧାନସଭା ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରି ହ୍ୟାଟ୍ରିକ ଜୟ ଦିଗରେ ଆଗୁଆ ହୋଇଛି। କଂଗ୍ରେସ ପାଇଁ ଏହି ନିର୍ବାଚନ ଭାରି ଝଟକା ସାବିତ ହୋଇଛି। ଦଳର ରାଜ୍ୟ ମୁଖିଆ ଓ ସାଂସଦ ଗୌରବ ଗୋଗୋଇ ମଧ୍ୟ ଜୋରହାଟ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ପ୍ରଥମଥର ପାଇଁ ବିଧାନସଭା!-->…
Read More...
Read More...
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା
ଯାଜପୁର: ବିବାହ ସାରି ଫେରୁଥିବା ବରଯାତ୍ରୀଙ୍କ ଗାଡ଼ି ସହ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି। ବୋଲେରୋ ଗାଡ଼ିଟି ଜାତୀୟ ରାଜପଥ ୫୩ର ବରଡ଼ା ଛକ ନିକଟରେ ପୂର୍ବରୁ ଥିବା ଏକ ହାଇୱାର ପଛପଟେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।ବଡ଼ଚଣା ଥାନା!-->…
Read More...
Read More...
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ଭୁବନେଶ୍ୱରରେ ନୌକା ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ କଠୋର ନିର୍ଦେଶ ଜାରି କରିଛି। ଏହି ଅନୁସାରେ, ନୌକାରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍ ଜାକେଟ୍ ପିନ୍ଧିବା ଅନିବାର୍ୟ କରାଯାଇଛି ଏବଂ କ୍ଷମତାଠାରୁ ଅଧିକ ଯାତ୍ରୀ ବୋହାଣା ଉପରେ ପ୍ରତିବନ୍ଧ!-->…
Read More...
Read More...