Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
Today’s Highlight
ଫାୟାରଷ୍ଟେସନ ଓଭରବ୍ରିଜ୍ରେ ଓଲଟିଲା ସିଲିଣ୍ଡର ବୋଝେଇ ଟ୍ରକ
ଭୁବନେଶ୍ବର: ରାଜଧାନୀର ଫାୟାରଷ୍ଟେସନ ଓଭରବ୍ରିଜ୍ ଉପରେ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଶତାଧିକ ସିଲିଣ୍ଡର ରାସ୍ତାରେ ଛିଟିକିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଯାଉଥିବା!-->!-->!-->…
Read More...
Read More...
ପିଏନଜି ସଂଯୋଗ ବୃଦ୍ଧି: ୫.୯୬ ଲକ୍ଷ ଘରେ ପହଞ୍ଚିଲା ଗ୍ୟାସ୍
ନୂଆଦିଲ୍ଲୀ: ଦେଶରେ ପାଇପ୍ଡ୍ ନ୍ୟାଚୁରାଲ୍ ଗ୍ୟାସ୍ (ପିଏନଜି) ବିସ୍ତାର ଦ୍ରୁତ ଗତିରେ ଚାଲିଛି। କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ୫.୯୬ ଲକ୍ଷ ପିଏନଜି ସଂଯୋଗକୁ ଗ୍ୟାସ୍ ଯୋଗାଣ ଆରମ୍ଭ ହୋଇଛି ଏବଂ ଅଧିକ ୨.୬୮ ଲକ୍ଷ ସଂଯୋଗ ପାଇଁ ଆବଶ୍ୟକ ଢାଞ୍ଚା ପ୍ରସ୍ତୁତ ହୋଇଛି। ଏହା ସହିତ ମୋଟ!-->…
Read More...
Read More...
ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ
ନ୍ୟୁଜ୍ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ଉନ୍ମୋଚନ କରିଥିଲେ। ଏଥର ପାସ୍ ହାର ୯୫.୩୩% ରହିଥିବା!-->…
Read More...
Read More...
ନାରୀ ସୁରକ୍ଷା ପାଇଁ “ଶକ୍ତିଶ୍ରୀ” ଆପ୍ ଆରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱରରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ୟମରେ ରାଜ୍ୟ ସରକାର “ଶକ୍ତିଶ୍ରୀ” ନାମକ ଏକ ନୂତନ ଆପ୍ ଲଞ୍ଚ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିବା ବେଳେ, ଏହାକୁ ଉଚ୍ଚ ଶିକ୍ଷା ବିଭାଗରେ କାମ କରୁଥିବା ମହିଳା କର୍ମଚାରୀ ଓ!-->…
Read More...
Read More...
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଘଟିଥିବା ଜିତୁ ମୁଣ୍ଡାଙ୍କ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଚିଠିରେ ନବୀନ!-->…
Read More...
Read More...
ସୁପ୍ରିମକୋର୍ଟରୁ ପବନ ଖେଡାଙ୍କୁ ବଡ଼ ଆଶ୍ୱସ୍ତି
ନୂଆ ଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଜାଲ କାଗଜପତ୍ର ଓ ମାନହାନି ସହିତ ଜଡିତ ଏକ ମାମଲାରେ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ତଦନ୍ତ ପ୍ରଭାବିତ ହେବା ଉଚିତ୍ ନୁହେଁ, କିନ୍ତୁ!-->…
Read More...
Read More...
ରାଜଧାନୀରେ ବଜ୍ରପାତର ତାଣ୍ଡବ
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ରାଜଧାନୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳର ସୋମନାଥ ବସ୍ତିରେ ଏକ ଘର ଉପରେ ବଜ୍ରପାତ ହେବାରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।
ବଜ୍ରପାତର!-->!-->!-->…
Read More...
Read More...
ଆସନ୍ତା କାଲି ପ୍ରକାଶିତ ହେବ ମାଟ୍ରିକ ଫଳ
ଭୁବନେଶ୍ବର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମେ ୨ ଅର୍ଥାତ ଆସନ୍ତା କାଲି ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ବୋର୍ଡ ମୁଖ୍ୟାଳୟରେ ଫଳ ଘୋଷଣା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।
ଏହାସହିତ ଷ୍ଟେଟ୍ ଓପନ ସ୍କୁଲ ଓ!-->!-->!-->…
Read More...
Read More...
ଭାରତ-ନ୍ୟୁଜିଲ୍ୟାଣ୍ଡ ଏଫଟିଏ ସ୍ୱାକ୍ଷରିତ
ଶସ୍ତା ହେବ ଆମଦାନି ପଣ୍ୟ, ବଢ଼ିବ ବାଣିଜ୍ୟ ଓ ନିଯୁକ୍ତି ସୁଯୋଗ
ନ୍ୟୁଜ୍ ବ୍ୟୁରୋ: ଭାରତ ପାଇଁ ଏକ ବଡ଼ ଆର୍ଥିକ ଖୁସିଖବର ସାମ୍ନାକୁ ଆସିଛି। India ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ ) ସ୍ୱାକ୍ଷର ହୋଇଛି, ଯାହାକୁ ଦୁଇ ଦେଶର ଆର୍ଥିକ!-->!-->!-->…
Read More...
Read More...
ନର୍ମଦାପୁରମରେ ଭୟଙ୍କର ଦୁର୍ଘଟଣା
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ମହେନ୍ଦ୍ରୱାଡି ଏବଂ ମାଖନନଗରର କିଛି ବାସିନ୍ଦା ବିବାହ ଉତ୍ସବରେ ଯୋଗଦେଇ ବୁଧନି ଠାରୁ ଏକ କାରରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାରେ ସେମାନଙ୍କର ଗାଡ଼ି ଏକ!-->…
Read More...
Read More...