Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ
ଭୁବନେଶ୍ୱର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ!-->…
Read More...
Read More...
ଜମ୍ମୁ କଶ୍ମୀର ଘାଟିରେ ବିସ୍ଫୋରଣ, ୮ ଆହତ
ଜମ୍ମୁ କଶ୍ମୀର; ଜମ୍ମୁ କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ବିସ୍ଫୋରଣ ହେଲାଣି। ତେବେ ବିଳମ୍ବିତ ରାତିରେ ବଜାଲତା ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଛନ୍ତି। ଏହାପୂର୍ବରୁ ନରୱାଲର ଟ୍ରାନ୍ସପୋର୍ଟ ନଗରରେ ବିସ୍ଫୋରଣ ହୋଇଥିଲା। ଏଥିରେ!-->…
Read More...
Read More...
ଆମେରିକାରେ ପୁଣି ଗୁଳିକାଣ୍ଡ
କାଲିଫର୍ଣ୍ଣିଆ : ଆମେରିକା ଗୁଳିକାଣ୍ଡ ଏବେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପ୍ରାୟ ପ୍ରତି ମାସରେ ସର୍ବସାଧାରଣ ସ୍ଥାନ ଯେପରିକି ସ୍କୁଲ, ସପିଂମଲ ଆଦିରେ ଗୁଳିକାଣ୍ଡ ହେଉଛି । କାଲିଫର୍ଣ୍ଣିଆସ୍ଥିତ ମଣ୍ଟେରି ପାର୍କରେ ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଆଖିମୁଜା ଗୁଳିକାଣ୍ଡ!-->…
Read More...
Read More...
ହକି ତାରକା ପ୍ରବୋଧ ତିର୍କୀଙ୍କ କ୍ବାର୍ଟରରୁ ଚୋରି
ଭୁବନେଶ୍ବର: ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରୁ ଚୋରି ହୋଇଯାଇଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ବିଶ୍ୱ କପ୍!-->…
Read More...
Read More...
କୂଅରେ ପଡ଼ି ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ
ଖୋର୍ଦ୍ଧା: ସାଇକେଲ ଚଲାଇବା ବେଳେ କୂଅରେ ପଡ଼ି ଜଣେ ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତକ ହେଲେ ମହେଶ୍ବର ବେହେରାଙ୍କ ପୁଅ ଦିବ୍ୟଜ୍ୟୋତି ବେହେରା ।
ସୂଚନା ଅନୁସାରେ ମହେଶ୍ବରଙ୍କ ପୁଅ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ!-->!-->!-->…
Read More...
Read More...
ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ
ଭୁବନେଶ୍ବର : ବିଶ୍ବ ହକିକପ ୨୦୨୩ର ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା ।ଆଜିଠାରୁ ଅସଲ ଲଢ଼େଇ ଆରମ୍ଭ ହେଉଥିବାରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ୍ ବିପକ୍ଷ ମୁକାବିଲା ‘କର ବା ମର’ ଭଳି ହୋଇଛି। ଭାରତ ୩ ମ୍ୟାଚ୍ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ୍ ‘ଡି’ରେ ଦ୍ବିତୀୟ ସ୍ଥାନରେ!-->…
Read More...
Read More...
ନେପାଳରୁ ଫେରୁଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ନେପାଳରୁ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳରୁ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍ ଶନିବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୬୦ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଫେରିବା ବାଟରେ!-->…
Read More...
Read More...
ବାଛୁରୀର ନାଁ କ୍ରୀଷ୍ଣା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଜାମୁକୋଳି ଗୋଶାଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋରୁଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ ପଚାରି ବୁଝିବା ସହ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ବୁଲିବା ସମୟରେ ଏକ ନବଜାତ ବାଛୁରୀକୁ ଦେଖି ତାହାର ନାମକରଣ ହୋଇନଥିବା ଜାଣିବା ପରେ!-->…
Read More...
Read More...
ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ
ରାୟପୁର : ଆଜି ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି। ରାୟପୁରଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ଦଳ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ।
ସୂଚନାଯୋଗ୍ୟ;!-->!-->!-->…
Read More...
Read More...
ଆସିକା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ
ନୂଆଦିଲ୍ଲୀ: ଓଡିଶା ପୁଲିସ ପାଇଁ ଆଜି ବହୁତ ଖୁସିର ଦିନ। କାରଣ ୨୦୨୨ବର୍ଷ ପାଇଁ ସାରା ଦେଶରେ ଆସିକା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ ହୋଇଛି। ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବୈଜ୍ଞାନିକ ଭବନରେ ଆୟୋଜିତ ପୋଲିସ ଡିଜି ଓ ଆଇଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, ଆସିକା!-->…
Read More...
Read More...