Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ବାଜି ମାରିନେଲା କେଜ୍ରଓ୍ବାଲଙ୍କ ‘ଝାଡୁ’
ନୂଆଦିଲ୍ଲୀ; ୧୫ ବର୍ଷ ପରେ କ୍ଷମତାରୁ ବିଦା ହେଲା ବିଜେପି । ଏମ୍ସିଡିରେ ବାଜି ମାରିନେଲା ଅରବିନ୍ଦ କେଜ୍ରଓ୍ବାଲଙ୍କ ଝାଡୁ । ଦିଲ୍ଲୀ ଏମ୍ସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ଆପ୍ । ବିପୁଳ ଜନମତ ସହ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ଦଖଲ କରିଛି ଆମ୍ ଆଦମୀ ପାର୍ଟି ।!-->…
Read More...
Read More...
ଗଭୀର ବୋରେୱେଲ ଭିତରେ ୮ ବର୍ଷର ବାଳକ
ମଧ୍ୟପ୍ରଦେଶ; ରାହୁଲ ଘଟଣାର ପୁନରାବୃତ୍ତି। ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ୮ ବର୍ଷର ବାଳକ । ପ୍ରାୟ ୪୦୦ ଫୁଟ ଗଭୀର ରହିଛି ବୋରେଓ୍ୱଲଟି କିନ୍ତୁ ପିଲାଟି ୬୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଏହି ଅଭାବନୀୟ ଘଟଣାଟି ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ।!-->…
Read More...
Read More...
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ; ଆଜିଠାରୁ ଆରମ୍ଭ ହୋଇଗଲା ସଂସଦର ଶୀତକାଳୀନ ଅଧିବେଶନ । ଆସନ୍ତା ୨୯ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ଏହି ଅଧିବେଶନ କାଳରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଚଳିତ ଅଧିବେଶନରେ ପ୍ରାୟ ୧୬ଟି!-->…
Read More...
Read More...
ରାଗିଂ ଅଭିଯୋଗରେ ୭ ଛାତ୍ର ସସପେଣ୍ଡ
ବ୍ରହ୍ମପୁର; ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଦ୍ୟାଳୟର ଆଣ୍ଟି ରାଗିଂ କମିଟି । ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସସପେଣ୍ଡ କରିଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ । ତେବେ ବିଦ୍ୟାଳୟର ଆଣ୍ଟି ରାଗିଂ କମିଟିର ତଦନ୍ତ!-->…
Read More...
Read More...
ଏଣିକି ମହଙ୍ଗା ହେବ ଋଣ
ନୂଆଦିଲ୍ଲୀ; ପୁଣି ବଢିଲା ରେପୋ ରେଟ୍ । ଲଗାତାର ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଚଳିତ ବର୍ଷ ରେପୋ ରେଟ୍ ବୃଦ୍ଧି କରିଛି । ଲଗାତାର ତିନି ଥର ରେପୋ ରେଟ୍ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୦.୩୫%!-->…
Read More...
Read More...
ହ୍ୟାକରଙ୍କ ଟାର୍ଗେଟରେ ଆଇସିଏମଆର
ନୂଆଦିଲ୍ଲୀ; ଦିନକୁ ଦିନ ବଢୁଛି ହ୍ୟାକରଙ୍କ ଦୌରାତ୍ମ୍ୟ । ପୂର୍ବରୁ ଦିଲ୍ଲୀ ଏମ୍ସ, ପରେ ଜଳଶକ୍ତି ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ଆଉ ଏବେ ଆଇସିଏମଆର ଓ୍ବେବସାଇଟ୍ ଉପରେ ଆଟାକ କରିଛନ୍ତି ହ୍ୟାକର । ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ!-->…
Read More...
Read More...
ରାଜଧାନୀରେ ଅଳିଆ ଉଠେଇବ ‘ଜଟାୟୁ’
ଭୁବନେଶ୍ବର; ପରିମଳ ବ୍ୟବସ୍ଥା ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଭୁବନେଶ୍ୱର ମହାନଗର ନିଗମ । ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଆରମ୍ଭ ହୋଇଛି ସଫେଇ । ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ଏହି ମେସିନ୍ କ୍ଷମତା ୧.୫ ଟନ୍ ରହିଛି । ୯ ଇଞ୍ଚ ମୋଟେଇ!-->…
Read More...
Read More...
ଶ୍ମଶାନର ଚିତା ଉପରେ ଠିଆ ହୋଇଛନ୍ତି ମା ଶ୍ୟାମାକାଳୀ
ବିହାର; ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ରହସ୍ୟ ବି ଏମିତି ଯାହା ଶହ ଶହ ବର୍ଷ ପୁରୁଣା । ନିଜର ସ୍ବତନ୍ତ୍ର ମାନ୍ୟତାକୁ ନେଇ ମନ୍ଦିରମାନ ପ୍ରସିଦ୍ଧି ଲାଭ ମଧ୍ୟ କରିଛନ୍ତି । ଦେଶର ଭିନ୍ନ ଭିନ୍ନ ମନ୍ଦିର ମାନଙ୍କ ମଧ୍ୟରୁ ବିହାର ମଧ୍ୟ ବାଦ୍ ପଡ଼ିନି । ବିହାରର ଦରଭଙ୍ଗାରେ ଶବର ଚିତା!-->…
Read More...
Read More...
ଫିଫା ୱାର୍ଲ୍ଡକପର ଉଦଘାଟନ କରିବେ ଦୀପିକା
ନ୍ୟୁଜ୍ବ୍ୟୁରୋ; ବଲିଉଡର ମୋଷ୍ଟ ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଲା ବଡ ସମ୍ମାନ । ଫିଫା ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ ଅଭିନେତ୍ରୀ ଦୀପିକା । ଯେଉଁଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ,!-->…
Read More...
Read More...
ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା
ନୂଆଦିଲ୍ଲୀ; କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି!-->…
Read More...
Read More...