ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category

Today’s Highlight

ଉଦଘାଟିତ ହେଲା ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକ ସେବା ଭବନରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ
Read More...

ଜମିଜମାକୁ ନେଇ ସାବତ ଭାଇକୁ ମାରିଲେ ମାଆ-ପୁଅ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ସରାଟ ଗ୍ରାମରେ ଅଘଟଣା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମା’। ଗୁରୁତର ଅବସ୍ଥାରେ ଭାଇକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସାବତ ଭାଇ
Read More...

ଜିତୁଙ୍କ ୧୩୪ କୋଟିର ସଂପତ୍ତି ଇଡି ହାତରେ

ଭୁବନେଶ୍ୱର: ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟ ଘେରିଛି। ବୁଧବାର ତାଙ୍କ ଘର ଉପରେ ଚଢାଉ କରି ଇଡି ଅଧିକାରୀମାନେ ୧୩୩ କୋଟି ଟଙ୍କାର ସ୍ଥାୟୀ ଜମା ଓ ୬୯ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ କରିଛନ୍ତି। ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ଏବଂ
Read More...

ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ

ପୁରୀ ପ୍ରସଙ୍ଗକୁ ହାତଛଡା କରିବନି ବିଜେପି, ସମ୍ବିତ ପାତ୍ରଙ୍କୁ ଦାୟିତ୍ବ ଦିଆଗଲାଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୫ ଯାଏ ରହି ସଂଗଠନ ଦେଖିବେଦଳର ଦୁଇ ପ୍ରମୁଖ ସଂଗଠନ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପକାଇଛନ୍ତିଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସକୁ ଆଖେଇବା
Read More...

ଦୁର୍ଦାନ୍ତ ଚକରାକୁ ଏନକାଉଣ୍ଟର

ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି, ଅନ୍ୟମାନେ ଖସିଗଲେଭୁବନେଶ୍ବର ବରମୁଣ୍ଡା ପଡିଆରେ ଅପରାଧର ନକ୍ସା ପ୍ରସ୍ତୁତ କରୁଥିଲେଆତ୍ମରକ୍ଷା ପାଇଁ ପୁଲିସ ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିବା ସୂଚନାଦୁଇ ପୁଲିସ ଆହତ ହୋଇଥିବା ନେଇ ମଧ୍ୟ ଖବର ମିଳିଛି ଭୁବନେଶ୍ବର: ରାଜଧାନୀରେ ଅପରାଧ ବୃଦ୍ଧି
Read More...

ଚଳିତମାସ ୨୧ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଲାଗି ରାଜ୍ୟର ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟୋଜିତ କରାଯାଇଛି । ଏଥିଲାଗି ବିଭିନ୍ନ ଜିଲ୍ଲାରେ ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଏଥିରେ କଟକ ଜିଲ୍ଲାରେ ସର୍ବାଧିକ ୬ଟି
Read More...

ରାଜଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ। ଆଉ ବ୍ୟବହାର ହୋଇପାରିବନି ଏହି ଆଇନ। ବର୍ତ୍ତମାନ ସମୟରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହ ଆଇନର ଶୁଣାଣି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ
Read More...

‘ଅସାନି’ ପ୍ରଭାବ; ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଥିବା 'ଅସାନି' ଏବେ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ମଛଲିପଟନମର ଦକ୍ଷିଣ-ଦକ୍ଷିଣ ପୂର୍ବ ସମୁଦ୍ରରେ ୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେବା ସହିତ ଘଣ୍ଟାକୁ ୬ କିଲୋମିଟର ବେଗରେ
Read More...

ଭାଇକୁ ହତ୍ୟା କଲା ଭାଇ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାୟକଙ୍କ ସ୍ୱାମୀ ସଞ୍ଜୀବ କୁମାର ଗୁରୁଙ୍କ ହତ୍ୟା ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସଞ୍ଜୀବଙ୍କ ନିଜ କକା ପୁଅ ଭାଇ। ତା’ ନାଁ ଶ୍ରୀତମ ଭୂଷଣ ଗୁରୁ। ତାକୁ ଗିରଫ କରି
Read More...

ଅନେକ କଥା ପ୍ରମାଣ ରହିଗଲା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏଏସଆଇ ଓ ଏନଏମ୍ଏର ଭୂମିକା ଯେତିକି ବିବାଦୀୟ ରହିଛି, ରାଜ୍ୟ ବିଜେପିର ଆଚରଣ ମଧ୍ୟ ସେତିକି ରହସ୍ୟମୟ ହୋଇଛି। ଯେଉଁ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ବିଜେପି ଆରମ୍ଭରୁ ସ୍ବର ମିଳାଇଥିଲା, ସେହି
Read More...