ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ମତଦାନ

ସରିଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । କାଁ ଭାଁ ଗଣ୍ଡଗୋଳ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା
Read More...

ମୋତେ ରିମୋର୍ଟରେ କରାଯାଉଥିଲା କଣ୍ଟ୍ରୋଲ

ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ଘରେ ଜଣେ ବ୍ୟକ୍ତି ଜବରଦସ୍ତ ପ୍ରବେଶ ପାଇଁ ଉଦ୍ୟମ କରିଛି । ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକ କାର ନେଇ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଠିକ ସମୟରେ
Read More...

ନିର୍ବାଚନ ପୂର୍ବରୁ ଆଖିବୁଜିଲେ ସରପଞ୍ଚ ପ୍ରାର୍ଥୀ, ବନ୍ଦ ରହିଲା ମତଦାନ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ଆସିଛି ଦୁଃଖଦ ଖବର । ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ଫଳରେ ମତଦାନ ବନ୍ଦ ରହିଛି । କଟକ ସଦର ବ୍ଲକର ଯଶପଡା ପଞ୍ଚାୟତରେ ଏଭଳି ଦୁଃଖଦ ଘଟଣା ଘଟିଛି । କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ
Read More...

ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଖବର । କେଉଁଠି ଗୁଳିମାଡ଼ ହୋଇଛି ତ କେଉଁଠି ବୋମାମାଡ଼ । ଆଉ କେଉଁଠି ମତଦାନ କେନ୍ଦ୍ରରେ ବଳପୂର୍ବକ ଭୋଟିଂକୁ ନେଇ ଉତେଜନା ଦେଖାଦେଇଛି । ସାଲେପୁର ଶିଶୁଆ ପଞ୍ଚାୟତର ସମିତି
Read More...

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ

ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯେଉଁ ସମୟରେ ଦୁର୍ଘଟଣା ହେଲା ସେତେବେଳେ ତାଙ୍କ ସହ ଜଣେ ମହିଳା ବନ୍ଧୁ ମଧ୍ୟ କାରରେ ଥିଲେ । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ସୂଚନା
Read More...

ପରଲୋକରେ ଡିସ୍କୋ କିଙ୍ଗ୍‌

ମୁମ୍ବାଇ: ପୁଣି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଛିଛି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ହରାଇବାର ଦିନ କେଇଟା ନ ବିତୁଣୁ ଆଉ ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକଙ୍କୁ ହରାଇଛି ବଲିଉଡ। ପ୍ରଖ୍ୟାତ ଗାୟକ ବାପି ଲାହିରିଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୯
Read More...

କାଲି ପ|ଞ୍ଚାୟତ ଭୋଟ, କ’ଣ କହିଲେ ନିର୍ବାଚନ କମିଶନ?

ରାତିପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କେତେ ପ୍ରସ୍ତୁତ କରାଯାଇଛି ସେ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ଅପରାହ୍ନ
Read More...

ଦୋଷୀ ସାବ୍ୟସ୍ତ ହେଲେ ଲାଲୁ, ଯିବେ କି ଜେଲ?

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ । ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ୯ ଶହରୁ ଅଧିକ କୋଟି ଟଙ୍କାର ଗୋଖାଦ୍ୟ ଜାଲିଆତି ଓ ଏହା ସମ୍ପର୍କିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ବେଆଇନ
Read More...

ବିଦା ହେଲେ ଆଉ ୫ ସରକାରୀ ଅଧିକାରୀ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ଗତ କିଛି ଦିନ ତଳେ ରାଜ୍ୟ ସରକାର ପାଞ୍ଚ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଆଜି ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀଙ୍କ
Read More...