Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ବୁଧବାର ପ୍ରଥମ ପର୍ଯ୍ୟାୟ ପ|ଞ୍ଚାୟତ ଭୋଟ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର
ଆସନ୍ତା ୧୬ ତାରିଖରେ ଅର୍ଥାତ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରିବ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ୩୬ ଘଣ୍ଟା ପୂର୍ବରୁ ପ୍ରଚାର, ସଭା ,ସଭିତି ,ଲାଉଡ ସ୍ୱିକର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ଆଜି!-->…
Read More...
Read More...
ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା
ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ୨୦୨୨ର ପ୍ରଥମ ମିସନ ଲଞ୍ଚ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋ ପକ୍ଷରୁପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ ହୋଇଛି । ସୋମବାର ସକାଳୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ରୁ ପ୍ରଥମ ଲଞ୍ଚ ପ୍ୟାଡରୁ ପୋଲାର ସାଟେଲାଇଟ ଯାନ!-->…
Read More...
Read More...
ଆଜି ୩ ରାଜ୍ୟରେ ଭୋଟ, ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଆଜି ୩ଟି ରାଜ୍ୟରେ ଚାଲିଛି ଭୋଟ ଗ୍ରହଣ। ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଉତ୍ତରାଖଣ୍ଡ ଓ ଗୋଆର ବି ଭୋଟଗ୍ରହଣ । ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । ସକାଳ ୬ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି!-->…
Read More...
Read More...
ଧୋନୀଙ୍କ ଟିମରେ ଓଡିଆ ଖେଳାଳି ଶୁଭ୍ରାଂଶୁ
ଆଇପିଏଲ ମହନିଲାମୀର ଦ୍ୱିତୀୟ ଦିନରେ ବି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ସବୁ ଟିମ । ତେବେ ବଡ଼ କଥା ହେଉଛି ଯେ, ଏଥର ଆଇପିଏଲ ଖେଳିବେ ଓଡିଆ ପୁଅ । ଓଡିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ଟିମ ଚେନ୍ନାଇ ସୁପର!-->…
Read More...
Read More...
ଫେକ୍ ଭୋଟର ସାବଧାନ
ଫେକ ଭୋଟର ସାବଧାନ। କେହି ଯଦି ମତଦାନ ବେଳେ ଫେକ ଭୋଟର ବୋଲି ଜଣାପଡିନ୍ତି । ତେବେ ତୁରନ୍ତ ତାଙ୍କୁ ପୁଲିସର ଜିମା ଦିଆଯିବ । ଏଭଳି ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆସନ୍ତା ୨ ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ!-->…
Read More...
Read More...
ଫୋନରେ ଘଣ୍ଟାଏ ଆଲୋଚନା, ପୁଟିନଙ୍କୁ ଚେତାଇଲେ ବାଇଡେନ
ୟୁକ୍ରେନ ସଙ୍କଟ ଭିତରେ ଦୁଇ ମହାଶକ୍ତି ମୁହାଁମୁହିଁ ହୋଇଛନ୍ତି । ଏହି ବିବାଦ ଏପରି ସ୍ତରରେ ପହଞ୍ଚିଛି ଯେ,ବିଶ୍ୱ ସାମନାରେ ଏକ ମହାଯୁଦ୍ଧର ବିପଦ ଦେଖାଦେଇଛି । ଏହି ସଙ୍କଟର ଗମ୍ଭୀରତା ଏଥିରୁ ଅନୁମାନ କରିହେଉଛି ଯେ,ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍!-->…
Read More...
Read More...
ଖସୁଛି ସଂକ୍ରମଣ, ଆଣୁଛି ଆଶ୍ୱସ୍ତି
ଦେଶରେ ୫୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୪୪ ହଜାର ୮୭୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୦ ହଜାର ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦୈନିକ ସଂକ୍ରମଣ ହାର ରହିଛି ୩.୧୭ ପ୍ରତିଶତ । ସେହିପରି ଦିନକରେ ୬୮୪ ଜଣ କରୋନାରେ ଆଖି ବୁଜିଛନ୍ତି ।!-->…
Read More...
Read More...
ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ, ୨୨ ହଜାର କୋଟିରୁ ଅଧିକ ଠକେଇ
ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ । ଚାରି ବର୍ଷ ପରେ ଦେଶରେ ବ୍ୟାକିଂ ସେକ୍ଟରରେ ଆଉ ଏକ ବଡ଼ ଘାଟାଲା ସାମନାକୁ ଆସିଛି । ଏବିଜି ଗ୍ରୁପ((ଏବିଜି ସିପୟାର୍ଡ) ଗୋଟିଏ କିମ୍ବା ଦୁଇଟି ନୁହେଁ ପାଖାପାଖି ୨୮ଟି ବ୍ୟାଙ୍କରୁ ଠକେଇ କରିଛି ୨୨, ୮୪୨ କୋଟି । ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ସମସ୍ତ!-->…
Read More...
Read More...
ଆଜି ଆଇପିଏଲ ନିଲାମର ଦ୍ୱିତୀୟ ଦିନ, କେଉଁ ଖେଳାଳିଙ୍କ ଉପରେ ରହିବ ନଜର?
ଆଇପିଏଲ-୨୦୨୨ ପାଇଁ ନିଲାମର ଆଜି ଦ୍ୱିତୀୟ ଦିନ । ଶନିବାର ହୋଇଥିବା ଖେଳାଳିଙ୍କ ନିଲାମୀରେ ବହୁ ଆଶ୍ଚର୍ଯ୍ୟ କଲା ଭଳି ନାଁ ଆସିଥିଲା । ଅଭେସ ଖାନ୍, ଦୀପକ ଚହର ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲେ । ଅଭେଶ ଖାନଙ୍କୁ ଲକ୍ଷ୍ନୌ ଟିମ ୧୦ କୋଟିରେ ଓ ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪!-->…
Read More...
Read More...