Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ସଂକ୍ରମଣ କମୁଛି..କଟକଣା ହଟୁଛି
ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି କରୋନା ସଂକ୍ରମଣ କମିବା ସହ ଦେଶର ସବୁ ରାଜ୍ୟରେ କଟକଣା ମଧ୍ୟ କୋହଳ ହେଉଛି । ଓଡିଶାରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବା ପରେ ପୂର୍ବ ସ୍ଥିତି ଧୀରେ ଧୀରେ ଫେରୁଛି । ରାଜ୍ୟରେ ଆଜି ବି ହଜାରେ ତଳେ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରୁ ୯୨୫ ଜଣ!-->…
Read More...
Read More...
ଭାରତ ଆସିବ କୋର୍ବେଭାକ୍ସ
ଖୁବ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରାଯାଇପାରେ ଟିକାକରଣ । ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକସିନ । କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିଶ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ!-->…
Read More...
Read More...
ଘନଉଛି ୟୁକ୍ରେନ ସଙ୍କଟ, ବଢୁଛି ଯୁଦ୍ଧ ଆଶଙ୍କା
ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବା ସହ ଯୁଦ୍ଧ ଆଶଙ୍କା ଘନଉଛି । ୟୁକ୍ରେନ ସୀମାରେ ସୈନ୍ୟ ବଳ ବଢାଇବାରେ ଲାଗିଛି ଋଷ । ୟୁକ୍ରେନ ସୀମାରେ ଲକ୍ଷେ ୩୦ ହଜାର ସୈନ୍ୟଙ୍କୁ ଏକାଠି କରାଯାଇଛି । ଏହା ସହ ଋଷ ଟ୍ୟାଙ୍କ,ଭାରି ଅସ୍ତ୍ରଶସ୍ତ୍ର,ମିଜାଇଲ ମଧ୍ୟ ୟୁକ୍ରେନ ସୀମାରେ ମୁତୟନ କରିଛି ।!-->…
Read More...
Read More...
ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା
ଢେଙ୍କାନାଳରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । କୋଭିଡ କଟକଣାରେ ଦୁଇ ଦିନ ଧରି ଚାଲିବାକୁ ଥିବା ମେଳା ପାଇଁ ଦେଶ କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଛିା ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଏହି ମେଳା ଆରମ୍ଭ ହୋଇଥାଏ । ତେବେ!-->…
Read More...
Read More...
କାଳିଆ ଦର୍ଶନ ପାଇଁ କଟକଣା କୋହଳ
ରାଜ୍ୟରେ କରୋନା ସଂକ୍ରମଣ କମିଆସୁଥିବାରୁ ଜଗା ଦର୍ଶନ ପାଇଁ କଟକଣା ଆହୁରି କୋହଳ କରାଯାଇଛିା ଆସନ୍ତା ୨୧ ତାରିଖଠୁ ସହଜ ହେବ ଜଗା ଦର୍ଶନ । ଏଣିକି ଜଗାକୁ ଦେଖିବାକୁ ଆଉ ଆଉ ଟିକା ପ୍ରମାଣ ପତ୍ର ଆବଶ୍ୟକ ପଡିବନି । କେବଳ ମାସ୍କ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବା ବାଧ୍ୟତାମୂଳକ କରାଯାଇଛି!-->…
Read More...
Read More...
ଆମେରିକାର ଦାବି କରୁଛି ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ
ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ୟୁକ୍ରେନ, ଋଷ ବିବାଦ ନେଇ କୌଣସି ସମାଧାନ ହୋଇପାରିଲାନି । ଏବେ ବିବାଦ ଆହୁରି ଉଗ୍ର ହେବାରେ ଲାଗିଛି । ଋଷ ଚାରିପଟୁ ୟୁକ୍ରେନକୁ ଘେରିସାରିଛି । ଦୁଇ ଦେଶ ମଧ୍ୟରେ ବିବାଦ ଏକ!-->…
Read More...
Read More...
ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ, କଂଗ୍ରେସ ଟାର୍ଗେଟରେ ଗୃହରାଷ୍ଟ୍ର ମନ୍ତ୍ରୀ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ । କଂଗ୍ରେସ ମମିତା ମେହେର ପ୍ରସଙ୍ଗ ଉଠାଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ରାୟପୁର ଏୟାରପୋର୍ଟରେ!-->…
Read More...
Read More...
ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର
ଭ୍ୟାଲେଣ୍ଟାଇନ ଡେରେ ବନ୍ଧା ହେଲେ ରସିକିଆ ଡାକ୍ତର । ରାଜଧାନୀ ଭୁବନେଶ୍ୱରରୁ ମହିଳା ଥାନା ପୁଲିସ ଏହି ରସିକିଆ ଡାକ୍ତରଙ୍କୁ ଗିରଫ କରିଛି । ପ୍ରାୟ୍ର ୭ ରାଜ୍ୟରେ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ପ୍ରଥମେ ବିବାହ ଓ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ!-->…
Read More...
Read More...
ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମଣ
ଦେଶରେ କରୋନା ସଂକ୍ରମଣ ଲଗାତର ଭାବେ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ରେ ଦେଶରେ ୩୪ ହଜାର ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କ୍ରମାଗତ ୪୦ ଦିନ ପରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି । ଜାନୁଆରି ୪ରେ ଦେଶରେ ଦୈନିକ ସଂକ୍ରମଣ ୩୭ ହଜାର ଥିଲା । ୨୪ ଘଣ୍ଟା ରେ ୩୪ ହଜାର!-->…
Read More...
Read More...