Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ ମିଳିବ । ଏହା ପରେ ଆସନ୍ତାକାଲିଶଠୁ ଜୋରଦାର ହେବ ନିର୍ବାଚନ ପ୍ରଚାର ।!-->…
Read More...
Read More...
ଆଇଆଇଟି ମାଡ୍ରାସର ଆକଳନ, ଏଇ ଦିନ ଭାରତରେ ଶୀର୍ଷ ଛୁଇଁବ ସଂକ୍ରମଣ
ଭାରତରେ ଗତ କିଛି ଦିନ ହେବ ଦେଶରେ ୩ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ କରୋନାର ତୃତୀୟ ଲହର ଆସିସାରିଛି । ଏହାରି ଭିତରେ ଆଇଆଇଟି ମାଦ୍ରାସ ପକ୍ଷରୁ ଆଶ୍ୱସ୍ତି ଖବର ଆସିଛି । ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ଅନୁଯାୟୀ, କ୍ରମାଗତ!-->…
Read More...
Read More...
ମୁମ୍ବାଇରେ ଖୋଲିଲା; ରାଜ୍ୟରେ କେବେ ଖୋଲିବ ସ୍କୁଲ?
କରୋନା ସଂକ୍ରମଣ ଭୟ ଭିତରେ ମହାରାଷ୍ଟ୍ରରେ ଆଜିଠୁ ଖୋଲିଛି ସ୍କୁଲ । ପ୍ରଥମରୁ ଦ୍ୱାଦଶ ଯାଏଁ ସ୍କୁଲ ଆଜିଠୁ ଖୋଲିଛି । ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । କୋଭିଡ ନିୟମ ଅନୁସାରେ ସ୍କୁଲରେ ପାଠପଢା ଆରମ୍ଭ ହୋଇଥିବା ବେଳେ ଉଭୟ ଅଫଲାଇନ ଓ ଅନଲାଇନର କ୍ଲାସ କରାଯିବ । ତେବେ ସରକାରଙ୍କ ଏହି!-->…
Read More...
Read More...
ପୁରୀରେ ପାପ!
୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର । ପୁରୀ ଟାଉନ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନାରେ ପୁଲିସ!-->…
Read More...
Read More...
ଆମେରିକା ଉଠାଇଲା ପଦକ୍ଷେପ, ୟୁକ୍ରେନ ଉପରେ ବଢିଲା ଋଷର ଆକ୍ରମଣ ଆଶଙ୍କା
ୟୁକ୍ରେନ ଓ ଋଷ ସୀମାରେ ଉେତ୍ତଜନା ଜାରି ରହିଛି । ୟୁକ୍ରେନ ଉପରେ ଋଷ ଆକ୍ରମଣର ଭୟ ଲଗାତର ଲାଗି ରହିଛି । ଏହି ସମୟରେ ଖବର ମିଳିଛି ଯେ , ଆମେରିକା ୟୁକ୍ରେନର ରାଜଧାନୀରେ କିୱିଭିରେ ଥିବା ନିଜ ଦୂତବାସକୁ ଖାଲି କରୁଛି । ଏବିସି ନ୍ୟୁଜ ରିପୋର୍ଟ ଅନୁସାରେ, ଆମେରିକା ବିଦେଶା ମନ୍ତ୍ରାଳୟ!-->…
Read More...
Read More...
ପିକ୍ ଛୁଇଁ ଖସୁଛି କି ସଂକ୍ରମଣ!
ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ରାଜ୍ୟ ଓ ଦେଶରେ ଦୈନିକ ସଂକ୍ରମଣ ଖସିବାରେ ଲାଗିଛି । ଯାହା ସାମନ୍ୟ ଆଶ୍ୱସ୍ତି ଆଣିଛି । ତେବେ ସଂକ୍ରମଣ ତଳକୁ ଖସୁଥିବାରୁ ଶୀର୍ଷ ଛୁଇଁ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ୭ ହଜାରକୁ ଖସିଛି ସଂକ୍ରମିତ ସଂଖ୍ୟା । ସେହିପରି!-->…
Read More...
Read More...
ଚୀନ୍ ସୀମାରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ପତ୍ତା
ଅରୁଣାଚଳ ପ୍ରଦେଶରୁ ନିଖୋଜ ଭାରତୀୟ ଯୁବକଙ୍କ ପତ୍ତା ଚୀନା ସୀମାରୁ ମିଳିଛି । ଚୀନ ସୈନିକ ମାନେ ଭାରତୀୟ ସୈନିକଙ୍କୁ ନେଇ ଏନେଇ ସୂଚନା ଦେଇଛନ୍ତି । ଭାରତୀୟ ସେନା ସହ ଏନେଇ ଯୋଗାଯୋଗ କରିଛି ଚୀନ ପିପୁଲ୍ସ ଲିବରେସନ ଆର୍ମି । ଖୁବ ଶୀଘ୍ର ସମସ୍ତ ପ୍ରକ୍ରିୟା ସାରି ଯୁବକଙ୍କୁ ଫେରାଇ ଦିଆଯିବ!-->…
Read More...
Read More...
ସତରେ! ରାଜନୀତିରେ ସବୁ ସମ୍ଭବ
ଭୁବନେଶ୍ବର: ଗତ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇ ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ କଂଗ୍ରେସର ପ୍ରଦୀପ ମାଝୀ। ମାସ ତିରିଶଟାରେ ସବୁକିଛି ବଦଳିଯାଇଛି। ଶତ୍ରୁ ଏବେ ମିତ୍ର। ପରସ୍ପର ବିରୋଧରେ ବିଷୋଦଗାର ନାହିଁ। ବରଂ ମିଳିତ ଭାବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...
ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ, ଦେଶରେ ଆଜି ବି ୩ ଲକ୍ଷ ପାର୍
ରାଜ୍ୟରେ ଗତ ୩ ଦିନ ହେବ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାରକୁ ଖସିଛି । ଫଳରେ ଦ୍ରୁତଗତିରେ ହେଉଥିବା ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ ଲାଗିବା ଏବେ ରାଜ୍ୟବାସୀଙ୍କୁ ସାମାନ ଆଶ୍ୱସ୍ତି ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ କରୋନା!-->…
Read More...
Read More...
ରାଜଧାନୀରେ ବର୍ଷା, ଭାଙ୍ଗିଲା ୩୨ ବର୍ଷର ରେକର୍ଡ
ଦିଲ୍ଲୀରେ ଜାନୁଆରୀ ମାସରେ ହୋଇଥିବା ବର୍ଷା ସବୁ ରେକର୍ଡ ଭାଙ୍ଗିଦେଇଛି । ପ୍ରବଳ ଶୀତ ଭିତରେ ବର୍ଷା ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି । ଏବେ ଯାଏଁ ଦିଲ୍ଲୀରେ ଜାନୁଆରୀ ୬୯.୮ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୩୨ ବର୍ଷ ପୂର୍ବରେ ୧୯୮୯ରେ ୭୯.୭ ମିମି ବର୍ଷା ଜାନୁଆରୀରେ ଦେଶର!-->…
Read More...
Read More...