Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଆଖି ବୁଜିଲା ମାଆ,କୁନି ଝିଅକୁ କିଏ ହେବ ସାହା ?
ହେ ଭଗବାନ! ଏମିତି ଦୁଃଖ କାହାକୁ ନଆସୁ। ଆଖି ଆଗରେ ଚାଲିଗଲା ମାଆ ଓ ୨ ମାସର ଭାଇର ଜୀବନ । ଆଉ ମୃତ୍ୟୁ ଫାଶରୁ ଅଳ୍ପକେ ବର୍ତ୍ତିଗଲା କୁନି ଝିଅ । ୩ ବର୍ଷର ଝିଅଟି ନିଜ ମାଆ ଓ କୁନି ଭାଇ ସହ ବସରେ ଘରକୁ ଖୁସିରେ ଫେରୁଥିଲା । ହେଲେ ସେହି ବସରେ ମାଆ ତା ହାତ ସବୁଦିନ ପାଇଁ ଛାଡିଯିବ ବୋଲି ସେ!-->…
Read More...
Read More...
ସୁସ୍ଥ ଅଛନ୍ତି ସ୍ୱର ସାମ୍ରାଜ୍ଞୀ, ତଥାପି ଗୁଜବ
ନୂଆଦିଲ୍ଲୀ: ସଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗସେକରଙ୍କୁ ନେଇ ବି ଗୁଜବ କରିବାକୁ କେହି ପଛାଉନାହାନ୍ତି। ଲତା ଏବେ ଆଇସିୟୁରେ ଥିବା ବେଳେ ତାଙ୍କୁ ନେଇ ଅନେକ ଗୁଜବ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହାକୁ ନେଇ ତାଙ୍କ ଫ୍ୟାନମାନେ କେବଳ ଭାଙ୍ଗି ପଡ଼ିଛନ୍ତି ତା ନୁହେଁ,!-->…
Read More...
Read More...
ସରକାରଙ୍କ ଭଲ କଥା କହ, ମିଛୁଆଙ୍କୁ ଜବାବ ଦିଅ
ପଞ୍ଚାୟତକୁ ପ୍ରଚାର ପାଇଁ ଓହ୍ଲାଇବା ପୂର୍ବରୁ ଦଳୀୟ ନେତାଙ୍କୁ ନବୀନଙ୍କ ନିର୍ଦେଶକରୋନା କଟକଣା ମାନିବାକୁ ପରାମର୍ଶ, କହିଲେ, ତୁମର ଜୀବନ ମୋ ପାଇଁ ମୂଲ୍ୟବାନବବିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଭର୍ଚୁଆଲରେ ରହିଲେ ଦଳୀୟ ନେତା
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ!-->!-->!-->…
Read More...
Read More...
‘ଶାନ୍ତିଲତା’ ରୁ ଶେଷଯାତ୍ରା
ଛାତିରେ ହାତ ପିଟି କାନ୍ଦୁଛି ମାଆ । ମୋ ଛୁଆ..ମୋ ଛୁଆ..କାହିଁ ବୋଲି କହି କାନ୍ଦିକି ହସ୍ପିଟାଲ ଚଟାଣରେ ଗଡିଯାଉଛି । କିଏ କାହା ଛୁଆକୁ ହରାଇ ରାହା ଧରି କାନ୍ଦୁଥିବା ବେଳେ ଆଉ କିଏ ନିଜ ଲୋକଙ୍କୁ ହରାଇ ମୁକ ପାଲଟିଯାଇଛି । ଏଯାଏ ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି । ତ ଆଉ କିଏ ଜୀବନ କଣ!-->…
Read More...
Read More...
ମା’ ହେଲେ ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା
ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ପ୍ୟାରେ ସ କ୍ଲବରେ ସାମିଲ ହୋଇଯାଇଛନ୍ତି । ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ମା’ ହୋଇଥିବା ନେଇ ଖବର ଦେଇଛନ୍ତି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମା’ ହୋଇଛନ୍ତି । ତେବେ ତାଙ୍କର ପୁଅ ହୋଇଛି କି ଝିଅ ସେ ନେଇ ପ୍ରିୟଙ୍କା କିଛି!-->…
Read More...
Read More...
ଏସସିବିରୁ ଏୟାରଲିଫ୍ଟ ହେଲେ ରୋଗୀ
କଟକ ଏସସିବିରୁ ପ୍ରଥମ ଥର ପାଇଁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇଛି । ରୋଗୀଙ୍କୁ ନେବା ଲାଗି କଟକରୁ ଭୁବନେଶ୍ୱର ବିମାନ ବନ୍ଦ ଯାଏ ଗ୍ରୀନ କରିଡର କରାଯାଇଥିଲା । ଏସସିବିରୁ ଆମ୍ବୁଲାନ୍ସରେ ରୋଗୀ ଜଣକ ବାହାରିବା ପରେ ତାଙ୍କୁ ବିମାନବନ୍ଦର ଯାଏ ନେବାକୁ କମିସନରେଟ ପୁଲିସ ପକ୍ଷରୁ!-->…
Read More...
Read More...
୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ
ମୁମ୍ବାଇର ତାଡଦେବ ଅଂଚଳରେ ଏକ ୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାଟି ଭାଟିଆ ହସ୍ପିଟାଲ ନିକଟରେ ରହିଛି । ନିଆଁରେ ପୋଡି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି!-->…
Read More...
Read More...
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଦେଶରେ ଆଜି ବି ୩ ଲକ୍ଷ ଉପରେ
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ । ଖସୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୮ ହଜାରକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । କିଛି ଦିନ ୧୦ ହଜାର ଟ୍ରେଣ୍ଡ ରହିବା ପରେ ଦୁଇ ଦିନ ହେବ ୧୦ ହଜାର ତଳକୁ ସଂଖ୍ୟା ଖସିବା ଏକ ପ୍ରକାର ଆଶ୍ୱସ୍ତିକର ଖବର । ହେଲେ ଦେଶରେ କ୍ରମାଗତ ତୃତୀୟ!-->…
Read More...
Read More...
ବରଯାତ୍ରୀ ଗାଡି ଦୁର୍ଘଟଣା..ଚାଲିଗଲା ୫ ଜୀବନ
ବାହାଘର ଭୋଜି ଖାଇ ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ ଅଧାବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ସୋନପୁର ମହାନଦୀ ପୋଲ ଉପରେ ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ଟ୍ରକ ଓ ବୋଲେରୋ ମୁହାମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ୫!-->…
Read More...
Read More...
ରାଜ୍ୟରେ ୧୦ ହଜାର ତଳକୁ ଖସିଲା, ଦେଶରେ ବଢ଼ିଲା
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲୁଥିବା ବେଳେ ଆସିଛି ଟିକେ ଆଶ୍ୱସ୍ତିକର ଖବର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ । ୧୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ହେଲେ ରାଜ୍ୟରେ ସାମାନ୍ୟ ସଂଖ୍ୟା ଖସିଥିବା ବେଳେ ଦେଶରେ କିନ୍ତୁ!-->…
Read More...
Read More...