Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଲାଠିମାଡ଼ ପରେ ଢିଙ୍କିଆ ଗାଁ ପୁରୁଷ ଶୂନ୍ୟ
ପୁଲିସର ଲାଠିମାଡ଼ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ । ଗାଁର ତାଟି କବାଟ ପଡିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କିରିଛି ପୁଲିସ। ସେପଟେ ଗ୍ରାମବାସୀଙ୍କ ଉପରେ ପୁଲିସ ଆକ୍ରମଣକୁ ନେଇ ଜିଲ୍ଲା!-->…
Read More...
Read More...
ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ
ବଜେଟ ଅଧିବେଶନ ନେଇ ବଡ଼ ସୂଚନା ସାମନାକୁ ଆସିଛି । ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ ସଂସଦରେ ଉପସ୍ଥାପିତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିବେ । ଏହା!-->…
Read More...
Read More...
ଦେଶରେ ନିଆଁ ଭଳି ମାଡୁଛି ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯେଭଳି ଭାବେ ବଢୁଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି। କଟକଣା ପରେ ବି ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି ସଂକ୍ରମଣ। ଦେଶରେ ଏବେ!-->…
Read More...
Read More...
ଟ୍ରାକରୁ କେମିତି ଖସିଲା ଟ୍ରେନ? ଆଜି ରେଳମନ୍ତ୍ରୀ ଯିବେ ଘଟଣାସ୍ଥଳକୁ
କୋଲକାତା: ପଶ୍ଚିମବଙ୍ଗ ଜଲାପାଇଗୁଡିରେ ଟ୍ରେନ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଗୌହାଟି-ବିକେନାର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ ସହ!-->…
Read More...
Read More...
ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଆଉ ଏତିକିବେଳେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ମାଘ ମେଳାର ଆୟୋଜନ କରାଯାଇଛି। ତେବେ ବିଶ୍ୱାସର ଏହି ମେଳା ହୋଇପାରେ କରୋନାର ସୁପରସ୍ପ୍ରେଡର। ଆଜି ମକର ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଲୋକ ସ୍ନାନ କରିଥାନ୍ତି। ମେଳାରେ କରୋନା!-->…
Read More...
Read More...
ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈିନକ ସଂକ୍ରମଣ
ଭୁବନେଶ୍ବର: ରାଜ୍ୟରେ ଲମ୍ବା ଡିଆଁ ମାରୁଛି କରୋନ ସଂକ୍ରମଣ। ପୁଣି ୧୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୭୫ ହଜାର ୭୩୧ ନମୁନା ପରୀକ୍ଷା ହୋଇଥିବା ବେଳେ ୧୦ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ଼ ଚିନ୍ତା ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ!-->…
Read More...
Read More...
ପଞ୍ଚାୟତ ନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନିର୍ବାଚନ ଅଧିକାରୀ ମାନେ ବିଜ୍ଞପ୍ତି ଜାରି କରିଛନ୍ତି। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏବଂ ଜିଲ୍ଲା ଓ ବ୍ଲକ ଅଫିସରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ!-->…
Read More...
Read More...
ଦେଶରେ ୨ ଲକ୍ଷ ଟପିଲା ଦୈନିକ ସଂକ୍ରମଣ..
ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ । କରୋନାର ଲମ୍ବା ଲମ୍ପ ସହ ୨୪ ଘଣ୍ଟା ରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ହାର ରହିଛି ୧୩.୧୧ ପ୍ରତିଶତ । ଡିସେମ୍ବର ୩୦ରେ ଦେଶରେ ପଜିଟିଭ ହାର ୧.୧ ପ୍ରତିଶତ ଥିବା ବେଳେ ଜାନୁଆରୀ ୧୩ ବେଳକୁ ଏହା ୧୩ ପ୍ରତିଶତରେ!-->…
Read More...
Read More...
ଏବେ କେମିତି ଅଛନ୍ତି ଲତା ମଙ୍ଗେସକର?
ସୁର ସାମ୍ରଜ୍ଞୀ ଲତା ମଙ୍ଗେସରଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଫ୍ୟାନ୍ସଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର। କରୋନା ଓ ନିମୋନିଆରେ ପୀଡିତ ଥିବା ୯୨ ବର୍ଷୀୟା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି। ଲତାଙ୍କ ଡାକ୍ତର ପ୍ରତୀତ ସମଧାନୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ!-->…
Read More...
Read More...
ରାଜ୍ୟରେ ରେକର୍ଡ ଛୁଇଁଲା ସଂକ୍ରମଣ
ଭୁବନେଶ୍ବର: ରାଜ୍ୟରେ ରେକର୍ଡ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତକାଲି ତୁଳନାରେ ୧୨୮୧ ମାମଲା ବୃଦ୍ଧି ପାଇଛି। କେବଳ ଜାନୁଆରିମାସର ୧୩ ଦିନରେ ଚିହ୍ନଟ ହେଲେଣି ୪୬ ହଜାର ୭୭୩ ସଂକ୍ରମିତ। ଏହା ସହ ଖୋର୍ଦ୍ଧା ସମେତ ୪ରୁ ୫ ଜିଲ୍ଲାରେ ଯେଭଳି!-->…
Read More...
Read More...