Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଉତ୍ତରପ୍ରଦେଶରେ ସଙ୍କଟରେ ବିଜେପି!
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଗତ ଦୁଇ ଦିନ ଧରି ଜଣେ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ଦଳ ଛାଡୁଛନ୍ତି। ବୁଧବାରକୁ ଓବିସି ନେତା ଦାରା ସିଂହ ଚୌହ୍ୱାନ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର!-->…
Read More...
Read More...
ଅପରାଜିତାଙ୍କୁ ଚେକମେଟ୍!
ଭୁବନେଶ୍ବର: ହିନ୍ଦୀରେ ଏକ ଲୋକକଥା ରହିଛି କହିଁ ପେ ନିଗାହୈ, କହିଁ ପେ ନିଶାନା। ଭୁବନେଶ୍ୱର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ଘୋଷଣା ହେଲା ପରେ ଓଡ଼ିଶା ରାଜନୀତିରେ ଏହି ଲୋକକଥାକୁ ନେଇ ତର୍ଜମା ଚାଲିଛି। ପ୍ରଥମଥର ପାଇଁ ଭୁବନେଶ୍ୱର ଦେଖିବ ମହିଳା ମେୟର। ଯେତେବେଳେ ଶାସକ ଦଳର!-->…
Read More...
Read More...
ଏସ.ସୋମନାଥ ହେଲେ ଇସ୍ରୋ ମୁଖ୍ୟ
ବରିଷ୍ଠ ବୈଜ୍ଞାନିକ ଏସ.ସୋମନାଥ ହେବେ ଇସ୍ରୋର ପରବର୍ତ୍ତୀ ନୂଆ ମୁଖ୍ୟ । ଆଜି କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଜାନୁଆରୀ ୧୪ରେ ଇସ୍ରୋ ମୁଖ୍ୟ ଭାବେ କାମ କରୁଥିବା କେ.ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପରେ ଏସ.ସୋମନାଥ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।!-->…
Read More...
Read More...
‘ଯଦି ଯୁଦ୍ଧ ଶେଷ ନିଷ୍ପତ୍ତି ହୁଏ, ଆମେ ନିଶ୍ଚୟ ବିଜୟୀ ହେବୁ’
ଗଲୱାନ ପ୍ରସଙ୍ଗରେ ସେନା ମୁଖ୍ୟ ଏମଏମ ନରବଣେଙ୍କ ବଡ଼ ବୟାନ । ନରବଣେ କହିଛନ୍ତି ,ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର ଶେଷ ନିଷ୍ପତ୍ତି ଯୁଦ୍ଧ ହୁଏ,ତେବେ ଆମେ ନିଶ୍ଚୟ ବିଜୟୀ ହେବୁ । ସେ କହିଛନ୍ତି ଯେ, ପିପୁଲ ଲିବରେସନ ଆର୍ମିସହ ଗତବର୍ଷା ଜାନୁଆରୀରେ ଆଲୋଚନା ପରେ!-->…
Read More...
Read More...
ପିଏମ ସୁରକ୍ଷାରେ ତ୍ରୁଟି: ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ କମିଟି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବରେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣାର ଯାଞ୍ଚ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କମିଟି କରିବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି!-->…
Read More...
Read More...
ବିଦାୟ ମିହିର ଦାସ
କଟକ: ପଞ୍ଚଭୂତରେ ଲୀନ ହେଲେ ଓଡିଆ ଚଳଚ୍ଚିତ୍ର ଜଗତର ବାଦଶାହା ମିହିର ଦାସ। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ବଡ଼ ପୁଅ ଅମ୍ଲାନ ଦାସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ମିହିର ଭାଇ ଅମର!-->…
Read More...
Read More...
ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ;ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଦଶ ହଜାର ମୁହାଁ।ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜାନୁଆରି ୫ ତାରିଖରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ହଜାରେ ୨୧୬ ଆକ୍ରାନ୍ତ। କିନ୍ତୁ ଆଜି ୮ ହଜାର ଉପରେ ମାମଲା ଚିହ୍ନଟ ହୋଇଛି। ଏଥିରୁ ଅନୁମାନ!-->…
Read More...
Read More...
ଦେଶରେ ୨ ଲକ୍ଷ ମୁହାଁ ସଂକ୍ରମଣ, ଦିନକୁ ଦିନ ବିଗୁଡିଛି ସ୍ଥିତି
୨୪ ଘଣ୍ଟାରେ ୧୫.୮ ପ୍ରତିଶତ ବଢ଼ିଲା ସଂକ୍ରମଣ୪୪୨ ଜଣଙ୍କର ମୁଣ୍ଡ ନେଇଗଲା କରୋନାଦିଲ୍ଲୀ ଏବଂ କେରଳ ସ୍ଥିତି ଚିନ୍ତାଜନକ ହେଲାଣି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଲକ୍ଷେ ୯୪ ହଜାର ୭୨୦ ନୂଆ!-->!-->!-->…
Read More...
Read More...
ଆଉ ନାହାନ୍ତି ମିହିର ଦାସ..
ଆଉ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଆଇସିୟୁରେ ଚିକିତ୍ସାଧୀନ ଥିଲେ ମିହିର ଦାସ । ମିହିରଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ!-->…
Read More...
Read More...
ଲକଡାଉନ ମୁହାଁ ଦିଲ୍ଲୀ! ସବୁ ଘରୋଇ ଅଫିସ ବନ୍ଦ
ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମିତଙ୍କ ମାମଲା ଦ୍ରୁତ ଗତିରେ ବଢୁଥିବାରୁ କୋଭିଡ଼ କଟକଣା ଆହୁରି ବଢାଇଦିଆଯାଇଛି । କରୋନା ମାମଲା ହଠାତ ବୃଦ୍ଧି ପରେ ଦିଲ୍ଲୀରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହାର ନିର୍ଦ୍ଦେଶ ଜାରି କରିଛନ୍ତି ।!-->…
Read More...
Read More...