Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଭୋଟ ପଡିବ ପଞ୍ଚାୟତରେ, ଘୋଷଣା ହେଲା ତାରିଖ
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ । କୋଭିଡ କଟକଣା ମଧ୍ୟରେ ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଫେବୃଆର ୧୬,୧୮,୨୦ ୨୨,୨୪ ତାରିଖରେ ପଡିବ ପଞ୍ଚାୟତ ଭୋଟ । ସକାଳ ୭ରୁ ଅପରାହ୍ନ ଗୋଟାଏ!-->…
Read More...
Read More...
ଦେଶରେ ବେଲଗାମ୍ କରୋନା
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଲାଗୁନି ବ୍ରେକ> ଦିନକୁ ଦିନ ସ୍ଥିତି ଅଣାୟ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ଲକ୍ଷେ ୬୮ ହଜାର ୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭୭ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଗତକାଲିଠୁ ଆଜିର ସଂକ୍ରମଣ ହାର କମ ରହିଛି।!-->…
Read More...
Read More...
ରକ୍ତ ରଞ୍ଜିତ ହେଲା ଶୁଲିଆ ଯାତ୍ରା
ବଲାଙ୍ଗୀର: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ଆଜି ବଲାଙ୍ଗୀର ଦେଓ ଗାଁ ବ୍ଲକ ଖଇରଗୁରା ଓ କୁମରିଆ ଗାଁର ସାନ ଖଳା ଓ ବଡ଼ ଖଳାରେ ବଳି ପଡିଛି।ନିଶିପୂଜା ସହିତ କୋଭିଡ କଟକଣା ଭିତରେ ନୀତିକାନ୍ତି ସରିଛି। ସାନ ଖଳା ଓ ବଡ଼ ଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ବଳି ଦିଆଯାଇଛି।!-->…
Read More...
Read More...
ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା
ଭୁବନେଶ୍ବର: ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା। ଦିନ ସାଢେ ୧୧ଟାରେ ନିର୍ବାଚନ କମିଶନ ପ୍ରେସମିଟ ଡାକିଛନ୍ତି। ଗୀତଗୋବିନ୍ଦ ସଦନରେ ପ୍ରେସମିଟ କରିବେ। ପ୍ରେସମିଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି!-->…
Read More...
Read More...
ରାଜ୍ୟରେ ରେକର୍ଡ ସଂକ୍ରମଣ; ବଢିବ କି କଟକଣା?
ଭୁବନେଶ୍ବରṣ: ତୃତୀୟ ଲହରରେ ନିଆଁ ଭଳି ମାଡ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରଥମ ଓ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଯେପରି ଭାବେ ବୃଦ୍ଧି ପାଉଛି ତାହା ସମସ୍ତଙ୍କ ଆକଳନ ବାହାରେ। ୧୧ ଦିନରେ ରାଜ୍ୟରେ ଚିହ୍ନଟ!-->…
Read More...
Read More...
ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ
ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଶୋଇଥିବା ସମୟରେ ତାଙ୍କର ଅକସ୍ମାତ ଦେହାନ୍ତ ହୋଇଛି ।ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିବା!-->…
Read More...
Read More...
ହାଇକୋର୍ଟ ଗଲେ ତପସ୍ୱିନୀଙ୍କ ଶ୍ୱଶୁର
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁମିତଙ୍କ ବାପା । ନିଜ ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡିଛନ୍ତି ପ୍ରମୋଦ ସାହୁ । ଏହା ସହ ଗତ ୨୦ ତାରିଖରେ ତାଙ୍କ ବ୍ରହ୍ମାନଗର ସ୍ଥିତ ଘରେ ଶତାଧିକ ମହିଳା ତାଙ୍କ!-->…
Read More...
Read More...
ଓମିକ୍ରନ ଚିହ୍ନଟ ପାଇଁ ଓଡିଶା ଆସିବ ‘ଓମିସିୟୋର’
ଦେଶ ସହ ରାଜ୍ୟରେ ମଧ୍ୟ ଓମିକ୍ରନ ଭ୍ୟାରିଆ ଯୋଗୁଁ ସଂକ୍ରମଣ ବଢିଚାଲିଛି । କରୋନା ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି,ସେମାନଙ୍କ ଜେନମ ସ୍ୱିକେନ୍ସଂ ପାଇଁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି!-->…
Read More...
Read More...
ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା…
ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି । କରୋନାର ତୃତୀୟ ଲହର ଚାଲିଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ତେଣୁ ନିର୍ବାଚନ ସ୍ଥଗିତ!-->…
Read More...
Read More...
ଦେଶରେ ଦ୍ରୁତ ଗତିରେ ମାଡୁଛି କରୋନା
ଦେଶରେ କରୋନା ସଂକ୍ରମଣ ଥମିବାର ନାନଉନି। ରକେଟ ସ୍ପିଡରେ ମାଡିଚାଲିଛି ମହାମାରୀ । ଗତ ୨୪ ଘଣ୍ଟା ରେ ଦେଶରେ ଲକ୍ଷେ ୭୯ ହଜାର ୭୨୩ ନୂଆ ମାମଲା ସାମନାକୁ ଆସିଛି । ଯାହା ସୋମବାର ତୁଳନାରେ ୧୨.୬ ପ୍ରତିଶତ ଅଧିକ । ତେବେ ଚିନ୍ତାର ବିଷୟ ହେଉଛି ମହାରାଷ୍ଟ୍ରରୁ କେବଳ ୪୪ ହଜାର ୩୮୮ ଆକ୍ରାନ୍ତ!-->…
Read More...
Read More...