Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ସାତ ଦିନରେ ସାତ ଜନ୍ମ ପାଇଁ ଲେଖା ହେବ କି କାହାଣୀ?
ବ୍ରହ୍ମପୁର: ପୂର୍ଣ୍ଣ ହେଲା ତପସ୍ୱିନୀଙ୍କ ତପସ୍ୟା। ସରିଲା ୧୧ ଦିନ ହେବ ଶ୍ୱଶୁର ଘର ଆଗରେ ଧାରଣା। ସାଙ୍ଗହୋଇ ରହିବେ ସ୍ୱୀମାୀ-ସ୍ତ୍ରୀ। ଏକାଠି ରହିବେ ସୁମିତ-ଡିମ୍ପଲ। ସାତ ଦିନ ହେଉ ପଛେ ଦୁହେଁ ଦୁହିଁଙ୍କୁ ବୁଝିବେ, ଦୁହିଁଙ୍କୁ ଜାଣିବେ। ଭଲ ମନ୍ଦ,ଅଭିମାନ ଅଭିଯୋଗର ଅଙ୍କକୁ ଦୁହେଁ!-->…
Read More...
Read More...
ଓମିକ୍ରନ: ଦକ୍ଷିଣ ଆଫ୍ରିକାରେ ଲକଡାଉନ,ଭାରତରେ ବଢିଲା ଭୟ
ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ସାରା ବିଶ୍ୱକୁ ଭୟଭୀତ କରିଛି। ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ବେଳେ ,ଏବେ ଏହା ଅନେକ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହି ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଅନେକ ଦେଶରେ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିଛି। ଭାରତରେ!-->…
Read More...
Read More...
ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନର ଚକ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚୋର ମାନେ ଏଭଳି ଏକ ଚୋରି କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋରମାନେ ବିଚ୍ ରାସ୍ତାରୁ ଯୁଦ୍ଧ ବିମାନର ଚକ ଚୋରି କରିନେଇଛନ୍ତି। ଏକ ଟ୍ରକରୁ ମିରାଜ ଯୁଦ୍ଧ ବିମାନର ଚକ ଚୋରି ହୋଇଯାଇଛି; ଯାହା ଜାଣିବା ପରେ ଟ୍ରକ ଡ୍ରାଇଭର ଥାନାରେ!-->…
Read More...
Read More...
ସନ୍ଧ୍ୟା ବେଳକୁ ବାତ୍ୟାର ରୂପ ନେବ, ପୁରୀକୁ ଆଖି
ଭୁବନେଶ୍ବର: ଆଉ ୧୨ ଘଣ୍ଟା ପରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନୀଭୂତ ଗଭୀର ଅବପାତ। ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସ୍ୱଷ୍ଟ କରାଯାଇନାହିଁ। ଆଇଏମଡି ପକ୍ଷରୁ ଟଣା ଯାଇଥିବା ରେଖା ସୂଚାଉଛି, ଏହା ଚିଲିକାରୁ ପୁରୀ ମଧ୍ୟରେ ସ୍ଥଳଭାଗ!-->…
Read More...
Read More...
କଲେଜରେ ବ୍ୟାପିଲା କରୋନା.
କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଘାରିଥିବା ବେଳେ ଓଡିଶାରେ ଛାତ୍ରଛାତ୍ରୀ ସଂକ୍ରମିତ ଖବର ଚିନ୍ତା ବଢାଇଦେଇଛି । ଢେଙ୍କାନାଳର ଘରୋଇ କଲେଜ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରେ ୩୩!-->…
Read More...
Read More...
ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବେ କେଏଲ ରାହୁଲ ?
ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ମଧ୍ୟରେ ରିଲେସନସିପ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କିନ୍ତୁ ଏହି ଚର୍ଚ୍ଚା ଉପରୁ ଏବେ ପରାଦ ଉଠିଛି । ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ପ୍ରଥମ ଥର ପାଇଁ କ୍ୟାମେରା!-->!-->!-->…
Read More...
Read More...
ବିଦେଶରେ ଆତଙ୍କ ଖେଳାଇଲା ଓମିକ୍ରନ
କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହି ନୂଆ ଭ୍ୟାରିଆଣ୍ଟ ଏବେ ଗୋଟ ପରେ ଗୋଟେ ଦେଶ ଡେଇଁବାରେ ଲାଗିଛି । ଆମେରିକା ଓ ୟୁଏଇରେ ମଧ୍ୟ ଓମିକ୍ରନ ମାମଲା ସାମନାକୁ ଆସିଛି । ଦୁଇଟି ଦେଶରେ ଜଣେ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ୨୫ଟି ଦେଶରେ!-->…
Read More...
Read More...
ଆଜି ନେବ ଅବପାତର ରୂପ
ଆଣ୍ଡାମାନସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ଅବପାତରେ ରୁପ ନେଇପାରେ । ୩ ତାରିଖ ଅର୍ଥାତ ଆସନ୍ତାକାଲି ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏବଂ ୪ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାର ଉପକୂଳ ନିକଟବର୍ତ୍ତୀ ହେବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ!-->…
Read More...
Read More...
ଚାରିବର୍ଷ ପରେ ଆକାଶ ମହୁରିଆ ଫାଇଲ ଖୋଲିଲା
କେରାପୁଟ: ୨୦୧୭ ମସିହା ଜାନୁଆରି ୩୦ ତାରିଖରେ ଆକାଶ ମହୁରିଆକୁ ଏନକାଉଣ୍ଟର ହୋଇଥିଲା। ପାଖାପାଖି ୪ବର୍ଷ ପରେ ଏହି ମାମଲାର ଫାଇଲ ଖୋଲିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ରଥ ଓ ଅନ୍ୟ ଦୁଇ ସବ ଇନସପେକ୍ଟର!-->…
Read More...
Read More...
ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ
ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲ ଦର କମାଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଦର କମ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ପେଟ୍ରୋଲ ଦର ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ ଉପରୁ ଭ୍ୟାଟକୁ ୩୦ ପ୍ରତିଶତରୁ କମ୍!-->…
Read More...
Read More...