Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ବାତ୍ୟା ‘ଜୱାଦ’ ସଂପର୍କରେ ଆସିଲା ନୂଆ ତଥ୍ୟ
ଭୁବନେଶ୍ବର: ସମୂଦ୍ର ଭିତରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ‘ଜୱାଦ’। ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା। ହେଲେ ସେତେବେଳକୁ ତାର ତେଜ କମିଯାଇଥିବ। ପୂର୍ବାପେକ୍ଷା ଯଥେଷ୍ଟ କମ୍। ଏହା ଭୀଷଣ ରୂପ ନେଇପାରିବ ନାହିଁ। ବରଂ ସାମୁଦ୍ରିକ ବାତ୍ୟା ହିସାବରେ ତାର!-->…
Read More...
Read More...
ମୁଖ୍ୟମନ୍ତ୍ରୀ କହିଲେ, ଯିଏ ବି ଥିବେ କାହାକୁ ଛାଡ଼ିବୁନି
ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିରାଜନୀତିକରଣ ନ କରିବା ଲାଗି ନିବେଦନଖରାପ ପରମ୍ପରା ସୃଷ୍ଟି ହେଉଛି ବୋଲି କହିଲେ
ଭୁବନେଶ୍ବର: ମମିତା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି , ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ!-->!-->!-->…
Read More...
Read More...
ବିମାନକୁ ଠେଲି ଠେଲି ନେଲେ ଯାତ୍ରୀ
କାଠମୁଣ୍ଡା: ଆପଣ କେବେ ବାଇକ କିମ୍ବା କାର୍କୁ କେହି ଧକ୍କା ମାରି ନେଉଥିବାର ଦୃଶ୍ୟ ଦେଖିଥବେ। କିନ୍ତୁ କେବେ ଦେଖିଛନ୍ତି କି ବିମାନକୁ ଠେଲି ଠେଲି ନେଉଥିବାର ଦୃଶ୍ୟ। ହେଲେ ନେପାଳ ବିମାନବନ୍ଦରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ!-->…
Read More...
Read More...
ଭାରତ ପାଇଁ ବିପଦ ଆଣିବେ ବିଦେଶ ଫେରନ୍ତା!
ନୂଆଦିଲ୍ଲୀ: ଓମିକ୍ରନ ଭୟ ଭିତରେ କର୍ଣ୍ଣାଟକ ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣବିଦେଶୀଙ୍କ ପତ୍ତା ମିଳୁନାହିଁ। ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କର ତାଙ୍କ ସହିତ କୌଣସି। ଏଭଳି ସ୍ଥିତିରେ ବିଦେଶ ଫେରନ୍ତାଙ୍କ ସହ ସଂପର୍କ ହୋଇ ନପାରିବା ସ୍ୱାସ୍ଥ୍ୟ!-->…
Read More...
Read More...
ବିଦେଶରେ ଭାରତର ଗୌରବ ଗୀତା ଗୋପିନାଥ
ବିଦେଶ ମାଟିରେ ଭାରତୀୟଙ୍କ ରାଜ୍ । ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି(ଆଇଏମଏଫ)ର ବଡ଼ ଘୋଷଣା । ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ହେବେ ଆଇଏମଏଫର ପ୍ରଥମ ମ୍ୟାନେଜିଂ ଡାଇରେକ୍ଟର । ଆସନ୍ତା ଜାନୁଆରୀ ୨୧ ତାରିଖରୁ ସେ ଏହି ପଦର ଦାୟିତ୍ୱ ସମ୍ଭାଳିବେ । ଆଇଏମଏଫଓ ପକ୍ଷରୁ କୁହାଯାଇଛି ଯେ,!-->…
Read More...
Read More...
ଆଜି ବି ଚାଲିପାରିଲାନି ଗୃହ
ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ତିନି ଦିନ ହେବ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି ଗୃହ ଆରମ୍ଭ ହେବା ପରେ ସମାନ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ ।!-->…
Read More...
Read More...
ରଦ୍ଦ ହେବ କି ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ ?
କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ସନ୍ଦେହ ଘେରରେ । ଏହି ନୂଆ ଭ୍ୟାରିଆ ଏବେ ୨୯ଟି ଦେଶରେ ବ୍ୟାପିସାରିଲାଣି । ଏହାରି ଭିତରେ ଏଇ ମାସରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ହେବାକୁ ଅଛି, ତେବେ ଏହି ଦ୍ୱିପାକ୍ଷିକ ସିରିଜ କେମିତି!-->…
Read More...
Read More...
ସାତ ଦିନରେ ସାତ ଜନ୍ମ ପାଇଁ ଲେଖା ହେବ କି କାହାଣୀ?
ବ୍ରହ୍ମପୁର: ପୂର୍ଣ୍ଣ ହେଲା ତପସ୍ୱିନୀଙ୍କ ତପସ୍ୟା। ସରିଲା ୧୧ ଦିନ ହେବ ଶ୍ୱଶୁର ଘର ଆଗରେ ଧାରଣା। ସାଙ୍ଗହୋଇ ରହିବେ ସ୍ୱୀମାୀ-ସ୍ତ୍ରୀ। ଏକାଠି ରହିବେ ସୁମିତ-ଡିମ୍ପଲ। ସାତ ଦିନ ହେଉ ପଛେ ଦୁହେଁ ଦୁହିଁଙ୍କୁ ବୁଝିବେ, ଦୁହିଁଙ୍କୁ ଜାଣିବେ। ଭଲ ମନ୍ଦ,ଅଭିମାନ ଅଭିଯୋଗର ଅଙ୍କକୁ ଦୁହେଁ!-->…
Read More...
Read More...
ଓମିକ୍ରନ: ଦକ୍ଷିଣ ଆଫ୍ରିକାରେ ଲକଡାଉନ,ଭାରତରେ ବଢିଲା ଭୟ
ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ସାରା ବିଶ୍ୱକୁ ଭୟଭୀତ କରିଛି। ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ବେଳେ ,ଏବେ ଏହା ଅନେକ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହି ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଅନେକ ଦେଶରେ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିଛି। ଭାରତରେ!-->…
Read More...
Read More...
ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନର ଚକ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚୋର ମାନେ ଏଭଳି ଏକ ଚୋରି କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋରମାନେ ବିଚ୍ ରାସ୍ତାରୁ ଯୁଦ୍ଧ ବିମାନର ଚକ ଚୋରି କରିନେଇଛନ୍ତି। ଏକ ଟ୍ରକରୁ ମିରାଜ ଯୁଦ୍ଧ ବିମାନର ଚକ ଚୋରି ହୋଇଯାଇଛି; ଯାହା ଜାଣିବା ପରେ ଟ୍ରକ ଡ୍ରାଇଭର ଥାନାରେ!-->…
Read More...
Read More...