ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

କ୍ୟାଟ୍ରିନାଙ୍କ ବିବାହରେ ଲାଗିଲା କରୋନାର ନଜର!

ମୁମ୍ବାଇ: ଗୋଟେ ପଟେ ବଲିଉଡରେ ବିବାହ ଋତୁ ଚାଲିଛି ,ଅନ୍ୟପଟେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ। ତେଣୁ ବିବାହ କରିବାକୁ ଥିବା କପଲ କରୋନାରୁ ଦୂରେଇ ରହିବାକୁ ଚିନ୍ତା କରୁଛନ୍ତି। ସୂଚନା ଅନୁସାରେ ,କ୍ୟାଟିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ
Read More...

‘ଓମିକ୍ରନ’ ଭୟ; ୧୫ ଦିନରେ ଫେରିଲେ ହଜାରେ ଯାତ୍ରୀ

ମୁମ୍ବାଇ: କରୋନା ନୂଆ ଭାଇରସ ଓମିକ୍ରନକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ପୂର୍ବରୁ ଆସିଥିବା ସମସ୍ତ ଭ୍ୟାରିଆଣ୍ଟ ତୁଳନାରେ ଏହି ଭ୍ୟାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଜୁହାଯାଇଛି। ତେବେ ଏହି ଭୟ ଭିତରେ ଦେଶର ମାୟାନଗରୀ ମୁମ୍ବାଇ ପାଇଁ ବଢିଛି ଚିନ୍ତା। ଜାଣିବାକୁ ମିଳିଛି ଯେ, ଗତ ୧୫ ଦିନରେ
Read More...

ପରାଗ ଅଗ୍ରୱାଲ କିଏ?

ନୂଆଦିଲ୍ଲୀ: ଟ୍ୱିଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଜ୍ୟାକ ଡୋର୍ସିଙ୍କ ଜାଗାରେ ନିଯୁକ୍ତ ହୋଇଛନ୍ତି ପରାଗ ଅଗ୍ରୱାଲ। ଭାରତୀୟ ବଂଶୋଭାବ ହେଉଛନ୍ତି ପରାଗ ଅଗ୍ରୱାଲ। ଡୋର୍ସି ତୁରନ୍ତ ପରାଗ ଅଗ୍ରୱାଲଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଟ୍ୱିଟରର ସିଇଓ ଭାବରେ ସେ ନିଜର ଦାୟିତ୍ୱ ଠିକ
Read More...

ରଗାଇଦେଲା ନିଲମ୍ବନ; ଆଜି ବିରୋଧୀଙ୍କ ରଣନୀତି ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧବେଶନର ପ୍ରଥମ ଦିନରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ରାଜ୍ୟସଭାରୁ ୧୨ଜଣଙ୍କୁ ସାଂସଦଙ୍କୁ ଏହି ଅଧିବେଶନ ଲାଗି ନିଲମ୍ବିତ କରାଯାଇଛି, ଯାହାକୁ ବିରୋଧୀ ନିନ୍ଦା କରିଛନ୍ତି। ଆଜି ସକାଳ ୧୦ଟା ବେଳେ ବିରୋଧୀଙ୍କର ଏକ ବୈଠକ ବସିବ। ଏଥିରେ ସରକାରଙ୍କୁ
Read More...

ଧୈର୍ଯ୍ୟର ସହ ଲଢିବା ପାଇଁ କହିଲେ ଧର୍ମେନ୍ଦ୍ର

କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନୂଆ ଭ୍ୟାରିଆଣ୍ଟ କୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭୟଭୀତ ନହୋଇ ଧୈର୍ଯ୍ୟର ସହ
Read More...

କ୍ୟାମେରା ସାମନାରେ କାନ୍ଦି ପକାଇଲେ ବିଗ୍ ବି..

କୌନ ବନେଗା କରୋଡପତି ୨୧ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ଏବେ ଏହା ପ୍ରଶଂସକଙ୍କ ପାଇଁ କେବଳ ଏକ ଶୋ ନୁହେଁ ,ବଂର ତାଙ୍କ ଜୀବନର ଏକ ଅଂଶ ହୋଇସାରିଛି । ବର୍ଷ ବର୍ଷ ଧରି ଅମିତାଭ ବଚ୍ଚନ ଯେଭଳି କେବିସିର ହୋଷ୍ଟିଂ କରୁଛନ୍ତି, ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଦେଖୁ
Read More...

ଡିସେମ୍ବରରେ ବାତ୍ୟା ଡର

ପୁଣି ଏକ ବାତ୍ୟା ଆଶଙ୍କା । ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ବାତ୍ୟାରେ ପରିଣତ ହୋବାର ମଧ୍ୟ ସମ୍ଭାବନା ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହିତ ୨ ତାରିଖ ବେଳକୁ ଅଧୀକ ଘନୀଭୂତ ହୋଇ ଗଭୀର
Read More...

ଅନୁଷ୍କାଙ୍କ ସହ ଫଟୋ ସେୟାର କରି ଲେଖିଲେ…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ବିରାଟ କୋହଲି। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆର ଏହି ଷ୍ଟାର ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ
Read More...

ଅକ୍ଷୟଙ୍କ ବାକି ଫିଲ୍ମରୁ ଭିନ୍ନ ପୃଥ୍ୱୀରାଜ? ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ବର୍ଷକ ଭିତରେ ଅନେକ ଫିଲ୍ମ ରିଲିଜ ହୋଇଥାଏ। ଫ୍ୟାନ୍ସଙ୍କ ନଜରରୁ କେବେ ବି ହଟନ୍ତି ନାହିଁ ଅକ୍ଷୟ କାରଣ ତାଙ୍କର ଗୋଟିଏ ଫିଲ୍ମ ଯାଉ ଯାଉ ଆଉ ଗୋଟେ ଫିଲ୍ମ ପଳାଇ ଆସିଥାଏ। ବର୍ଷକରେ ଅନେକ ଫିଲ୍ମ ପାଇଁ ଅକ୍ଷୟ ସାଇନ କରିଥାନ୍ତି। ତେବେ
Read More...

ଚିନ୍ତା ବଢାଇଲେ ଦକ୍ଷିଣ ଆଫ୍ରିକା ଫେରନ୍ତା!

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌ ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ‘ଓମିକ୍ରନ’ ଭ୍ୟାରିଆଣ୍ଟ ଚିହ୍ନଟ ପରେ ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି। ନୂଆ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ଚିନ୍ତାରେ । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର
Read More...