Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଲୋକସେବା ଭବନରୁ ଗଲା ବାଣ ବିକ୍ରି ନିର୍ଦ୍ଦେଶ
ଭୁବନେଶ୍ବର: ସବୁଜ ବାଣ ବିକ୍ରି ସଂପର୍କରେ ସୁପ୍ରିମକୋର୍ଟ,ଓଡ଼ିଶା ହାଇକୋର୍ଟ ଏବଂ ଏସଆରସିଙ୍କ ନିର୍ଦ୍ଦେଶ କଡାକଡି ପାଳନ ଲାଗି ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଲୋକସେବ ଭବନରେ ଏକ ବୈଠକ ବସିଥିଲା। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର!-->…
Read More...
Read More...
ବିଜେପିକୁ ଟିକେ ଅଧିକ ଝଟକା, କଂଗ୍ରେସ ଖୁସି
ପଶ୍ଚିମବଙ୍ଗରେ ଅମାନତ ହରାଇଲେ ତିନି ବିଜେପି ପ୍ରାର୍ଥୀହିମାଚଳ ପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ୨୯ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ହେଉଥିଲା ଉପନିର୍ବାଚନ
ନୂଆଦିଲ୍ଲୀ: ୨୯ ବିଧାନସଭା ଓ ୩ ଲୋକସଭା ଆସନ ଫଳାଫଳ ଭାରତ ରାଜନୀତିକୁ ଦୋହଲାଇ ଦେବାଭଳି ହୋଇଛି। ଉତ୍ତର!-->!-->!-->…
Read More...
Read More...
ଆଜିଠୁ ଏହି ମୋବାଇଲରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍
ଆଜିଠୁ ହ୍ୱାଟସ ଆପର ଲାଟେଷ୍ଟ ଭର୍ସନ ଅପଡେଟ ହେବ । ଏହି ଅପଡେଟ ଦ୍ୱାରା ହ୍ୱାଟସ ଆପର ଅନେକ ଡିଭାଇସ କାମ କରିବ ନାହିଁ । ଫଳରେ କିଛି ଫୋନରେ ବନ୍ଦ ହୋଇଯିବ ହ୍ୱାଟସ ଆପ୍ । ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ । ହ୍ୱାଟସ ଆପ୍ ନୂଆ ଅପଡେଟ ହେବା ପରେ ପୁରୁଣା ଫୋନରେ ଏହା ଆଉ ଚାଲିବ ନାହିଁ ।!-->…
Read More...
Read More...
ଋଷରେ ପୁଣି ବଢିଲା ସଂକ୍ରମଣ
ଋଷରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ସମୟ ପରେ ଋଷରେ କରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ସାମନାକୁ ଆସିଛି । ଗୋଟିଏ ଦିନରେ ୪୦ ହଜାର ୯୯୩ ନୂଆ ମାମଲା ସାମନାକୁ ଆସିଥିବା ଜାତୀୟ କରୋନା ଭାଇରସ ଟାସ୍କ ଫୋର୍ସ ଜଣାଇଛି । ପୂର୍ବ ଦିନ ତୁଳନାରେ ଏହି ସଂଖ୍ୟା ୭୦୦ ଅଧିକ ।ଅକ୍ଟୋବର!-->…
Read More...
Read More...
ରଣବୀର -ଆଲିଆଙ୍କ ବିବାହକୁ ନେଇ ଆସୁଛି ନୂଆ ଖବର
ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଯୋଡି ସବୁଠୁ ସାନଦାର ଯୋଡ଼ି ଭାବେ ସାମନାକୁ ଆସିଛି। ଦର୍ଶକମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ ରହିଛି। ତେବେ ଏବେ ରଣବୀର ଓ ଆଲିଆଙ୍କ ବାହାଘରକୁ ନେଇ ଆରମ୍ଭ!-->…
Read More...
Read More...
ଏତେ ସବୁ କଟକଣାରେ ଖୋଲିଲା
ନୂଆଦିଲ୍ଲୀ: କରୋନା ସଂକ୍ରମଣ କମ ହେବା ପରେ ଏବେ ଧୀରେ ଧୀରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ ବର୍ଷ ପରେ ଆଜିଠୁ ସ୍କୁଲ ଖୋଲିବା ସହ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ତେବେ ୫୦ ପ୍ରତିଶତରୁ ଅଧିକ ପିଲା ଯେମିତି ଏକାଥରକେ ସ୍କୁଲ ଆସିବେ!-->…
Read More...
Read More...
ଆଜି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦୀ
ନୂଆଦିଲ୍ଲୀ: ରୋମରେ ଜି-୨୦ ଶିଖର ସମ୍ମିଳନୀରେ ବୈଠକରେ ଯୋଗ ଦେବା ପରେ ଏବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କଟଲାଣ୍ଡ ଗ୍ଲାସଗୋରେ ପହଞ୍ଚିଛନ୍ତି।ଗ୍ଲାସଗୋରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ସମୟରେ ଭାରତୀୟ ଲୋକମାନେ ‘ମୋଦୀ ହେ ଭାରତ କି ଗେହନା’ ଗୀତ!-->…
Read More...
Read More...
ଘାଟିରେ ଖସିଲା ବସ୍
ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଡେରାଡୁନ ବିକାଶନଗର ପାଖରେ ବୁଲହାଡ଼ ବାୟଲ ରାସ୍ତା କଡ଼ରେ ଘାଟିକୁ ଏକ ବସ ଖସିପଡିଛି । ଆଜି ସକାଳୁ ବସଟି ଘାଟିକୁ ଖସିପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ୪!-->…
Read More...
Read More...
ଭୁବନେଶ୍ୱରରେ ୧୧୦ ଟପିଲା ପେଟ୍ରୋଲ
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ କରୁଛି । ଲଗାତର ପ ମ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଉଭୟ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ତୈଳ କମ୍ପାନୀ ଗୁଡିକ ମାସର ଶେଷ ଦିନରେ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି,ଯାହାକୁ ନେଇ!-->…
Read More...
Read More...