ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଭୟଙ୍କର ବିସ୍ଫୋରଣରେ ଭୁଶୁଡିଲା ଥାନା

ଭୁବନେଶ୍ବର: ଥାନା ଭିତରେ ଭୟଙ୍କର ବିସ୍ପୋରଣ। ବିସ୍ଫୋରଣରେ ଭୁଶୁଡିଲା ଥାନାର କାନ୍ଥ। ଉଡିଗଲା ଛାତ। ପୁରୀ ବଳଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଢଙ୍ଗରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡମଣ୍ଡଳ ଥରିଉଠିଥିଲା। ପୂରା ଥାନା ଏବେ ମାଟିରେ
Read More...

ମୋଦୀଙ୍କ ଡିଜିଟାଲ ମିସନକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୭ – ସାମଗ୍ରିକ ଏବଂ ସମାବେଶୀ ସ୍ୱାସ୍ଥ୍ୟ ମଡ଼େଲ ତଥା ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟାକୁ ଦୂର କରିବା ଦିଗରେ ଆଜି ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ
Read More...

ସନ୍ଥଗୁଡାରେ ମାଡ ହେଲା ଗୁଲାବ, ବର୍ଷା ବିପଦ ଟଳିନି

ଭୁବନେଶ୍ବର: ପ୍ରବଳ ବର୍ଷା ଧରି ଆଗକୁ ବଢୁଥିବା ବାତ୍ୟା ଗୁଲାବ୍ ଘଣ୍ଟା ପ୍ରତି ୨୭ କିଲୋମିଟରରେ ମାଡି ଆସି ସନ୍ଧ୍ୟା ୬ଟା ବେଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦ କିଲୋମିଟର ଦୂର ସନ୍ଥଗୁଡା ବ୍ଲକରେ ବାତ୍ୟା ମାଡ ହୋଇଥିବା
Read More...

ଦିଲ୍ଲୀରେ ମାଓଦମନ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ଦମନ ଚିନ୍ତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ।ଦୁର୍ଗମ ଅଞ୍ଚଳର ରାସ୍ତା, ରେଳପଥ, ଟାୱାର ନିର୍ମାଣ ପ୍ରସଙ୍ଗକୁ ମୁଖ୍ୟତଃ
Read More...

ବାତ୍ୟା ମୁକାବିଲା ପାଇଁ ତନାଘନା

୪୨ଟି ଓଡ୍ରାଫ ଓ ୨୪ ଟି ଏନଡିଆରଏଫ ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲାବର ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏହି ଅବସରରେ
Read More...

ଦୀପାବଳିରେ ଆସୁଛି ସୂର୍ଯ୍ୟବଂଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ଖୁବ ଶୀଘ୍ର ଖୋଲିବ ସିନେମା ହଲ। ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ସିନେମା ହଲ ଅକ୍ଟୋବର ୨୨ରେ ଖୋଲିବା ନେଇ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଏବେ ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀ ଖୁସିଥିବା ବେଳେ ଏହି
Read More...

ସଇତାନ ତାଲିବାନ ଶବକୁ ବି ଛାଡିଲାନି!

କାବୁଲ: ସରକାର ଗଠନ କରିବାର କିଛି ସମୟ ହୋଇଥିବା ବେଳେ ତାଲିବାନର ସଇତାନ ଚେହେରା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଯେବେଠୁ ସରକାର ଗଠନ କଲେ, ସେବେଠୁ ଭିନ୍ନ ଭିନ୍ନ ଦାବି ରଖିଆସୁଛନ୍ତି। କଟ୍ଟର ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଆଉ
Read More...

ଆଶ୍ରିତଙ୍କ ପାଇଁ ବୁଲିଲେ ଧର୍ମେନ୍ଦ୍ର

ପିପିଲି ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଆଶ୍ରି୍‌ତ ପଟ୍ଟନାୟକଙ୍କ ପାଇଁ କଲେ ନିର୍ବାଚନ ପ୍ରଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲିରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ଆବାସ ଯୋଜନାରେ ଘର ସମେତ ଅଞ୍ଚଳ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଅର୍ଥ ଦେଇଛନ୍ତି
Read More...

କିଏ ଏହି ମହିଳା ଅଫିସର? ଯିଏ ପାକିସ୍ତାନର ଖୋଲିଦେଲେ ପୋଲ୍‌

ଓ୍ବାସିଂଟନ୍: ସାରା ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନକୁ ଦେଲେ କଡ଼ା ଜବାବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ବର୍ଷିବା ସହ ପାକିସ୍ତାନର ମୁଖା ଖୋଲିଦେଲେ। ମିଳିତ ଜାତିସଂଘର ସଚିବ ସ୍ତରୀୟ ବୈଠକରେ ଭାରତରୁ ପ୍ରତିନିଧ୍ୱିତ୍ୱ କରୁଥିବା ୟଙ୍ଗ ଲେଡି ଅଫିସର ସ୍ନେହା ଦୁବେ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି; କଣ କହିଲେ?

ପୁରୀ: କଡା ସୁରକ୍ଷା ମଧ୍ୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନୂଥାଲପତି ଭେଙ୍କଟ ରମଣ। ନିଜ ପରିବାର ସହିତ ସକାଳ ୭ଟା ୫୦ମିନିଟରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ଗହଣରେ ପାରମ୍ପରିକ ପୋଷାକ ପରିଧାନ
Read More...