ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ପଡୁଛି ଭୋଟ; ନେତା ବାଛୁଛନ୍ତି ପିପିଲିବାସୀ

ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼ରେ କିଏ ମାରିବ ବାଜି? କିଏ ପିନ୍ଧିବ ବିଜୟ ମୁକୁଟ ? କାହାର ହେବ ପିପିଲି? ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶସନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର। ଆଜି ସକାଳ ୭ଟାରୁ ପିପିଲି
Read More...

ଅଗ୍ନି ପରୀକ୍ଷାରେ ମମତା; ଭବାନୀପୁରରେ ସମ୍ମାନର ଲଢେଇ

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁରରେ ଆଜି ସମ୍ମାନର ଲଢେଇ ଚାଲିଛି। ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଆରମ୍ଭ ହୋଇଛି ମତଦାନ। ଏପଟେ ଭବାନୀପୁର ବିଧାନସଭା ଆସନ ଉପରେ ପୂରା ଦେଶର ନଜର ରହିଛି। କାରଣ ୩ ଲକ୍ଷରୁ ଅଧିକ ଭୋଟର ଆଜି ମମତା ବାନାର୍ଜୀଙ୍କ ଭାଗ୍ୟକୁ ସିଲ
Read More...

କର୍ମଚାରୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ ଧର୍ମେନ୍ଦ୍ର

ଏହି ଦୁଇଟି ପ୍ରସଙ୍ଗରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ଇସଆଇସିର ଆଂଚଳିକ କାର୍ଯ୍ୟାଳୟ ଥିବା କାରଣରୁ ପଶ୍ଚିମ ଓଡିଶାବାସୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ
Read More...

ଟିକା ନେଉଥିଲେ ମହିଳା, ଏପଟେ ଚୋର..

ଭୁବନେଶ୍ବର: ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର କଳିଙ୍ଗବିହାର ଅଞ୍ଚଳରେ ଜଣେ ମହିଳା ଟିକା ନେବାକୁ ଯାଇଥିଲେ। ଆଉ ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା
Read More...

ସାବାସ ଗାୟତ୍ରୀ:ବିନା ଛୁଟିରେ ବଞ୍ଚାଉଛନ୍ତି ଜୀବନ..

ଭୋପାଳ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ। ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଏବେ ଯାଏଁ କରୋନା ଟୀକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏଭଳି ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ନିଜର
Read More...

ଆଜି ବିଶ୍ୱ ହୃଦୟ ଦିବସ; ଜାଣନ୍ତୁ ହୃଦରୋଗରୁ କିଭଳି ବଞ୍ଚିବା?

ଭୁବନେଶ୍ବର: ଆଜି ବିଶ୍ୱ ହୃଦୟ ଦିବସ। ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା। ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ,ବ୍ୟାୟାମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲିର ଯୁବପୀଢି ଅଧିକାଂଶ ହୃଦରୋଗରେ ଶିକାର ହେଉଛନ୍ତି। ବଦଳୁଥିବା ଜୀବନଶୈଳୀ ଓ ମାନସିକ ଚାପ ଯୋଗୁଁ ରକ୍ତଚାପ ବୃଦ୍ଧି ହେଉଛି ଏବଂ
Read More...

୭୨ଦିନରେ ସିଦ୍ଧୁଙ୍କ ମୋହ ତୁଟିଗଲା!

ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଲେ, ସେପଟେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ନୂୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ପୁଣି ହଟଚମଟ। ନବଜ୍ୟୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ନିକଟକୁ ସିଦ୍ଧୁ ଇସ୍ତଫା ପତ୍ର
Read More...

ବଡ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ…

ନୂଆଦିଲ୍ଲୀ: ପାକିସ୍ତାନ ଷଡଯନ୍ତ୍ରକୁ ଭଣ୍ଡୁର କଲା ଭାରତୀୟ ସେନା। ଜମ୍ମୁ କାଶ୍ମୀର ଉରିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ପୂର୍ବରୁ ପାକିସ୍ତାନ ପଟୁ ଆତଙ୍କବାଦୀ ମାନେ ଅନୁପ୍ରବେଶ ନେଇ ଉଦ୍ୟମ କରୁଥିଲେ। ଯାହାକୁ ପଣ୍ଡ
Read More...

ବାଇଡେନ ନେଲେ ବୁଷ୍ଟର ଡୋଜ୍‌

ଓ୍ବାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନେଲେ କରୋନାର ବୁଷ୍ଟର ଡୋଜ। ହ୍ୱାଇଟ ହାଉସରେ ବାଇଡେନ ଫାଇଜର ଟିକାର ତୃତୀୟ ଡୋଜ ନେଇଛନ୍ତି। ହ୍ୱାଇଟ ହାଉସରେ ତୃତୀୟ ଡୋଜ ନେବା ପରେ ସେ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି। ବୁଷ୍ଟର ଡୋଜ ନେବା ପରେ ବାଇଡେନ
Read More...

ସଙ୍ଗୀତ ଜଗତର କିମ୍ବଦନ୍ତୀଙ୍କୁ ୯୨ ଛୁଇଁଲା

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର କୋକିଳ କଣ୍ଠୀ ତଥା ସମସ୍ତଙ୍କ ପ୍ରିୟ ଲତା ମଙ୍ଗେସକର ଆଜି ୯୨ ବର୍ଷରେ ପାଦ ଦେଇଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ ଲତା। ବାପା ଦୀନନାଥ ମଙ୍ଗେସକର ଥିଲେ ତାଙ୍କ ସମୟରେ ଜଣେ ଜଣାଶୁଣା ଶାସ୍ତ୍ରୀୟ
Read More...