Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ଧୋନୀଙ୍କ ପରେ ବଡ଼ ପରଦାରେ ଗାଙ୍ଗୁଲୀ
ମୁମ୍ବାଇ: କ୍ରିକେଟ ଲିଜେଣ୍ଡ୍ ମହେନ୍ଦ୍ର ସିଂ ଧୋନୀ ଓ କପିଲ ଦେବଙ୍କ ପରେ ଏବେ ସୌରଭ ଗାଙ୍ଗୁଲୀଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ଉପରେ ତିଆରି ହେବାକୁ ଯାଉଛି ବାୟୋପିକ । ଫିଲ୍ମ ନେଇ ଘୋଷଣା କରାଯାଇଛି । ଏହି ବାୟୋପିକକୁ ନିର୍ମାଣ କରିବେ ଲଭ ରଞ୍ଜନ ଓ!-->…
Read More...
Read More...
ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ
ଜୟପୁର: ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ। ରାଜସ୍ଥାନର ଜାଲୋର ବାଡମେର ରାଜପଥରେ ଯୁଦ୍ଧ ବିମାନ ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମା ପାଖରେ ଏକ ସ୍ୱତନ୍ତ୍ର ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି। ଏଠାରେ ବାୟୁସେନାର ଜାଗୁଆର ଓ ସୁଖୋଇ ଯୁଦ୍ଧ ବିମାନ ଜରୁରୀକାଳୀନ ସ୍ଥିତିରେ ରାଜପଥରେ!-->…
Read More...
Read More...
ଦୁର୍ଗନ୍ଧରେ ଫାଟିପଡୁଛି ସହର, ନାରାବାଜିରେ ରହିଗଲା ସ୍ବଚ୍ଛତା
ବାଲେଶ୍ୱର: ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବାଲେଶ୍ବର ପୌରପାଳିକା। ଯେଉଁଠି ଦେଖିବ ଖାଲି ମେଞ୍ଚା ମେଞ୍ଚା ଅଳିଆ ଗଦା ହୋଇ ରହିଛି। ଆଖି ବୁଲାଇଲେ ସବୁଠି ଅଳିଆ ଆବର୍ଜନା। ଦୁର୍ଗନ୍ଧରେ ବାଲେଶ୍ବର ସହରବାସୀ ଅତିଷ୍ଠ ହୋଇପଡିଲେଣି। ରାସ୍ତାରେ ଯିବାବେଲେ ନାକ ଫାଟି ଯାଉଛି।!-->…
Read More...
Read More...
ବର୍ବରତା ସୀମା ଟପିଲା: ମହିଳା, ସାମ୍ବାଦିକଙ୍କୁ ପିଟିଲେ
ଆଫଗାନିସ୍ତାନ: ଆଫଗାନିସ୍ତାନରେ ତାଲିବାନ ସରକାର ପୂର୍ଣ୍ଣ ରୂପ ରେଖ ନେବା ପରେ ସାଧାରଣ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି। ମୁଖ୍ୟ କଥା ହେଉଛି ଏହି ପ୍ରଦର୍ଶନର ନେତୃତ୍ୱ ମହିଳା!-->…
Read More...
Read More...
ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୨୦୨୦ରେ ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ତଥା ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ!-->…
Read More...
Read More...
ଅକ୍ଷୟ କୁମାରଙ୍କ ମା’ଙ୍କ ଦେହାନ୍ତ; ପୋଷ୍ଟ କରି ଲେଖିଲେ..
ମୁମ୍ବାଇ: ବଲିଉଡ଼ ଷ୍ଟାର ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ । ଅନେକ ଦିନ ଧରି ତାଙ୍କ ମା ଅସୁସ୍ଥ ଥିଲେ । ଅକ୍ଷୟ କୁମାର ତାଙ୍କ ମାଆଙ୍କ ଦେହାନ୍ତି ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତା ସହ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି।
ଅକ୍ଷୟ କୁମାର ଇନଷ୍ଟାରେ ଲେଖିଛନ୍ତି!-->!-->!-->!-->!-->…
Read More...
Read More...
ଗୃହ ମନ୍ତ୍ରୀ ପଦରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ
ଆଫଗାନିସ୍ତାନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ଘୋଷଣା କରିଛନ୍ତି। ମୁଲ୍ଲା ହସନ ଅଖୁନ୍ଦ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି। ସେହିପରି ଅବଦୁଲ ଘନି ବରାଦର ହେବେ ଉପ ପ୍ରଧାନମନ୍ତ୍ରୀ । ତେବେ ଆଫଗାନିସ୍ତାନର ଆମେରିକାର!-->…
Read More...
Read More...
ଭାଙ୍ଗିଗଲା ୯ ବର୍ଷର ସମ୍ପର୍କ
ମୁମ୍ବାଇ: ୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ। ଭାରତୀୟ କ୍ରିକେଟ ଟିମର ପାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଆୟେଶା ମୁଖାର୍ଜୀ ନିଜେ ଇନଷ୍ଟା ଗ୍ରାମରେ ଏନେଇ ଜଣାଇଛନ୍ତି। ଆୟେଶା ଇନଷ୍ଟାଗ୍ରାମରେ ବିବାହ!-->…
Read More...
Read More...
ଶ୍ରୀମନ୍ଦିରରେ ଯୋଗାଣିଆ ସେବକଙ୍କ କାମ କଣ?
ଭୁବନେଶ୍ବର: ମଣିଷ ଦୈନନ୍ଦିନ ଜୀବନରେ ଯେଉଁସବୁ କଥା, ଶଦ୍ଦ ଓ ବ୍ୟବସ୍ଥା ସହିତ ଯୋଡି ହୋଇଥାଏ, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସବୁକିଛି ତା ଠାରୁ ବେଶୀ ଭିନ୍ନ ନୁହେଁ। ଏଇ ଯେମିତି ଆମ ଘରେ ମାଆ ବା ଅନ୍ୟମାନେ ରୋଷେଇ କରିବା ବେଳେ କେହି ଜଣେ ସହଯୋଗର ହାତ ବଢାଇ ଦେଇଥାଏ, ଘର ବାହାରେ ବି ଭଲ!-->…
Read More...
Read More...
କେମିତି ରହିଲା ତାଲିବାନ ସରକାରର ରୂପରେଖ
ଆଫଗାନିସ୍ତାନ: ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରି ଦେଶକୁ ଇସଲାମିକ ଏମିରେଟ୍ ଘୋଷଣା କରିଛି। ଜାତିସଂଘର କଳା ତାଲିକାରେ ଥିବା ଏହି ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ମଲ୍ଲିକ ମହମ୍ମଦ ହାସନ ଅଖଣ୍ଡ ଏହାର ନେତୃତ୍ୱ ନେବେ। ତାଲିବାନ ପୂର୍ବ ନିର୍ବାଚିତ ନେତୃତ୍ୱକୁ!-->…
Read More...
Read More...