Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ତୃତୀୟ ଲହର ପାଇଁ ଚେତାବନୀ ଦେଲେ ନବୀନ
ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ୍ ଫେରିବପର୍ବପର୍ବାଣୀ ସମୟରେ ଦାୟିତ୍ବପୂର୍ଣ୍ଣ ବ୍ୟବହାର ନିର୍ଣ୍ଣାୟକ ହେବଶିକ୍ଷାନୁଷ୍ଠାନକୁ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରକୁ ଜଗ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ଜାଣନ୍ତୁ, ଶ୍ରୀମନ୍ଦିରର ଆଉ ଏକ ସେବା ସଂପର୍କରେ …
ଭୁବନେଶ୍ବର: ମହାପ୍ରଭୁ ଯେଭଳି ରହସ୍ୟମୟ, ତାଙ୍କର ସେବା, ନୀତି ଆଦି ସବୁ ଯେକୌଣସି ବ୍ୟକ୍ତିଙ୍କୁ ଆମୋଦିତ କରିବ। ଏଇ ଯେମିତି ଶ୍ରୀମନ୍ଦିରରେ ଥିବା ଲୁଗାଧୁଆ ଓ ପାଣିକୁଣ୍ଡ ସେବା। ଏହା ସେବା କିଏ କରନ୍ତି, ସେବାରେ କି କି କଥା କରାଯାଇଥାଏ, ଏକଥା ବି ବେଶ୍ ରୋଚକ।
ଗବେଷକଙ୍କ ତଥ୍ୟ!-->!-->!-->…
Read More...
Read More...
ବିଗ୍ ବି’ଙ୍କୁ ସ୍ବାମୀ ନାଁରେ ଅଭିଯୋଗ କଲେ ଅଭିନେତ୍ରୀ
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ କୋନ ବନେଗା କରୋଡପତି ସିଜିନ ୧୩ ଚାଲିଛି। ସୋ'ରେ ବିଭିନ୍ନ ସମୟରେ ସେଲିବ୍ରେଟି ମଧ୍ୟ ଅମିତାଭଙ୍କ ସହ ଖେଳୁଥିବାର ନଜର ଆସୁଛନ୍ତି। ବିଗ ବି ଏମାନଙ୍କ ସହିତ ଖେଳିବା ସହ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରୋଚକ କଥା ହୋଇଥାନ୍ତି । ନିକଟରେ କେବିସିର ଏକ!-->…
Read More...
Read More...
ଭୀଷଣ ମୁଣ୍ଡବିନ୍ଧା ହେଉଛି କି?
ଭୁବନେଶ୍ବର: କାମ କରୁନି ମଲମ। ଆଉ ଲାଭ ମିଳୁନି କୌଣସି ପେନ୍ କିଲର ବଟିକାରୁ। ଥରେ ମୁଣ୍ଡବ୍ୟଥା ଆରମ୍ଭ ହେଲେ ଅସହ୍ୟ ଯନ୍ତ୍ରଣା ହେଉଛି। ଆପଣଙ୍କ ମୁଣ୍ଡବିନ୍ଧାର କାରଣ ମାଇଗ୍ରେନ୍ ହୋଇଥାଇପାରେ।
ପୁରୁଷଙ୍କ ତୁଳନାରେ ମହିଳାମାନେ ମାଇଗ୍ରେନ ଜନିତ ମୁଣ୍ଡବ୍ୟଥାରେ ଅଧିକ ଆକ୍ରାନ୍ତ!-->!-->!-->…
Read More...
Read More...
ଆକଶମାର୍ଗରୁ ତାଲିବାନୀଙ୍କୁ ଆକ୍ରମଣ
କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଘାଟିକୁ କବଜା ନେଇ:ଛନ୍ତି ବୋଲି ତାଲିବାନ ମାନେ ଦାବି କରୁଥିଲେ ମଧ୍ୟ ଏଯାଏ ଲଢେଇ ଶେଷ ହୋଇନାହିଁ। ବରଂ ପଞ୍ଜଶୀର ଘାଟିରେ ଜୋରଦାର ଲଢେଇ ଚାଲିଛି। ପଞ୍ଜଶୀର ଘାଟିରେ କିଛି ଅଜଣା ସୈନ୍ୟ ବିମାନ ଦ୍ୱାରା ଆକ୍ରମଣ କରାଯାଉଥିବାର ଖବର ଆସିଛି। ଏହି ଆକ୍ରମଣ!-->…
Read More...
Read More...
ଗର୍ଜିଲେ ସୁପ୍ରିମକୋର୍ଟ; ଆମ ଧୈର୍ଯ୍ଯର ପରୀକ୍ଷା ନିଅନି
କେନ୍ଦ୍ର ସାମ୍ନାରେ ରଖିଲେ ତିନିଟି ସର୍ତ୍ତ, ଅନ୍ୟଥା ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ହେବପ୍ରଧାନ ବିଚାରପତି କହିଲେ ଆମେ ବ୍ୟଥିତ... କିନ୍ତୁ କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ହେବାକୁ ଚାହୁଁନାହୁଁ
ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲ ଓ ବିଭିନ୍ନ କ୍ବାସି ଜୁଡିସିଆଲ୍!-->!-->!-->…
Read More...
Read More...
ପରଦା ଏପଟେ ଝିଅ,ପରଦା ସେପଟେ ପୁଅ
ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତବନ୍ଧକ ସାଜିଲା ତାଲିବାନ । ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କଲା ପରେ ତାଲିବାନୀ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ୟୁନିଭର୍ସିଟିରେ ପୁଅ ଓ ଝିଅଙ୍କ କ୍ଲାସ ଅଲଗା ହେବ । ଏବଂ ଏହା ଯଦି!-->…
Read More...
Read More...
ତାଲିବାନ ଗଢିବ ସରକାର: ଏକାଠି ହେବେ ଆମେରିକାର ସବୁ ଶତ୍ରୁ
ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।ଆଜି ସମସ୍ତ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହ ିଛି । ସରକାର ଗଠନ ନେଇକାବୁଲରେ ତାଲିବାନଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାର ସମ୍ଭାବନାରହିଛି । ତେବେ ଏହି କାର୍ଯ୍ୟକ୍ରମର ଆମେରିକାର ସମସ୍ତ ଶତ୍ରୁ ଦେଶ ଏକାଠି!-->…
Read More...
Read More...
ଡ. ଅରବିନ୍ଦ ପାଢୀଙ୍କୁ ଅପେକ୍ଷା କରିଛି ଓଡ଼ିଶା କୃଷି ବିଭାଗ!
ଭୁବନେଶ୍ବର: ଭାରତର ପ୍ରଶାସନିକ ସେବାରେ ୨୫ବର୍ଷ ପୂରଣ କରିଥିବା ଓଡ଼ିଶା କ୍ୟାଡର ଆଇଏଏସ୍ ତଥା ୧୯୯୬ ବ୍ୟାଚ୍ ଅଫିସର ଡ. ଅରବିନ୍ଦ ପାଢୀ ଏବର୍ଷ ଓଡ଼ିଶା ଫେରିପାରନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ବେଳକୁ ରାଜ୍ୟ ପ୍ରଶାସନରେ ଯେଉଁ ବଡ଼ ଧରଣର!-->…
Read More...
Read More...
ପଶ୍ଚିମବଙ୍ଗରେ ପୁଣି ଦମ୍ ଦେଖାଇବେ ଦିଦି
କୋଲକାତା: ଭାରତର ନିର୍ବାଚନ କମିସନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ପୁଣି ଏକ ଘମାଘୋଟ ଲଢେଇ ଲାଗି ପଶ୍ଚିମବଙ୍ଗରେ ପ୍ରସ୍ତୁତି ଚାଲିଛି। ବିଧାନସଭା ନିର୍ବାଚନ ଶେଷ ହେବାର ଚାରି ମାସ ପରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଲାଣି। କାରଣ ୩୦ ତାରିଖରେ ଉପନିର୍ବାଚନ ହେବାକୁ ଥିବା!-->…
Read More...
Read More...