ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category

Today’s Highlight

ମୋତେ ସାର୍ ନୁହେଁ, ବସ୍ ଡାକ…!

କାହିଁକି ଏମିତି କଥା କହିଲେ ଅଶ୍ୱିନୀ ?ସରକାରରେ ନୂଆ ପରମ୍ପରା ଆରମ୍ଭ କଲେଗଣତନ୍ତ୍ରରେ ପଶିଗଲା କି କର୍ପୋରେଟ୍ ଢାଞ୍ଚା ନୂଆଦିଲ୍ଲୀ: ଏଣିକି ମୋତେ ସାର୍ ନୁହେଁ, ବସ୍ ଡାକ। ନୂଆ ନୂଆ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଏଭଳି ବୟାନକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି କଥା
Read More...

ଉପକୂଳ ଓଡିଶାରେ କାହିଁକି କମୁନି ସଂକ୍ରମଣ?

ଭୁବନେଶ୍ବର: ରାଜ୍ୟରେ କରୋନା ଲହରର ଦ୍ୱିତୀୟ ପ୍ରବାହ ଏଯାଏ କମିନି> ସଂକ୍ରମଣ ହାର ପୂର୍ବଅପକ୍ଷୋ କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ୨ ହଜାରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଊପକୂଳ ଓଡିଶାରେ ଲକଡାଉନ ଓ ସଟଡଉନ ସତ୍ୱେ କରୋନା ସଂକ୍ରମଣ
Read More...

ଆଜି ଶନିବାର: ମାଆ ଦକ୍ଷିଣକାଳୀଙ୍କୁ ଦର୍ଶନ କରନ୍ତୁ

କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍।ଲୋଳଜିହ୍ବାଂ ତ୍ରିନେତ୍ରାଙ୍ଗାଖଡ୍‌ଗପାତ୍ରଧରାନନାମ୍।।ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।ଗୂହ୍ୟଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳମାତୃକାମ୍।।
Read More...

କର୍ଫ୍ୟୁ ବେଳେ କଡାକଡି ହେବ କଟକଣା

ରଥଯାତ୍ରା ପାଇଁ ବଡ଼ ନିଷ୍ପତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଲାଗିବ ୪୮ ଘଂଟିଆ କର୍ଫ୍ୟୁ । ଆସନ୍ତା ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବଡ଼ଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ । ଏପରିକି ବଡ଼ଦାଣ୍ଡରେ ଥିବା
Read More...

ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ବର: ମହାମାରୀ ସମୟରେ କେହି ରହିବେନି ଭୋକିଲା । ଦୂର ହେବ ପେଟ ଚିନ୍ତା । କରୋନା କାଳରେ ଆର୍ଥିକ ସ୍ଥିତି ସୁଦୃଢ କରିବେ ସରକାର । ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ।
Read More...

ଆଇପିଏସ୍‌ ଅଫିସରଙ୍କ ଦାୟିତ୍ବ ବଦଳିଲା

ଅଖିଳେଶ୍ୱର ସିଂ: ଜଗତସିଂହପୁର ଏସପିରାହୁଲ ଜୈନ: ବରଗଡ ଏସପିପ୍ରତ୍ୟୁଷ ଦିବାକର: ନୂଆପଡା ଏସପିକେ.ଆର୍ ଦ୍ୟାନଦେଓ: ମୟୂରଭଂଜ ଏସପିପି.ଏସ ମୀନା:ମାଲକାନଗିରି ଏସପିପି.ଏସ ପର୍ଷୋତ୍ତମ ଦାସ: ନବରଙ୍ଗପୁର ଏସପିପ୍ରକାଶ ଆର: ଭିଜିଲାନ୍ସ ଅଧିକାରୀଆଇଜି ଏସ୍.ଦେବଦତ୍ତ ସିଂ- ମୁଖ୍ୟାଳୟ (ଡେପୁଟେସନରୁ
Read More...

ଭୁବନେଶ୍ବର: ମୁଁ ଥାଉ ଥାଉ ମରିବନି ମୋ ପୁଅ। ସାପ ଚୋଟରେ ତା ଜୀବନ ଯିବାକୁ କେବେ ବି ଦେବିନି। ମୁଁ ପଛେ ମରିଯିବି, ତାକୁ କିନ୍ତୁ ବଞ୍ଚେଇବି। ସର୍ପ ଦଂଶନରୁ ତାକୁ ସୁରକ୍ଷା ଦେବି। ମୃତ୍ୟୁ ସହ ମୁହାଁମୁହିଁ ହେବା ବେଳେ ଏମିତି କିଛି ଭାବି ପୁଅକୁ କାମୁଡିବାକୁ ଯାଉଥିବା
Read More...

ମାସ ଶେଷରେ +୨ ଫଳ

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ବାହରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଜୁଲାଇ ୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ ବାହାର କରିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଇ ମାସ ଶେଷ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତେଣୁ କରୋନା କଟକଣା
Read More...

ଝଲସୁଛନ୍ତି ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦପନ୍ଦର ଦିନ ପରେ ପତିତପାବନଙ୍କୁ ଦେଖିବେ ଭକ୍ତ, ବାହୁଡା ବିଜେ କଲେ ପଟିଦିଅଁ ପୁରୀ: ଅଣସର ଘର ଗୁପ୍ତ ସେବା ପାଇ ଜ୍ୱରରୁ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ ମହାପ୍ରଭୁ। ପନ୍ଦର ଦିନର ଅନବସରର ଗୁପ୍ତ ନୀତି ପରେ ଆଜି
Read More...