Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ଖୋର୍ଦ୍ଧାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା
ଆଉ ୬୧ କୋଭିଡ ମୃତ୍ୟୁର ହିସାବଲାଲ ବଳୟରୁ ହଟୁନି ଖୋର୍ଦ୍ଧା,କଟକ
ଭୁବନେଶ୍ବର: ଦେଶରେ ୮ ରାଜ୍ୟରେ କରୋନା ସ୍ଥିିତି ଚିନ୍ତାଜନକ ଥିବା ବେଳେ ଏହି ତାଲିକାରେ ଓଡିଶାର ନାଁ ରହିଛି । ଓଡିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସଂକ୍ରମଣ କମିବା!-->!-->!-->…
Read More...
Read More...
ବେଳେ ବେଳେ ଭାଗ୍ୟ ଓ ଯୋଗ ଏମିତି କରାଏ
ଭୁବନେଶ୍ବର: ରାତି ପାହିଥିଲେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥାନ୍ତେ। ଗୋଟିଏ ରାତିର ଖେଳ ସମୁଦାୟ ଚିତ୍ରକୁ ଓଲଟପାଲଟ କରିଦେଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଗଲେ।
ରାଜନୀତିରେ ଭାଗ୍ୟ ଓ ଯୋଗ ସଂପର୍କରେ ଏଭଳି ଏକ ସଙ୍କେତ ରହିଛି ରାମାୟଣରେ।
ହେଲେ ଏବେ ବି ଏମିତି ଅନେକ!-->!-->!-->!-->!-->…
Read More...
Read More...
ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍
କଦାଚିତ୍ କାଳିନ୍ଦୀତଟ ବିପିନ-ସଙ୍ଗୀତକରବୋମୁଦାଭୀରୀ -ନାରୀ-ବଦନ କମଳାସ୍ବାଦ-ମଧୁପଃ।।ରମା-ଶମ୍ଭୁ-ବ୍ରହ୍ମାସୁରପତି ଗଣେଶାର୍ଚ୍ଚିତ ପଦୋଜଗନ୍ନାଥଃ ସ୍ବାମୀ ନୟନପଥଗାମୀ ଭବତୁ ମେ।। (୧)ଭୁଜେ ସବ୍ୟେ ବେଣୁଂ ଶିରସି ଶିଖିପୁଚ୍ଛଂ କଟିତଟେଦୁକୂଳଂ ନେତ୍ରାନ୍ତେ!-->!-->!-->…
Read More...
Read More...
‘ଷଡ୍ଯନ୍ତ୍ର କରୁଛି ସ୍ତ୍ରୀ’
ଭୁବନେଶ୍ବର: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ତୁଟୁନି । ବରଂ ଦିନକୁ ଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ପତ୍ନୀ ବର୍ଷାଙ୍କ ବିରୋଧରେ ସିଧାସଳଖ ଷଡଯନ୍ତ୍ରର ଅଭିଯୋଗ ଆଣି ପୁରୀ ଘାଟ ଥାନାରେ ଦ୍ୱାରସ୍ଥ!-->…
Read More...
Read More...
ଉତ୍ସାହିତ କଲେ, ଆଗୁଆ ପୁରସ୍କାର ଘୋଷଣା ହେଲା
ଓଡିଶାର ଅଲମ୍ପିଆନଙ୍କ ସହିତ କଥା ହେଲେ,, ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୬ କୋଟି, ୪ କୋଟି ଓ ୨.୫ କୋଟିଭଲ ପ୍ରଦର୍ଶନ କରିବୁ ଏବଂ ଦେଶ ପାଇଁ ଗୌରବ ଆଣିବୁ: ଖେଳାଳି
ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ!-->!-->!-->…
Read More...
Read More...
ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀରଥଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛିମହାପ୍ରଭୁଙ୍କ ନୀତିକାନ୍ତି ଓ କୋଭିଡ ନିୟମ ପାଳନକୁ ଗୁରୁତ୍ବ
ଭୁବନେଶ୍ବର: ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ!-->!-->!-->…
Read More...
Read More...
ପ୍ରଥମ ବୈଠକରେ ଚାଷୀଙ୍କୁ ଫୋକସ
ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି: କୃଷି ପାଇଁ ଲକ୍ଷେ କୋଟି
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ନୂଆ ଟିମକୁ ନେଇ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତି ନିଆଯାଇଛି। ମୁଖ୍ୟତଃ ବୈଠକରେ ସ୍ୱାସ୍ଥ୍ୟ ସେବା ଓ ଚାଷୀ ମାନଙ୍କୁ ଫୋକସ କରାଯାଇଛି। ଚାଷୀଙ୍କ ସହାୟତା ପାଇଁ ୧!-->!-->!-->…
Read More...
Read More...
ଭାବମୂର୍ତି ସଜାଡିବା ଲାଗି ନୂଆ ଚେହେରା ଅସ୍ତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ନବକଳେବର ଦେଶର ଶାସନ ପ୍ରକ୍ରିୟାକୁ ଏକ ନୂଆ ରୂପ ଦେବାର କ୍ଷମତା ରଖୁଛି। ପ୍ରଧାନମନ୍ତ୍ରୀ ଅନେକ ହେଭିଓ୍ବେଟ୍ ମନ୍ତ୍ରୀଙ୍କୁ ଛାଡ଼ି ନୂଆ ଚେହେରାକୁ ବିଶ୍ବାସକୁ ନେଇଛନ୍ତି, ସେ ପୁଣି ଜାତି, ଯୁବ, ମହିଳା ଓ ମତଦାନ ହେଉଥିବା!-->…
Read More...
Read More...
କେତେ ରଙ୍ଗିଲା ଏ ବିଲ୍ଡର
ଭୁବନେଶ୍ବର: ବିଲଡରଙ୍କୁ ବାନ୍ଧିଲା ପୁଲିସ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯଦି ବିଲଡରଙ୍କ ଗିରଫର କାରଣ ଜାଣିବେ। ରାଜଧାନୀର ଏହି ରଙ୍ଗିଲା ବିଲଡର ଜଣକ ଥରେ କି ଦୁଇ ଥର ନୁହେଁ ଚାରି ଚାରିଟି ବିବାହ କରିଛନ୍ତି । ଆଉ ଥାନାରେ ଅଭିଯୋଗ ପରେ ଘଟଣାର ସତ ଜଣାପଡିଛି ଓ ଏବେ ବିଲଡର!-->…
Read More...
Read More...
ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀଙ୍କ ତନାଘନା
‘ନୂଆ ଶିକ୍ଷା ନୀତି’ରେ ନୂଆ ପିଢି ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ: ଧର୍ମେନ୍ଦ୍ର ପ୍ରଧାନଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ ନେଲେ କେନ୍ଦ୍ରମନ୍ତ୍ରୀଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା,!-->…
Read More...
Read More...