ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ
Browsing Category

Today’s Highlight

ତୃତୀୟ ଲହର ସଂପର୍କରେ ବଡ ମତ ରଖିଲେ ନବୀନ

ତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛିପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକିଛି ରାଜ୍ୟରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଦେଖାଗଲାଣିପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର : ମୁଖ୍ୟମନ୍ତ୍ରୀ ୮ଟି ଜିଲ୍ଲାରେ ଅକ୍‌ସିଜେନ
Read More...

ଜମ୍ମୁ ଓ କଶ୍ମୀର ବୈଠକ ପଛରେ ବଡ଼ ରହସ୍ୟ!

ପ୍ରଧାନମନ୍ତ୍ରୀଙ୍କ ସହିତ ତିନି ଘଣ୍ଟା ଧରି ଆଲୋଚନା କଲେ ୧୪ ବରିଷ୍ଠ ନେତା୨୦୧୯ ପରେ ଏହି ବୈଠକ ବଡ ମହତ୍ତ୍ବ ରଖୁଛି, ଜାତୀୟ ରାଜନୀତିରେ ହଲଚଲ ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ସ୍ବ‌ତନ୍ତ୍ର ମାନ୍ୟତା ପ୍ରଦାନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ଯେଠଓ୍ବା, ଲଳିତ, ସଂଜୀବଙ୍କୁ ଗୁରୁଦାୟିତ୍ବ

ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‌ଡି ନିଯୁକ୍ତିବୋଥ୍ରା ପରିବହନ କମିସନ, ରାଧାକୃଷ୍ଣଙ୍କୁ ଆଇନଶୃଙ୍ଖଳା ଦାୟିତ୍ବଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ କାର୍ଯ୍ୟ କରିବେ ଭୁବନେଶ୍ବର: ଯେମିତି ପୂର୍ବାନୁମାନ କରାଯାଇଥିଲା, ଠିକ୍ ସେମିତି ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ
Read More...

ଗୋ-ଖାଦ୍ୟ ପାଇଁ ଦୁଗ୍ଧ ଚାଷୀ ପାଇବେ ୬ହଜାର

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଭୁବନେଶ୍ବର: ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ
Read More...

ଆଦ୍ୟଯାତ୍ରାରେ ଅଗ୍ରପୂଜ୍ୟଙ୍କୁ ଗୁରୁତ୍ବ: ହାତୀ ବେଶରେ ମହାପ୍ରଭୁ

ଭୁବନେଶ୍ୱର: ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବ ପରେ ମହାପ୍ରଭୁ ଗଜାନନ ଓ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାରାଷ୍ଟ୍ରର ବିଶିଷ୍ଟ ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ ଠାକୁରେ। ବଡ଼ ଠାକୁରଙ୍କ ପାଇଁ ଗୋପାଳ ତୀର୍ଥ ମଠ ଏହି ବେଶ
Read More...

ସ୍ନାନ ବେଦୀରେ ଚତୁର୍ଧାମୂର୍ତ୍ତି

ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଆବିର୍ଭାବ ଦିବସ ରାତି ୧ଟ ୫୦ରେ ଆରମ୍ଭ ହୋଇଥିଲା ପହଣ୍ଡି, ୪ଟା ୫୦ରେ ମଙ୍ଗଳ ଆଳତି୧୦୮ ଗରା ସୁବାସିତ ଜଳରେ ଆଜି ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁଭାଙ୍ଗିଯାଇଛି ସରଘର, ଅସ୍ଥାୟୀ ଘରେ ଅଧିବାସ କାର୍ଯ୍ୟ ଶେଷ ହୋଇଛିବିନା ଭକ୍ତରେ ମହାପ୍ରଭୁଙ୍କ
Read More...

ବିପର୍ଯ୍ୟୟ ମୁକାବିଲା ମନ୍ତ୍ର ଦେଲେ ନବୀନ

‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ମୁଖ୍ୟ ଆଭିମୁଖ୍ୟସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ
Read More...

ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

ଏବେ ସ୍କୁଲ ଖୋଲିବାର ନାହିଁ, ଗତବର୍ଷ ଭଳି ଏଥର ବି କମିବ ୩୦ ପ୍ରତିଶତ ସିଲାବସ୍ ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସୁଛି। ଯେ କୌଣସି ମୁହୂର୍ତ୍ତରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏଭଳି ସୂଚନା
Read More...