ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ
Browsing Category

Today’s Highlight

୨୭ ଯାଏ କେଉଁ ଅଞ୍ଚଳରେ ପାଗ କିଭଳି ରହିବ, ଜାଣନ୍ତୁ

କେନ୍ଦୁଝର, ରାୟଗଡାରେ ନିଅଣ୍ଟିଆ ସ୍ଥିତିରେ ଉନ୍ନତି ଘଟିପାରେ ପାଞ୍ଚଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା କମ୍ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ନେଇ ପୂର୍ବାନୁମାନ ଭୁବନେଶ୍ବର: ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ଦିନ ସାଧାରଣ ଭାବେ
Read More...

ନେତା ମାଳ ମାଳ, ହେଲେ ବିବାଦ ପ୍ରବଳ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସତୁରୀ ଦଶକରୁ ରାଜ୍ୟ ରାଜନୀତିରେ ଅଛନ୍ତି। ଏକାଧିକ ଧର ମନ୍ତ୍ରୀ ହୋଇଛନ୍ତି ଓ ପିପିସି ସଭାପତି ବି। ଆର୍ଥିକ ଦୃଷ୍ଟିରୁ ସେ ଆଦୌ ଦୁର୍ବଳ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ରାଜନୈତିକ ଜୀବନ ବେଶ୍ ଲମ୍ବା।
Read More...

ମୁଖ୍ୟଶାସନ ସଚିବ ବଦଳିଲେ, ନିଷ୍ପତ୍ତି ବଦଳିଯାଏ କି?

ଅସିତ କୁମାର ତ୍ରିପାଠୀ ମୁଖ୍ୟସଚିବ ଥିବା ବେଳେ ପିଏମୟୁ ନିଯୁକ୍ତି ଉପରେ କଟକଣା ଲାଗିଥିଲାତନାଘନା କରିଥିଲେ ଅର୍ଥବିଭାଗ, ସମୀକ୍ଷା ପାଇଁ ସବୁ ବିଭାଗକୁ ତଥ୍ୟ ମାଗିଥିଲେ ଅର୍ଥ ବିଭାଗ ସଚିବସୋମବାର ବୈଠକରେ ଯୋଜନ ଓ ସଂଯୋଜନ ବିଭାଗରେ ପିଏମ୍‌ୟୁ ଗଠନ ନେଇ ପୁଣି ହୋଇଛି
Read More...

ସାର ଦେଉନି କେନ୍ଦ୍ର: ସଦାନନ୍ଦଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଅରୁଣ

ଭୁବନେଶ୍ବର: ଓଡିଶା ପାଇଁ ଧାର୍ଯ୍ୟ ସାର ପ୍ରଦାନରେ ଟାଳଟୁଳ ନୀତି ପ୍ରତିବାଦରେ ଆଜି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଅସନ୍ତୋଷ ଝାଡି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡଙ୍କୁ ଚିଠି ଲେଖି ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ
Read More...

ଟିକା ରାଜନୀତି: ସେବେ ବିରୋଧୀ କହିଥିଲେ, ଏବେ ନଡ୍ଡା ଗର୍ଜିଲେ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ ଆଜିଠାରୁ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାମ
Read More...

ଚିଲ୍ଲେଇଲା ବିଜେପି: ଟିକା ମୋଦୀ ଦେଇଛନ୍ତି, ନବୀନଙ୍କ ଫଟୋ କାହିଁକି ଲାଗିବ?

ବାଲେଶ୍ବର, ଜୟପୁର ଓ ରାୟଗଡା ଟିକାକରଣ କେନ୍ଦ୍ରରେ ପ୍ରତିବାଦ କଲା ବିଜେପିନବୀନ ପ୍ରଚାର, ପ୍ରସାରରେ ବିଶ୍ବାସ କରନ୍ତିନି, ଏହା ବିଜେପିର କାମ:ବିଜେଡି ଭୁବନେଶ୍ବର: ଟିକାଦାନ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭଦ୍ରକ, ବାଲେଶ୍ବର
Read More...

ଆଉ କେତେ ମଲେ, ନିଦ ଭାଙ୍ଗିବ?

କମୁନି ହାତୀ-ମଣିଷ ଲଢ଼େଇ, ଏପ୍ରିଲ ଠାରୁ ଜୁନ୍ ଅଧିକ୮ ବନଖଣ୍ଡରେ ସ୍ଥିତି ଗମ୍ଭୀର, ମାଳ ମାଳ ଯୋଜନା ଚାଲିଛିଆସାମରେ ଲୋକେ ଆପଣେଇଲେଣି ଅଭିନବ କାର୍ଯ୍ୟକ୍ରମଓଡ଼ିଶାରେ କାମ୍ଫାର ୮୦୩ କୋଟି କେଉଁଠି ଖର୍ଚ୍ଚ ହେଲାକେତେ ଜଳାଶୟ ପୁନରୁଦ୍ଧାର ହୋଇଛି, କେତେ ନୂଆ ସିଏଜି ଅଡିଟ୍ କରୁନାହାନ୍ତି
Read More...

ପରିସଂଖ୍ୟାନ ବଖାଣୁଛି କେତେ ଜଟିଳ ସ୍ଥିତିରେ ଅଛି କରୋନା

ଦ୍ବିତୀୟ ଲହର ଶୀର୍ଷ ଛୁଇଁବା ପରେ ପ୍ରଥମ ଥର ଟିପିଆର୍ ୫% ତଳକୁ ଖସିଲାଆଚରଣରେ ସଂଯମତା ପ୍ରଦର୍ଶନ ନ କଲେ ସ୍ଥିତି ବିପଜ୍ଜନକ ହୋଇପାରେତୃତୀୟ ଲହରକୁ ଟାଣିଆଣିବାରେ ଏହା ବଡ଼ ଭୂମିକା ନିର୍ବାହ କରିବ୧୨ ଜିଲ୍ଲା ଉପରୁ ଟଳିନି ବିପଦ, ଟିପିଆର୍ ରାଜ୍ୟର ହାରାହାରି ଠାରୁ ଉପରେ ଭୁବନେଶ୍ବର:
Read More...

କିଏ ହେବେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ମୁଖିଆ?

ଆଇପିଏସ୍‌ ଶିବିରରେ ହଲଚଲ୍‌, ସରକାରଙ୍କ ଉପରେ ସମସ୍ତଙ୍କ ନଜରପୁଲିସ ଆଧୁନିକୀକରଣ ଶାଖା, ପଶ୍ଚିମାଞ୍ଚଳ ରେଜଂ ପଦବି ବି ପୂରଣ ହୋଇପାରେଯେ କୌଣସି ମୁହୂର୍ତରେ ବାହାରିପାରେ ନିର୍ଦେଶନାମା, ଆଖି ରଖିଛନ୍ତି ରାଜନୈତିକ ମହଲ ଭୁବନେଶ୍ବର: ପୂର୍ବରୁ କ୍ରାଇମବ୍ରାଞ୍ଚ ମୁଖିଆ ପଦ ଖାଲି ପଡ଼ିଛି।
Read More...

ପିତୃ ଦିବସରେ ନବୀନ ଦେଲେ ‘ଆଶୀର୍ବାଦ’

ବାପା , ମା' ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ନୂଆ ଯୋଜନାଉଭୟ ପିତା ମାତା ତଥା ଜଣଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ପଚିଶ ଶହ ଟଙ୍କାକେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ପନ୍ଦର ଶହ ଟଙ୍କାଜଣେ ବି
Read More...