Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category
Today’s Highlight
ମହାପ୍ରଭୁଙ୍କୁ ଭୀଷଣ ଜ୍ବର, ଦଇତାଙ୍କ ଗୁପ୍ତନୀତି ଆରମ୍ଭ
ଭୁବନେଶ୍ବର: ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଗୁରୁବାର ତାଙ୍କୁ ସ୍ନାନ ବେଦୀରୁ ସିଧାସଳଖ ଅଣସର ପିଣ୍ଡିକୁ ନିଆଯାଇଛି।ସେଠାରେ ଦଇତା ଗୁପ୍ତସେବା ଆରମ୍ଭ କରିଛନ୍ତି।
ଅନ୍ୟପଟରେ ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି!-->!-->!-->…
Read More...
Read More...
ତୃତୀୟ ଲହର ସଂପର୍କରେ ବଡ ମତ ରଖିଲେ ନବୀନ
ତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛିପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକିଛି ରାଜ୍ୟରେ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଦେଖାଗଲାଣିପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର : ମୁଖ୍ୟମନ୍ତ୍ରୀ ୮ଟି ଜିଲ୍ଲାରେ ଅକ୍ସିଜେନ!-->…
Read More...
Read More...
ଜମ୍ମୁ ଓ କଶ୍ମୀର ବୈଠକ ପଛରେ ବଡ଼ ରହସ୍ୟ!
ପ୍ରଧାନମନ୍ତ୍ରୀଙ୍କ ସହିତ ତିନି ଘଣ୍ଟା ଧରି ଆଲୋଚନା କଲେ ୧୪ ବରିଷ୍ଠ ନେତା୨୦୧୯ ପରେ ଏହି ବୈଠକ ବଡ ମହତ୍ତ୍ବ ରଖୁଛି, ଜାତୀୟ ରାଜନୀତିରେ ହଲଚଲ
ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!-->!-->!-->…
Read More...
Read More...
ଯେଠଓ୍ବା, ଲଳିତ, ସଂଜୀବଙ୍କୁ ଗୁରୁଦାୟିତ୍ବ
ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍ଡି ନିଯୁକ୍ତିବୋଥ୍ରା ପରିବହନ କମିସନ, ରାଧାକୃଷ୍ଣଙ୍କୁ ଆଇନଶୃଙ୍ଖଳା ଦାୟିତ୍ବଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ କାର୍ଯ୍ୟ କରିବେ
ଭୁବନେଶ୍ବର: ଯେମିତି ପୂର୍ବାନୁମାନ କରାଯାଇଥିଲା, ଠିକ୍ ସେମିତି ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ!-->!-->!-->…
Read More...
Read More...
ଗୋ-ଖାଦ୍ୟ ପାଇଁ ଦୁଗ୍ଧ ଚାଷୀ ପାଇବେ ୬ହଜାର
ଓମ୍ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
ଭୁବନେଶ୍ବର: ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ!-->!-->!-->…
Read More...
Read More...
ଆଦ୍ୟଯାତ୍ରାରେ ଅଗ୍ରପୂଜ୍ୟଙ୍କୁ ଗୁରୁତ୍ବ: ହାତୀ ବେଶରେ ମହାପ୍ରଭୁ
ଭୁବନେଶ୍ୱର: ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବ ପରେ ମହାପ୍ରଭୁ ଗଜାନନ ଓ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାରାଷ୍ଟ୍ରର ବିଶିଷ୍ଟ ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ ଠାକୁରେ। ବଡ଼ ଠାକୁରଙ୍କ ପାଇଁ ଗୋପାଳ ତୀର୍ଥ ମଠ ଏହି ବେଶ!-->…
Read More...
Read More...
ସ୍ନାନ ବେଦୀରେ ଚତୁର୍ଧାମୂର୍ତ୍ତି
ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଆବିର୍ଭାବ ଦିବସ
ରାତି ୧ଟ ୫୦ରେ ଆରମ୍ଭ ହୋଇଥିଲା ପହଣ୍ଡି, ୪ଟା ୫୦ରେ ମଙ୍ଗଳ ଆଳତି୧୦୮ ଗରା ସୁବାସିତ ଜଳରେ ଆଜି ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁଭାଙ୍ଗିଯାଇଛି ସରଘର, ଅସ୍ଥାୟୀ ଘରେ ଅଧିବାସ କାର୍ଯ୍ୟ ଶେଷ ହୋଇଛିବିନା ଭକ୍ତରେ ମହାପ୍ରଭୁଙ୍କ!-->!-->!-->…
Read More...
Read More...
ବିପର୍ଯ୍ୟୟ ମୁକାବିଲା ମନ୍ତ୍ର ଦେଲେ ନବୀନ
‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ମୁଖ୍ୟ ଆଭିମୁଖ୍ୟସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ!-->!-->!-->…
Read More...
Read More...