Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ
Browsing Category
Today’s Highlight
ପରିସଂଖ୍ୟାନ ବଖାଣୁଛି କେତେ ଜଟିଳ ସ୍ଥିତିରେ ଅଛି କରୋନା
ଦ୍ବିତୀୟ ଲହର ଶୀର୍ଷ ଛୁଇଁବା ପରେ ପ୍ରଥମ ଥର ଟିପିଆର୍ ୫% ତଳକୁ ଖସିଲାଆଚରଣରେ ସଂଯମତା ପ୍ରଦର୍ଶନ ନ କଲେ ସ୍ଥିତି ବିପଜ୍ଜନକ ହୋଇପାରେତୃତୀୟ ଲହରକୁ ଟାଣିଆଣିବାରେ ଏହା ବଡ଼ ଭୂମିକା ନିର୍ବାହ କରିବ୧୨ ଜିଲ୍ଲା ଉପରୁ ଟଳିନି ବିପଦ, ଟିପିଆର୍ ରାଜ୍ୟର ହାରାହାରି ଠାରୁ ଉପରେ
ଭୁବନେଶ୍ବର:!-->!-->!-->…
Read More...
Read More...
କିଏ ହେବେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ମୁଖିଆ?
ଆଇପିଏସ୍ ଶିବିରରେ ହଲଚଲ୍, ସରକାରଙ୍କ ଉପରେ ସମସ୍ତଙ୍କ ନଜରପୁଲିସ ଆଧୁନିକୀକରଣ ଶାଖା, ପଶ୍ଚିମାଞ୍ଚଳ ରେଜଂ ପଦବି ବି ପୂରଣ ହୋଇପାରେଯେ କୌଣସି ମୁହୂର୍ତରେ ବାହାରିପାରେ ନିର୍ଦେଶନାମା, ଆଖି ରଖିଛନ୍ତି ରାଜନୈତିକ ମହଲ
ଭୁବନେଶ୍ବର: ପୂର୍ବରୁ କ୍ରାଇମବ୍ରାଞ୍ଚ ମୁଖିଆ ପଦ ଖାଲି ପଡ଼ିଛି।!-->!-->!-->…
Read More...
Read More...
ପିତୃ ଦିବସରେ ନବୀନ ଦେଲେ ‘ଆଶୀର୍ବାଦ’
ବାପା , ମା' ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ନୂଆ ଯୋଜନାଉଭୟ ପିତା ମାତା ତଥା ଜଣଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ପଚିଶ ଶହ ଟଙ୍କାକେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ପନ୍ଦର ଶହ ଟଙ୍କାଜଣେ ବି!-->…
Read More...
Read More...
ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲେ ନବୀନ
୮ ମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ବିପଦ, ୬ ମନ୍ତ୍ରୀଙ୍କର ବିଭାଗ ବଦଳିବା ନିଶ୍ଚିତବଦଳିପାରନ୍ତି ବାଚସ୍ପଚି, ଉପବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକକିଛି ଟାଣୁଆ ମନ୍ତ୍ରୀ ସଂଗଠନ ଦାୟିତ୍ବ ନେବେ, ଅଧିକ ମହିଳାଙ୍କୁ ଗୁରୁତ୍ବ ମିଳିବବେଶୀ ଯୁବ ନେତାଙ୍କୁ ମିଳିବ ଗୁରୁତ୍ବ, ୨୦୨୪!-->…
Read More...
Read More...
ଦେବାଶିଷଙ୍କୁ ସମ୍ମାନ ଟିକିଏ ଦେବାକୁ ବି ଭୁଲିଗଲେ!
ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଶେଷକୃତ୍ୟ କଟକ ଖାନନଗର ଶ୍ମଶାନରେ ଶେଷ ହୋଇଛି। ହେଲେ ଦେବାଶିଷଙ୍କ ବିୟୋଗ ଯେମିତି ପୂରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା, ଠିକ୍ ସେମିତି ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ହୋଇଥିବା!-->…
Read More...
Read More...
କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ ହରାଇଲା ଓଡ଼ିଶା
ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି, ଶାନ୍ତିରାଜ ଖୋସଲାଙ୍କୁ କରୋନା ଛଡାଇ ନେଇଥିଲା। ଏ ଦୁଃଖରୁ ନିସ୍ତାର ମିଳିନି। ଶନିବାର ବିଳମ୍ବିତ ରାତିରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ତପୁ ମିଶ୍ର ସମସ୍ତଙ୍କୁ ପର କରିି ଦୁନିଆ ଛାଡ଼ିଛନ୍ତି। ଭୁବନେଶ୍ବରର ଏକ ଘରୋଇ!-->…
Read More...
Read More...
ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା
ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍ଘାଟିତଏବେଠୁ ସ୍ବତନ୍ତ୍ର ଶିଶୁ ଚିକିତ୍ସା ଓ୍ବାର୍ଡ ଖୋଲିଲେ ସରକାରଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ!-->…
Read More...
Read More...
୮୫ ବ୍ଲକକୁ ଆରମ୍ଭରୁ ଧୋକା ଦେଲା ମୌସୁମୀ
ଜମି ପାଇଲାନି ବର୍ଷା ପାଣି, ଚାଷୀ ମୁଣ୍ଡରେ ହାତ ଦେଲେଣି୧୬ ବ୍ଲକରେ ସ୍ଥିତି ଅତି ଉତ୍କଟ, ୬୦ ପ୍ରତିଶତରୁ କମ୍ ବର୍ଷା ହୋଇଛିଜୁନର ବାକି ଦିନରେ ଦକ୍ଷିଣ ଓ ଉପକୂଳରେ ବଡ଼ ବର୍ଷା ସମ୍ଭାବନା କ୍ଷୀଣ
ଭୁବନେଶ୍ବର: ଚଳିତବର୍ଷ ଠିକ୍ ସମୟରେ ଅର୍ଥାତ୍ ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶା!-->!-->!-->…
Read More...
Read More...
ଦୁଃଖ ଲଦିଦେଲେ ବରିଷ୍ଠ ପ୍ରଶାସକ ଗୁରୁପ୍ରସାଦ
ଭୁବନେଶ୍ବର: ବରିଷ୍ଠ ପୁଲିସ ଅଧିକାରୀ ଡ. ଦେବାଶିଷ ପାଣିଗ୍ରାହୀଙ୍କର ମୃତ୍ୟୁ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି। ଠିକ୍ ଏମିତି ସମୟରେ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁଜୁରାଟ କ୍ୟାଡର ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଆ ପୁଅ ଗୁରୁ ପ୍ରସାଦ ମହାପାତ୍ରଙ୍କର ମୃତ୍ୟୁ!-->…
Read More...
Read More...
ସଂସାରରେ ଏମିତି କ’ଣ ବାପା ଥାନ୍ତି, ଯିଏ…
ଭୁବନେଶ୍ବର: କୁହାଯାଏ, ବାପା ମାାଆଙ୍କ କର୍ମବଳେ ପିଲାମାନେ ସୁଖୀ ହୋଇଥାନ୍ତି। ଅର୍ଥାତ୍ ଯେଉଁ ବାପା ମାଆ ପିଲାମାନଙ୍କୁ ସୁଶିକ୍ଷା, ସଂସ୍କାର, ଆଚରଣ ଓ ଉଚ୍ଚାରଣଗତ ଶାଳୀନତା ଆଦି ଶିଖାଇଥାନ୍ତି, ସେହି ପିଲାମାନେ ପରବର୍ତ୍ତୀ ସମୟରେ ସମାଜରେ କେବଳ ଉଚ୍ଚଶିକ୍ଷିତ ହୁଅନ୍ତି ତା ନୁହେଁ,!-->…
Read More...
Read More...