Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ମୌସୁମୀ ଅଧିବେଶନ ୮ ଦିନ
ଭୁବନେଶ୍ବର: ନା ପ୍ରଶ୍ନକାଳ ରହିବ ନା ଶୂନ୍ୟକାଳ। ଗାନ୍ଧୀଜୟନ୍ତୀକୁ ଛାଡିଦେଲେ ଆଉ କୌଣସି କାର୍ଯ୍ୟଦିବସରେ ବନ୍ଦ ରହିବ ନାହିଁ ବିଧାନସଭା।ଏମିତି ଭାବେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟପାଳ ସମନ ଜାରି!-->…
Read More...
Read More...
କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ମୁତୟନ
ଅଧିକ ଆଇସିୟୁ ବେଡ ସହିତ ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଆସନ୍ତା ସପ୍ତାହ ମଧ୍ୟରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ!-->!-->!-->…
Read More...
Read More...
ବିଜେଡି ପାଇଁ ଆଗକୁ ଆସୁଛି ବିପଦ!
ବିହାରରେ ବିଜେପି ଗୋଟିଚାଳନା ପରେ ରାଜନୈତିକ ପଣ୍ଡିତ ଆରମ୍ଭ କଲେଣି ଅଙ୍କକଷାକଂଗ୍ରେସକୁ ରୋକିବାରେ ସଫଳ ହୋଇଥିବା ଆଞ୍ଚଳିକ ଦଳ ଉପରେ ଏବେ ବିଜେପିର ଆଖିବିଜେଡି, ତୃଣମୂଳ କଂଗ୍ରେସ, ଟିଡିପି, ଟିଆର୍ଏସ୍, ଏନ୍ସିପିରେ କେବେ ବି ଧସେଇ ପଶିପାରେସରକାରରେ କ୍ଷମତାଶାଳୀ ଗୋଷ୍ଠୀ ଦୈନନ୍ଦିନ!-->…
Read More...
Read More...
ବିଜେପି ଭାବୁଛି ଅଧିକ, କରୁଛି କମ୍
ଭୁବନେଶ୍ବର:ଗତ ମେ' ୨୩ ତାରିଖରୁ ରାଜ୍ୟ ବିଜେପି ଚରିତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। ସେପ୍ଚେମ୍ବର ୫ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ପୂରା ସଜବାଜ ଆରମ୍ଭ କରିଦେଇଛି। ନେତାମାନଙ୍କ!-->…
Read More...
Read More...
ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଞ୍ଜାମର ୭ମୃତ
ଶ୍ରମିକଙ୍କୁ ନେଇ ସୁରଟ ଯାଉଥିଲା, ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ବହୁ ଶ୍ରମିକ ଗୁରୁତର, ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି
ରାୟପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ସୁରଟ ଅଭିଯୋଗେ!-->!-->!-->!-->!-->…
Read More...
Read More...
ମହେନ୍ଦ୍ରଗିରି ବିକାଶ ପାଇଁ ଅଣ୍ଟାଭିଡିଲେ ଧର୍ମେନ୍ଦ୍ର
ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି!-->…
Read More...
Read More...
ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ
ଭାରତର ନିର୍ବାଚନ କମିସନଙ୍କ ବୈଠକରେ ବଡ଼ ନିଷ୍ପତ୍ତିବିହାର ନିର୍ବାଚନ ମଧ୍ୟ ଏହି ସମୟ ମଧ୍ୟରେ କରାଯିବ
ଭୁବନେଶ୍ବର: ବାଲେଶ୍ବର ସଦର ଏବଂ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନଭେମ୍ବର ୨୯ ତାରିଖ ପୂର୍ବରୁ ଶେଷ ହେବ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତର!-->!-->!-->…
Read More...
Read More...
ବିଜେଡିରେ ପିଢି ବଦଳିଗଲା
ଯୁବ ଓ ଛାତ୍ର ସଂଗଠନରେ ଅରୁଣ ଓ ସଞ୍ଜୟଙ୍କର ଦବଦବା କମିଲାବବି ଦାସ ଏବେ ସବୁଠି ସର୍ବେସର୍ବା, ବାପି ଓ ଜିତୁଙ୍କୁ ନେଇ ଆଗକୁ ବଢିଲେଯାଜପୁର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର
ଭୁବନେଶ୍ବର: ବିଜୁ ଜନତା ଦଳ ସାଂଗଠନିକ ନେତା ଚୟନ ପ୍ରକ୍ରିୟା ଏବେ ଶେଷସ୍ତରରେ!-->!-->!-->…
Read More...
Read More...
କେଉଁଠି କରୋନା ମୃତ୍ୟୁ ଛୁଇଁନି, ଜାଣନ୍ତୁ
ଭୁବନେଶ୍ବର: ଦୁଇ ଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା। ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଡେଇଁଯାଇଛି। ଆଜିର ୧୧ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦୩ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଛି।
ଦେଶରେ!-->!-->!-->…
Read More...
Read More...
ପରଲୋକରେ ପ୍ରଣବ
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ପ୍ରଣବ ଗୁରୁତର ଅସୁସ୍ଥ ଥିଲେ ଓ ତାଙ୍କୁ!-->…
Read More...
Read More...