Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Category
Today’s Highlight
ଭଡ଼ାରେ ଘର ଦେବେ ସରକାର
ଭୁବନେଶ୍ବର: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ସହରରେ ଆଉ ରହିବନି ଘର ଭଡ଼ା ଟେନସନ। ଏଣିକି ସହରୀ ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ।
ରାଜ୍ୟର ବିଭିନ୍ନ ସହରରେ ଥିବା!-->!-->!-->…
Read More...
Read More...
ଆପ୍ ନେତା ଲକି ଓବେରାୟଙ୍କୁ ଗୁଳି କରି ହତ୍ୟା
ପଞ୍ଜାବ: ପଞ୍ଜାବର ଜଳନ୍ଧରରେ ଶୁକ୍ରବାର ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଲକି ଓବେରାୟ। ଜଳନ୍ଧରର ଜନଗହଳିପୂର୍ଣ୍ଣ ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାର ବାହାରେ ଏହି ଘଟଣା ଘଟିଛି। ଲକି କାରରେ ବସିଥିବା ସମୟରେ ଦୁଇ ଜଣ!-->…
Read More...
Read More...
ଓଡ଼ିଶାର ୪ କୋର୍ଟକୁ ବୋମା ଧମକ
ଭୁବନେଶ୍ବର: ଓଡ଼ିଶାରେ ପୁଣି କୋର୍ଟକୁ ବୋମା ଧମକ। ୪ଟି କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଇମେଲ୍ରେ ଧମକ ଆସିଛି । ଧମକ ପରେ କୋର୍ଟ ପରିସରକୁ ଖାଲି କରାଯାଉଛି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି। ବମ ସ୍କ୍ବାଡ ଟିମ ଖାନତଲାସୀ ଆରମ୍ଭ କରିଛନ୍ତି। କଟକସହ ଫୁଲବାଣୀ ଓ!-->…
Read More...
Read More...
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ବର: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ ଆଇଏଏସ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ କରାଯାଇଛି। ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ବର୍ତ୍ତମାନ!-->…
Read More...
Read More...
ପୁଲିସ ବାରାକରେ କନଷ୍ଟେବଳଙ୍କ ଆତ୍ମହତ୍ୟା
ନୟାଗଡ: ନୟାଗଡ ଜିଲ୍ଲା ପୁଲିସ୍ ବାରାକରେ ଅଭାବନୀୟ ଘଟଣା ଘଟିଛି। ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି କନଷ୍ଟେବଳ । ମୃତକ ହେଲେ ସୁନୀଲ ସେଠୀ। ମୃତକଙ୍କ ଘର ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡଝୋଲା ବେରୁଆଁବାରି ଗାଁରେ। ସେ ନୟାଗଡ଼ ରିଜର୍ଭ ପୁଲିସରେ କାର୍ଯ୍ୟରତ!-->…
Read More...
Read More...
ଚେନ୍ନାଇ ସେଣ୍ଟ୍ରାଲ୍-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଲାଇନଚ୍ୟୁତ
ଯାଜପୁର: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି ବଗି ଛାଡି ତିନୋଟି ବଗି ଲାଇନଚ୍ୟୁତ ହୋଇଛ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।ଲାଇନଚ୍ୟୁତ ହେବା ପରେ ଚେନ୍ନାଇ!-->…
Read More...
Read More...
ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା
ଗଞ୍ଜାମ: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା। ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ବିବାହ ମଣ୍ଡପରେ ପ୍ରାୟ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି। ଏହି ଅବସରରେ କନ୍ୟାଙ୍କ ବ୍ୟାଙ୍କ!-->…
Read More...
Read More...
ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ
ନ୍ୟୁଜ୍ ବ୍ୟୁରୋ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ କାଗଜ ଫିଙ୍ଗି ଗୃହର ଅବମାନନା ମାମଲାରେ କଂଗ୍ରେସର ସାତ ଜଣ ସଦସ୍ୟ ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ)ର ଜଣେ ସାଂସଦଙ୍କୁ ଚଳିତ ବଜେଟ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ!-->…
Read More...
Read More...
ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁର ପ୍ରଶାସନିକ ପଡ଼ିଆଠାରେ ଅବତରଣ କରି ସେଠାରୁ ସିଧା ମା’ ବିରଜାଙ୍କ ଦର୍ଶନ କରିଛନ୍ତି। ମୁଣ୍ଡରେ ଓଢଣା ଦେଇ ସମ୍ପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଢଙ୍ଗରେ ସେ ମା’ଙ୍କ ଆଶୀର୍ବାଦ!-->…
Read More...
Read More...
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆସନ୍ତା କାଲି ବନ୍ଦ ରହିବ ଯାଜପୁରର ସମସ୍ତ ସ୍କୁଲ
ଯାଜପୁର: ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଯାଜପୁର ସହରର ସମସ୍ତ ସ୍କୁଲ ମଙ୍ଗଳବାର ତଥା ଫେବୃଆରୀ ୩ ତାରିଖରେ ବନ୍ଦ ରହିବ। ଉଚ୍ଚସ୍ତରୀୟ ଗସ୍ତ ମଧ୍ୟରେ ସୁଗମ ବ୍ୟବସ୍ଥାକୁ ସହଜ!-->…
Read More...
Read More...