Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ନିଯୁକ୍ତି ପରେ ଅଧିକାଂଶ ସରକାରଙ୍କୁ ବୋଝ
ହାତଗଣତି ଚାରି ପାଞ୍ଚ ରାଜନେତାଙ୍କ ଯୋଗଦାନ ସରକାରରେ ରହିଛିଅନ୍ୟମାନେ ରାଜ୍ୟର ତିରୋଟ ସମୟରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତିଅର୍ଥନୀତି ଦୋହଲୁଥିବା ବେଳେ ଏଭଳି ଅକାମୀ ପଦବି ରଦ୍ଦ ହେବା ଦରକାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ଗୋଟିଏ ଦଫାରେ!-->!-->!-->!-->!-->…
Read More...
Read More...
ଆଗକୁ ଭୟ ବଢାଇପାରେ ବାତ୍ୟା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟା ବାତ୍ୟା ଓଡ଼ିଶା ପ୍ରତି ବିପଦ ବଢାଇବା ଆଶଙ୍କାରେ ବଢିବାରେ ଲାଗିଲାଣି। ପାଣିପାଗ ବିଜ୍ଞାନୀମାନେ ଏମିତି ଢଙ୍ଗରେ ଏବେ ହିସାବ ଆରମ୍ଭ କଲେଣି। କିଛି ମଡେଲ୍ ସୂଚାଉଛି ଯେ ସୀମାରେ ଘଷି ହୋଇ ଗଲାବେଳେ ଗଞ୍ଜାମ ଠାରୁ ବାଲେଶ୍ବର!-->…
Read More...
Read More...
କଂଗ୍ରେସର ଭାଲୁ, ବିଜେପିର ବୁଲୁ; କେବଳ ଏତିକି
ସବୁ ଦଳର ତୁଙ୍ଗ ନେତା ନିରବ, ପ୍ରଶଂସା ଦିଆନିଆରେ ବ୍ୟସ୍ତ ରାଜ୍ୟ-କେନ୍ଦ୍ର ସରକାରବିରୋଧୀ କାହା ପାଖରେ ଉତ୍ତରଦାୟୀ, ରାଜ୍ୟ ସରକାର ନା ଲୋକଙ୍କପାଖରେକେନ୍ଦ୍ର ସରକାର ସହଯୋଗ କରିବେ ବୋଲି ରାଜ୍ୟ ସବୁକଥାରେ ନିରବ ରହିବେ କାହିଁକି?କଂଗ୍ରେସ ହାରୁଛି ବୋଲି ଲୋକଙ୍କ ସୁଖ ଦୁଃଖରେ ନ ରହେ,!-->…
Read More...
Read More...
ପାଗ ଭିଡ଼ିଲାଣି ବାତ୍ୟା, କେଉଁଆଡେ ମୁହାଁଇବ?
ଭୁବନେଶ୍ବର: ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି କ୍ଷେତ୍ର ୧୫ ତାରିଖ ସୁଦ୍ଧା ଶକ୍ତିଶାଳୀ ହୋଇ ଅବପାତ ରୂପ ନେବ ଓ ୧୬ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ଅଛି । ଏହି କ୍ଷେତ୍ର ୧୭ ତାରିଖ!-->…
Read More...
Read More...
ସଙ୍ଗରୋଧ କେନ୍ଦ୍ରରୁ ଆସୁଛି ବଡ଼ ବିପଦ
୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଗଲାମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଛୁଇଁଲା, ଗଞ୍ଜାମରେ ୨୧୦ପଞ୍ଚାୟତକୁ ୟୁନିଟ୍ କରି ପ୍ରଶାସକ ନିଯୁକ୍ତି କରିବାର ବେଳ ଆସିଲାଣିସଙ୍ଗରୋଧ କେନ୍ଦ୍ର ଭୂତାଣୁ ଡେଇଁଲେ ପରିସ୍ଥିତି ଅଣାୟତ ହୋଇଯାଇପାରେ
ଭୁବନେଶ୍ବର: ମାର୍ଚ୍ଚ ୧୫, ୨୦୨୦।!-->!-->!-->…
Read More...
Read More...
ସମରେ ହେବ କୋଭିଡ ପରୀକ୍ଷା
ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ
ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଆଉ ଏକ ବଡ ସଫଳତା ଯୋଡି ହୋଇଯାଇଛିି। ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି।
ଶିକ୍ଷା ଓ ଅନୁସନ୍ଧାନ ଡିମଡ଼!-->!-->!-->!-->!-->…
Read More...
Read More...
ଗାଁକୁ ଯିବ ଅଧିକ ଟଙ୍କା, କୃଷି ପାଇଁ ଆସିବ ୩ ଅଧ୍ୟାଦେଶ
କୋଭିଡ଼ ସ୍ବେଚ୍ଛାସେବୀଙ୍କ ପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ଖୋଲାଯିବ୬ଟି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢାଇବେ ସରକାରଗ୍ରାମ୍ୟ ଅର୍ଥନୀତିରେ ସୁଧାର ପାଇଁ ସରକାର ଅଣ୍ଟା ଭିଡ଼ିଲେମନରେଗା ଓ ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶ ଗଲା
ଭୁବନେଶ୍ବର:!-->!-->!-->…
Read More...
Read More...
ମହାମାରୀ ରୋକିବାରେ ଲାଗିଛନ୍ତି ୩ ସମ୍ କୋଭିଡ୍ ହସ୍ପିଟାଲ
ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି!-->…
Read More...
Read More...
ଏବେଠାରୁ ନ ଚେତିଲେ, ଆଗକୁ ସାଂଘାତିକ ପରିସ୍ଥିତି
ନବେ ଦଶକର ବେରୋଜଗାରୀ ଓ ଭୋକର ଅପବାଦ ଲାଗିପାରେଅସାଧାରଣ ପରିସ୍ଥିତିରେ ସାଧାରଣ ନିଷ୍ପତ୍ତି ବିଫଳତା ଆଣିବ ହିଁ ଆଣିବଜୀବନ ପାଇଁ ଯେମିତି ଲାଗିଛନ୍ତି, ଜୀବିକା ପାଇଁ ବି ଉତ୍ତରଦାୟିତ୍ବ ନିର୍ଧାରଣ ହେଉନୂଆ ରୋଜଗାର ବାଟ ଖୋଲିବା ଲାଗି ଆଦର୍ଶ ନୀତି, ଘନ ଘନ ବୈଠକ ଦରକାର ନାହିଁତୁରନ୍ତ!-->…
Read More...
Read More...
ଟିକେ ଟାଣ କରି କହିଲା କଂଗ୍ରେସ
ଭୁବନେଶ୍ବର: କରୋନା ମୁକାବିଲା ପ୍ରସଙ୍ଗକୁ ଧରି କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବିଶେଷକରି ଗଞ୍ଜାମ!-->…
Read More...
Read More...