ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ବିଜେଡି ଏବେ ବିଜେପି ଠାରୁ କେତେ ଦୂରରେ

ଭୁବନେଶ୍ବର: ମେଣ୍ଟରେ ଥିଲେ ବିଜେଡି-ବିଜେପି। ସେଯାଏ ସବୁ ଠିକ୍ ଥିଲା। ହେଲେ ଯେଉଁ ଦିନ ମେଣ୍ଟ ଭାଙ୍ଗିଲା, ତା ପର ନିର୍ବାଚନରେ ଥୋକେ ବିଜେପି ନେତା ଯୋଗଦେଲେ ବିଜେଡିରେ। କୁହାଗଲା, ଏହା ରାଜନୈତିକ ଆବଶ୍ୟକତା ଥିଲା। କାହାକୁ ଦଳ ଟିକେଟ ଦେଲା, ଆଉ କାହାକୁ ଅନ୍ୟ ପଦପଦବିରେ ଥଇଥାନ…
Read More...

ଇଏ କେମିତିକା କୌଶଳ; ଜଣେ ସନ୍ତୁଷ୍ଟ, ଆଉ…

ଭୁବନେଶ୍ବର: ପରାଜିଚ ନେତାମାନଙ୍କୁ ପଦ ପଦବି ମନା। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳକୁ ବଢାଇବେ। ଏମିତିରେ ବି ବାର୍ତା ଯିବ ଲୋକେ ଯାହାକୁ ନେତୃତ୍ବ ଦେଇନାହାନ୍ତି, ସେ ଜନମତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଦେଇଛନ୍ତି। ଏଭଳି ଏକ ବିଚାର ରଖି ବିଜେଡି ମୁଖିଆ ପଞ୍ଚମ…
Read More...

ନିଶାଡି ମାତିଛନ୍ତି ୭ଜିଲ୍ଲାରେ

ଭୁବନେଶ୍ବର: ଶହେ କି ଦୁଇଶହ ଗ୍ରାମ ନୁହେଁ, ୨ମାସ ଭିତରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଶାଖା ୧କେଜି ୩୪୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲାଣି। ଯାହାର ବଜାର ଦର ପାଖାପାଖି ଦେଢ କୋଟି ଟଙ୍କା ହେବ। କେବଳ ସେତିକି ନୁହେଁ, ୩୨୬ ଗ୍ରାମ୍ ଅଫିମ, ୧୩ ହଜାର ୨୧ ହଜାର ଟଙ୍କା ସହିତ ୨୭ ଜଣ…
Read More...

ଆଇନଜୀବୀଙ୍କ ପାଇଁ ଆସୁଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଭିନ୍ନ ତଳ କୋର୍ଟରେ ଖାଲି ପଡିଥିବା ପ୍ରାୟ ୫୦୦୦ ବିଚାରପତି ପଦବି ପୂରଣ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସମୟ ଅନୁସାରେ ଦକ୍ଷ ବିଚାରପତି ନିଯୁକ୍ତି ଲାଗି କେନ୍ଦ୍ର ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି।…
Read More...

ସବୁଦିନ ପାଇଁ ମନେ ରହିବା ଭଳି କଥା

ଭୁବନେଶ୍ବର: ୨୦୨୦ ଫେବ୍ରୁଆରି ୨୮ ଓ ୨୯ ତାରିଖ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ଭାବେ ଲିପିବଦ୍ଧ ରହିବ। ପୂର୍ବାଞ୍ଚଳ ପରିଷଦ ବୈଠକ କିମ୍ବା ନିବାସରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପିର ଦୁଇ ଶୀର୍ଷ ନେତୃତ୍ବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର…
Read More...

ବେଳହୁଁ ସାବଧାନ ନ ହେଲେ, ବିପଦ!

ଭୁବନେଶ୍ବର: ବହିଷ୍କାର ଆଦେଶ ଉଠିଲା, ହେଲେ ଆଉ ସକ୍ରିୟ ହୋଇପାରିଲେନି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ। ବିଜେପିରୁ ଇସ୍ତଫା ଦେଲେ। କିନ୍ତୁ ବିଜେଡି କାର୍ଯ୍ୟାନୁଷ୍ଠାନ ଉଠାଇ ଆଉ କୋଳେଇ ନେଲା ନାହିଁ ଡାକ୍ତର ଦାମୋଦର ରାଉତଙ୍କୁ। ନିର୍ବାଚନରେ ପରାଜୟ ପରେ ରାଜ୍ୟସଭା ପଠାଇଥିଲେ…
Read More...

ବିଜୁ, ଜାନକୀ, ନବୀନ ଏବଂ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ। କେନ୍ଦ୍ରମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତଙ୍କ ସମେତ ଏକ ପ୍ରତିନିଧି ଦଳ ଧରି ଓଡ଼ିଶା ଆସୁଛନ୍ତି। ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଏହି ବୈଠକ…
Read More...

ଗୀତଗୋବିନ୍ଦ ପାଟ, ମହାପ୍ରସାଦ ଓ ଜୟ ଜଗନ୍ନାଥରୁ ନୂଆ ଯାତ୍ରା ଆରମ୍ଭ

ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅର୍ଥାତ୍ ଅଷ୍ଟମ ଥର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ୮୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ନବୀନ ଏହି କୋର୍ ଟିମକୁ ନେଇ କାମ…
Read More...

ଏକା ନବୀନ ଜିତିଲେ, ଅନ୍ୟ ସମସ୍ତେ ଫେଲ୍

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ୧୯୯୦ ମସିହା ବେଳକୁ ଅନୁଭବ ହେଉଥିଲା। ସାରା ଦେଶରେ ନବେ ଦଶକରେ ତିଆରି ହୋଇଥିବା ସବୁ ଆଞ୍ଚଳିକ ଦଳ ସେମାନଙ୍କ ରାଜ୍ୟରେ ପ୍ରଭାବଶାଳୀ ହୋଇଛନ୍ତି। ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ଏହି ଦଳମାନେ…
Read More...

୪ ରାଜ୍ୟସଭା ଆସନ ପାଇଁ ଭୋଟ ୨୬ରେ

ଭୁବନେଶ୍ବର: ଓଡ଼ିଶାର ୪ଟି ଆସନ ସମେତ ଆଗକୁ ଖାଲି ପଡୁଥିବା ପ୍ରାୟ ୫୫ଟି ରାଜ୍ୟସଭା ପଦବି ଲାଗି ଆଜି ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ଜାରି ହେବ। ସେହିଦିନ ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ…
Read More...