ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category

Today’s Highlight

ବିଜେପିକୁ ଜବାବ ମାଗ : ନବୀନ

ଭୋଟରଙ୍କୁ ପ୍ରବର୍ତାଇଥିଲେ ନବୀନ ଶେଷ ନିଶ୍ୱାସ ଯାଏ ଓଡ଼ିଶା ପାଇଁ କାମ କରିବି ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଲେ ମୁଖ୍ୟମନ୍ତ୍ରୀ ଜଳସେଚନ, ରେଳଲାଇନ୍‍, ଏମଏସପି ଓ ପାଣି ପ୍ରସଙ୍ଗ ଉଠାଇଲେ ସରକାରଙ୍କୁ ଆସିବା ମାତ୍ରେ ୨୫ଲକ୍ଷଙ୍କୁ ମିଳିବ୧୦ ହଜାର ଟଙ୍କା …
Read More...

ଜାତୀୟ ଦଳ କୋଳରେ ଲୁଚିଲେ ଟାଣୁଆ ନେତା

ଦାମ, ଖାରବେଳ, ପଞ୍ଚାନନ, ବ୍ରଜ ଗୋଟିଏ ରାସ୍ତାରେନବୀନଙ୍କୁ କମ୍ପୁଥିଲେ, ଆପେ ବଞ୍ଚିବା ପାଇଁ ରାହା ଖୋଜିଲେନୀତି ଆଦର୍ଶ ଚୁଲିକୁ ଗଲା, ନୂଆ ନୀଡରେ ବି କୋଣଠେସା ହେବେ ଭୁବନେଶ୍ୱର:ୟେସା କରିଦେବୁ, ତେସା କରିଦେବୁ । ଆମର ଏମିତି ସଂଗଠନ ଅଛି । ସରକାରକୁ ଉପାଡି ଫିଙ୍ଗିଦେବୁ । କିଏ…
Read More...

ରାତି ଅଧରେ କଂଗ୍ରେସ ତାଲିକା

୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ନରସିଂହ, ତାରା, ଭୁଜବଳଙ୍କୁ ମିଳିଲା ଟିକେଟ୍‍ ଜଣେ ମାତ୍ର ମହିଳା ମୁହଁ ଚିତ୍ରକୋଣ୍ଡାରୁ କୋରାପୁଟ ଲୋକସଭା ଆସନ ନିଷ୍ପତ୍ତି ଅଟକିଲା ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ପାଖାପାଖି ୯ ଘଣ୍ଟା ପରେ…
Read More...

୮ ସାଂସଦ ପ୍ରାର୍ଥୀ ବଦଳିଲେ, ନବୀନ ଦୁଇ ଆସନରୁ ପ୍ରାର୍ଥୀ

ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍‍ ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ…
Read More...

ଗମାଙ୍ଗ ଦଳ ଛାଡିଲେ, ପ୍ରଶାନ୍ତ ଦ୍ୱନ୍ଦ୍ୱରେ

ବିଜେଡିରେ ଘଡିକେ ଘୋଡା ଛୁଟୁଛିରଘୁନନ୍ଦନ ଦାସ ବିଜେଡିକୁ ଫେରିବେତ୍ରିନାଥ ଖୁବ୍‍ ଶୀଘ୍ର ବିଜେପି ଯାଇପାରନ୍ତି ଭୁବନେଶ୍ୱର: ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା…
Read More...

ବିଜେପୁରରୁ ପ୍ରାର୍ଥୀ ହେବେ ନବୀନ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି । ଆଜି ନିଜେ ନବୀନ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ହଳଧର ନାଗଙ୍କର ବିଜେଡି ମିଶ୍ରଣ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକମାନଙ୍କୁ ନବୀନ କହିଥିଲେ ଯେ ପଶ୍ଚିମ ଓଡି଼ଶାର ମହିଳା, ଯୁବକ,…
Read More...

କଣ ଆଲୋଚନା କଲେ ନବୀନ-ଦିଲ୍ଲୀପ

ଭୁବନେଶ୍ୱର: ଦୀର୍ଘ ୧୭ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ରାଜନୈତିକ ବାର୍ତାଳାପ ହୋଇଛି । ଦିଲ୍ଲୀପ ବିଜେଡିକୁ ଫେରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୧୦ ମିନିଟ୍‍ର ଏହି ଆଲୋଚନା କିନ୍ତୁ ରାଜ୍ୟ ରାଜନୀତିକୁ ଚର୍ଚ୍ଚା ପାଇଁ…
Read More...

ମହରଗରୁ ଯାଇ କାନ୍ତାରରେ ପଡିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେପି ରାଜନୀତିରେ ହଠାତ୍‍ କୋଣଠେସା କରି ଦିଆଗଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ । ଗୋଟିଏ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇଦେଲେ ଯେ ବିଜୟ ତାଙ୍କ ରାସ୍ତାରେ କଣ୍ଟା ହୋଇପାରନ୍ତି । ଏକଦା ଅତ୍ୟନ୍ତ ଘନିଷ୍ଠ ଥିବା ବିଜୟ ମହାପାତ୍ର ଓ…
Read More...

ସମ୍ୱଲପୁରରେ ବିଜେଡିର ବଡ଼ ଖେଳ

ଭୁବନେଶ୍ୱର: ପୂର୍ବତନ ପୂର୍ତ ନଳିନୀ ପ୍ରଧାନ ଖୁବ୍‍ ଶୀଘ୍ର ବିଜେଡିରେ ଯୋଗଦେବେ । ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ୱଲପୁର ଆସନରେ ପ୍ରାର୍ଥୀ ଏକପ୍ରକାର ସ୍ପଷ୍ଟ । କେବଳ ସେତିକି ନୁହେଁ,ଶ୍ରୀ ପ୍ରଧାନଙ୍କ ସହିତ ସମ୍ୱଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ…
Read More...

ପୂର୍ବତଟ ରେଳପଥ ସଙ୍କୁଚିତ, ରାୟଗଡା ନୂଆ ଡିଭିଜନ

ଭୁବନେଶ୍ବର: ପୂର୍ବତଟ େରଳପଥ ବିଭାଜନ େହବ। ଏହି େଜାନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି େଦବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ଏହା ଅନ୍ତର୍ଗତ କିଛି ଅଞ୍ଚଳକୁ େନଇ ବିଜୟଵାଡା ଡିଭିଜନ ଗଠନ କରାଯିବ। ଏହି ଅଞ୍ଚଳଟି ନୂଆକରି େହବାକୁ ଥିବା ଦକ୍ଷିଣ ତଟ େଜାନ ଅଧୀନରେ ରହିବ।…
Read More...