ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category

Today’s Highlight

ପୁଲଵାମା ଆକ୍ରମଣର କାରଣ ପ୍ରତିଶୋଧ

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍‍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ…
Read More...

ଟଙ୍କା ଦେବାକୁ ଲଢେଇ

୨ ହଜାର ଲେଖାଏଁ ୯.୪୨ଲକ୍ଷଙ୍କୁ ଦେଲେ େମାଦୀନବୀନ କହିଲେ ଦ୍ବିତୀୟ କିସ୍ତି ଟଙ୍କା ଏପ୍ରିଲ ପହିଲାରେ ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ଘାରିଛି ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ। ଆଜି େଗାଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ…
Read More...

ଟିକେଟ୍‍ ଚର୍ଚ୍ଚାରେ ତିନି ମହିଳା

ଭୁବନେଶ୍ୱର: ରାଣୀ ସୁଜ୍ଞାନ କୁମାରୀ ଦେଓ ପାଞ୍ଚଦଶନ୍ଧିରୁ ଅଧିକ ଦିନ ପାଇଁ ଲୋକ ପ୍ରତିନିଧି ରହିଆସିଥିଲେ । ରାଣୀ ଏଥର ପ୍ରାର୍ଥୀ ହେବା ସମ୍ଭାବନୀ କ୍ଷୀଣ । ଚିକିଟିକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ରାଣୀ ଉଷା ଦେବୀ । ତାଙ୍କୁ ବିଜେଡି ଟିକେଟ୍‍ ଦେବା ସମ୍ଭାବନା ଅଧିକ । ସାନଖେମୁଣ୍ଡି…
Read More...

ବଡ଼ ଲଢାଇ ପାଇଁ ଓହ୍ଲାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଦୀର୍ଘ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ୨୦୧୯ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ମନ ସ୍ଥିର କରିଛନ୍ତି । ତେବେ ବିଜେପି, ବିଜେଡି କିମ୍ୱା କଂଗ୍ରେସ ନୁହେଁ, ସ୍ୱାଧୀନ ଭାବେ ବିଜୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ…
Read More...

ରୀତା, ଅମର, ଆକାଶଙ୍କ ମୁଣ୍ଡରେ ଖଣ୍ଡା

ବଦଳୁଛି ଯାଜପୁର ରାଜନୀତି ସମୀକରଣଅମର ପାଇଁ କର ବା ମର ପରିସ୍ଥିତିସପ୍ତାହକ ଭିତରେ ନ ସୁଧୁରିଲେ ବିପଦବାବୁଙ୍କୁ ମିଳିପାରେ ଲୋକସଭା ଟିକେଟ୍‍ ଭୁବନେଶ୍ୱର:ବଦଳୁଛି ଯାଜପୁର ଜିଲ୍ଲା ରାଜନୀତି ସମୀକରଣ । କାହାକୁ ଟିକେଟ୍‍ ଦିଆଯିବ, କିଏ ବଞ୍ଚିତ ହେବେ ସେ ନେଇ ବିଜେଡି ଶୀର୍ଷସ୍ତରରେ କସରତ…
Read More...

କେନ୍ଦ୍ରାପଡାରେ ଏନକାଉଣ୍ଟର

ଭୁବନେଶ୍ୱର: ମଙ୍ଗଳବାର ଭୋର ୪ଟାରେ ଦୁର୍ଦାନ୍ତ ଅପରାଧୀ ଗଣେଶ ମଲ୍ଲିକକୁ କେନ୍ଦ୍ରାପଡାରେ ପୁଲିସ ଏନକାଉଣ୍ଟର କରିଛି । ସ୍ପେସାଲ ସ୍କ୍ୱାର୍ଡ ସହିତ ତାର ମୁହାଁମୁହିଁ ହୋଇଥିଲା । ଏଥିରେ ସେ ଆହତ ହୋଇଛି । ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତା ନାମରେ ଏକାଧିକ ମାମଲା ଥିବା…
Read More...

ପ୍ରଧାନଙ୍କୁ ଚେକ୍‍: ପ୍ରଧାନ ଆଉଟ୍‍, ପ୍ରଧାନ ଇନ୍‍

ସଂଜୀବ ସାହୁଙ୍କୁ ଦିଆଯାଇପାରେ ବିଶ୍ରାମସରକାରୀ ଅଧିକାରୀଙ୍କୁ ମିଳିବ ଆଠମଲ୍ଲିକକଂଗ୍ରେସର ସସ୍ମିତାଙ୍କ ଉପରେ ବିଜେଡି ଆଖି ଭୁବନେଶ୍ୱର: ପୂର୍ତ ସଚିବ ନଳିନୀ ପ୍ରଧାନ ଯେ କୌଣସି ମୁହୂର୍ତରେ ସରକାରୀ ଚାକିରି ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ।ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଏଥର…
Read More...

ଏଥର ରାଜନାଥଙ୍କ ମୁହଁରେ ସ୍ୱପ୍ନ ଦେଖାଇଲେ

ଭଦ୍ରକରେ ଗର୍ଜିଲେ ରାଜନାଥ, ବୁଥ୍‍ କର୍ମକର୍ତାଙ୍କ ମନୋବଳ ବଢାଇଲେକ୍ଷମତାକୁ ଆସିଲେ ଉପùାଦନ ଖର୍ଚ୍ଚର ଦେଢଗୁଣା ହେବ ଏମ୍‍ଏସପିଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ସେନାକୁ ଦିଆଯଇଛି ସ୍ୱାଧୀନତାକଂଗ୍ରେସକୁ କଟାକ୍ଷ, ଚୌକିଦାର ଚୋର ନେହିଁ, ପିଓର ହୈନବୀନଙ୍କୁ ଅଳ୍ପ ସମାଲୋଚନା, ଆୟୁଷ୍ମାନ…
Read More...

କାନ୍ଦି ପକାଇଲା ଓଡ଼ିଶା

ସହିଦ ଯବାନଙ୍କ ମରଶରୀର ପହଞ୍ଚିଲାବିମାନବନ୍ଦରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିହଜାର ହଜାର ଲୋକ ଏକାଠି ହେଲେପାକିସ୍ତାନ ମୁର୍ଦାବାଦ ବୋଲି ଗର୍ଜିଲେଜନ୍ମମାଟିରେ ହେବ ସହିଦଙ୍କ ଶେଷକୃତ୍ୟଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର । ଶବାଧାରକୁ ଧରି ତଳେ ଗଡିଯାଉଥିଲେ ପରିବାର…
Read More...

କେଉଁ ରାସ୍ତାରେ ଯାଉଛିି କଂଗ୍ରେସ?

ସହମତିରେ ହୋଇପାରୁନି ପ୍ରାର୍ଥୀ ଚୟନଗୋଷ୍ଠୀବାଦ ଯାଇନି, ବୟସ୍କ ବି ଆଶାୟୀସଂଗଠନ ଥିବା ନେତାଙ୍କ ବିରୋଧୀ ସକ୍ରିୟପିସିସି ସତର୍କ ନହେଲେ, ବିପର୍ଯ୍ୟୟ ସମ୍ଭାବନାଭୁବନେଶ୍ୱର: ନିର୍ବାଚନମଣ୍ଡଳୀରେ ବର୍ଷତମାମ କର୍ମୀଙ୍କୁ ସଂଗଠିତ କରି ଜଣେ ଦଳର ପତାକା ବଞ୍ଚାଇଲା । ଦୀର୍ଘ ୫ ବର୍ଷ ଧରି ସଭା,…
Read More...