ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category

Today’s Highlight

୧୨ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ବିଦ୍ୟୁତ

ପୁରୀରେ କ୍ଷେତ୍ରରେ କିନ୍ତୁ ମାସେ ଲାଗିବଫନି ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି କାରଣରୁ ୪୧ଜଣଙ୍କର ମୃତ୍ୟୁ ହେଲାଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ, ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ବୁଧବାର…
Read More...

ପ୍ରଳୟ ରଚିଲା ଫନି

୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ…
Read More...

ଯେ କୌଣସି ମୁହୂର୍ତରେ ପୁରୀ ଛୁଇଁବ ଫନି

ପୁରୀରେ ୧୫୦ କିଲୋମିଟର ବେଗରେ ପବନବ୍ରହ୍ମପୁରରେ ସର୍ବାଧିକ ବର୍ଷା, ୮୫ କିଲୋମିଟର ଛୁଇଁଲାଣି ପବନଭୁବନେଶ୍ୱରରେ ବର୍ଷା ଓ ପବନ ଆରମ୍ଭ ଭୁବନେଶ୍ୱର: ଭୀଷଣରୁ ଭୀଷଣ ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଫନି ଏବେ ଭୟାନକ ରୂପ ଧରି ପୁରୀ ଉପକୂଳ ଅଞ୍ଚଳକୁ ମାଡି ଆସୁଛି । ଯେ କୌଣସି ମୁହୂର୍ତରେ ଏହା…
Read More...

ଶୁକ୍ରବାର ସକାଳେ କୃଷ୍ଣପ୍ରସାଦରେ ମାଡ଼ ହେବ ‘ଫନି’

୧୮୦-୨୦୦ କିଲୋମିଟର ବେଗରେ ପବନପୁରୀ, ଖୋର୍ଧା, ଜଗତସିଂହପୁର, ଗଞ୍ଜାମକୁ କ୍ଷତି ଭୁବନଶେ୍ୱର:ଶୁକ୍ରବାର ସକାଳ ୮ଟାରେ ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ (କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି) ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ସତେବେଳେକୁ ପବନର ବେଗ ରହିବ ଘଣ୍ଟାପ୍ରତି…
Read More...

୧୨ ଘଣ୍ଟା ଧରି ଉପକୂଳକୁ ଘାଣ୍ଟିବ ଫନି

୧୫ କିଲୋମିଟର ବେଗରେ ଆଗକୁ ଆସୁଛିପୁରୀ ନିକଟବର୍ତୀ ଅଞ୍ଚଳରେ ମାଡ଼ ହେବବର୍ଷା ଆରମ୍ଭ ହୋଇଛି, ଧୀରେ ଧୀରେ ପବନ ବି ବଢୁଛିଅନ୍ୟ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ, ଅପରାହ୍ନରେ ବଢିବ ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ଅବସ୍ଥାରେ ଥିବା ବାତ୍ୟା ଫନି ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପୁରୀ…
Read More...

ଅତି ଭୀଷଣ ରୂପ ଧାରଣ କଲାଣି ଫନି

୩ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳ ଭାଗ ଛୁଇଁବ୨୦୦ କିଲୋମିଟରରୁ ଅଧିକ ବେଗରେ ପବନ୪ଜିଲ୍ଲାରେ ଦେଢ ଫୁଟ ଉଚ୍ଚର ଜୁଆର୬ଟି ଜିଲ୍ଲା ଅତିକ୍ରମ କରି କୋଲକାତା ଯିବ ଭୁବନେଶ୍ୱର: ଅତିରୁ ଅତି ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ଫନି । ଏପରି ଯେ ପୁରୀ ବାଲୁଖଣ୍ଡ…
Read More...

ଗୁଣ୍ଡାଗର୍ଦି ମହଙ୍ଗା ପଡିଲା: ମହାରଥୀ ଗିରଫ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍‍ ଓ ପୁଲିସ ରେଡ୍‍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍‍ ରବି ନାରାୟଣ ପାତ୍ର…
Read More...

ବେଦପ୍ରକାଶ ଅଗ୍ରଵାଲଙ୍କ ପରଲୋକ

୮୨ ବର୍ଷ ବୟସରେ ଆରପାରିକୁ ଗଲେ ବେଦୁ ଭାଇପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଥିଲେଅନିଶ୍ଚିତତା ଭିତରକୁ ଚାଲିଗଲା ଏହି ଆସନର ନିର୍ବାଚନ ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ…
Read More...

ରାଜ୍ୟ ସରକାରଙ୍କ ଉପରେ କମ୍ପିଲେ ରାଜନାଥ

ନୟାଗଡ, କଟକ ଓ ମୟୂରଭଂଜରେ ପ୍ରଚାର କଲେନୟାଗଡରେ ଚିନିକଳ ଓ କରଞ୍ଜିଆକୁ ରେଳ ସେବା ପ୍ରତିଶ୍ରୁତି ଭୁବନେଶ୍ୱର:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ମାରାଥନ୍‍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ଶ୍ରୀ ସିଂହ ନୟାଗଡ, କିଶନନଗର, ମୟୂରଭଂଜ ଜିଲ୍ଲା…
Read More...

ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ, ବେକାରିଙ୍କୁ ଚାକିରି

ସଂକଳ୍ପ ପତ୍ର ଜାରି କଲା ବିଜେପି ସରକାରକୁ ଆସିଲେ ଗରିବି ହଟିବଚିଟଫଣ୍ଡ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନସବୁ ଜିଲ୍ଲାରେ ମେଡିକାଲ କଲେଜନବୀନଙ୍କୁ ସମାଲୋଚନା କଲେ ଶାହ ଭୁବନେଶ୍ୱର:୨୦୧୯ ନିର୍ବାଚନକୁ ନିଜ ପକ୍ଷକୁ ନେବା ଲାଗି ଆଜି ଭାରତୀୟ ଜନତା ପାର୍ଟି ଇସ୍ତାହାର ପ୍ରକାଶ କରିଛି ।…
Read More...