Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ
Browsing Category
TOP STORIES
ଓଡ଼ିଶା ହେବ ‘ଇସ୍ପାତ ରାଜଧାନୀ’
ପାରାଦ୍ୱୀପରେ ଜେଏସଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟ
ପାରାଦ୍ବୀପ: ପାରାଦ୍ୱୀପର ଏରସମା ଅଞ୍ଚଳରେ ଜେଏସଡବ୍ଲ୍ୟୁ ଷ୍ଟିଲର ବୃହତ୍ ‘ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୁଧବାର ଢିଙ୍କିଆରେ ଆୟୋଜିତ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->!-->!-->…
Read More...
Read More...
ଭାରତୀୟ ରେଳରେ ହାଇଡ୍ରୋଜେନ୍ ଟ୍ରେନ୍
ନୂଆଦିଲ୍ଲୀ: ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ବ୍ୟବସ୍ଥା ଦିଗରେ ଭାରତୀୟ ରେଳ ବିଭାଗ ଏକ ଐତିହାସିକ ପଦକ୍ଷେପ ନେଇଛି। ରେଳ ମନ୍ତ୍ରଣାଳୟ ୧୦ ଡବା ବିଶିଷ୍ଟ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଚାଳିତ ଟ୍ରେନ୍ ଚଳାଚଳକୁ ଅନୁମୋଦନ କରିଛି। ଏହି ଟ୍ରେନ୍ ଖୁବଶୀଘ୍ର ଉତ୍ତର ରେଲୱେର ହରିୟାଣାସ୍ଥିତ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା
କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବେଙ୍ଗାଲୁରୁ ରାଜଭବନକୁ ଯାଇ ଇସ୍ତଫାପତ୍ର ଦାଖଲ କରିଥିବା ସୂଚନା ଏକ ପ୍ରେସ୍ମିଟ୍ରେ ଦେଇଛନ୍ତି।
ସିଦ୍ଦାରାମାୟା କହିଛନ୍ତି ଯେ, ରାଜ୍ୟପାଳଙ୍କ!-->!-->!-->…
Read More...
Read More...
ଭଦ୍ରକରେ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର
ଭଦ୍ରକ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପ୍ରଚଣ୍ଡ ଗରମ ମଧ୍ୟରେ ପ୍ରାକ୍-ସ୍କୁଲ ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।!-->…
Read More...
Read More...
ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ
ଭୁବନେଶ୍ୱର, ମେ ୧୬ : ପୁରାତନ ପୋଥିର ଗନ୍ତାଘର ଭାରତରେ ଏହି ଅମୂଲ୍ୟ ସମ୍ପତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ବିଶିଷ୍ଟ ଶିଳାଲେଖ ବିଶାରଦ ଓ ପ୍ରାଚୀନ ଲିପି ଗବେଷକ ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ କହିଛନ୍ତି ।
ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ!-->!-->!-->…
Read More...
Read More...
ବିଦେଶ ଯାତ୍ରୀଙ୍କୁ ଝଟକା: ଏୟାର ଇଣ୍ଡିଆ ୬ଟି ପ୍ରମୁଖ ରୁଟ୍ରେ ଉଡ଼ାଣ ବନ୍ଦ କଲା
ନୂଆଦିଲ୍ଲୀ: ବିଦେଶ ଯାତ୍ରା ପ୍ରସ୍ତୁତ କରୁଥିବା ଯାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। ଏୟାର ଇଣ୍ଡିଆ ପକ୍ଷରୁ ୬ଟି ପ୍ରମୁଖ ଆନ୍ତର୍ଜାତୀୟ ରୁଟ୍ରେ ବିମାନ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା, ଆକାଶ ମାର୍ଗରେ କଟକଣା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଏହି!-->…
Read More...
Read More...
ବାଲିଅନ୍ତା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଚିନୁ ଗିରଫ, ୪ ପୁଲିସ କର୍ମଚାରୀ ନିଲମ୍ବିତ
ଭୁବନେଶ୍ବର: ଭୁବନେଶ୍ବରର ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୁଲିସ୍ ତଦନ୍ତ ଜୋରଦାର କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍ ରଞ୍ଜିତ ପାତ୍ରକୁ କଟକ ସଦର ଥାନା ଅଞ୍ଚଳରୁ ଗିରଫ କରାଯାଇଛି।
ଅଭିଯୋଗ ଅନୁସାରେ, ସୌମ୍ୟରଞ୍ଜନଙ୍କୁ!-->!-->!-->…
Read More...
Read More...
ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ସଙ୍କଟ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ସହ ସମଗ୍ର ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଗୁରୁତର ରୂପ ନେଇଛି। ଏହି ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସଂଘର ସମ୍ପାଦକ କହିଛନ୍ତି, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ଘରୋଇ ବସ୍!-->…
Read More...
Read More...
ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା
ଆସାମ: ଆସାମରେ ପୁଣି ହିମନ୍ତ ସରକାର । ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି।ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଖାନାପଡା ଭେଟେନାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହ ଭବ୍ୟ ଭାବେ!-->…
Read More...
Read More...
୧୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆସନ୍ତା ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବାରୁ ରାଜ୍ୟ ବିଜେପି ଶିବିରରେ ବେଶ ଉତ୍ସାହ ଦେଖାଯାଇଛି।
ସୂଚନା ଅନୁଯାୟୀ, ଜଟଣୀରେ!-->!-->!-->…
Read More...
Read More...