Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category
TOP STORIES
କଡ଼ ଓଲଟାଉଛି ରାଜନୀତି: ପ୍ରଧାନମନ୍ତ୍ରୀ ବନାମ ପାଞ୍ଚ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ତାହା କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଅବସ୍ଥାରେ ନାହିଁ। ଭୀଷଣ ଭାବମୂର୍ତି ସଙ୍କଟ ଭିତରେ କଂଗ୍ରେସର ଜାତୀୟ ନେତୃତ୍ବ ଏବେ ଗତି କରୁଛନ୍ତି। କିନ୍ତୁ କେଉଁଠି ନା କେଉଁଠି!-->…
Read More...
Read More...
ଆଇଏଏସ୍, ଆଇପିଏସ୍ ବାବୁଙ୍କ ସ୍ଥିତି ଏବେ କଣ?
ଭୁବନେଶ୍ବର: ରାଜନୈତିକ ଲଢେଇରେ ପ୍ରଶାସନିକ ଅଧିକାରୀ ବା ବ୍ୟୁରୋକ୍ରାଟ୍ସଙ୍କ ସ୍ଥିତି ଅଧିକ ସମ୍ବେଦନଶୀଳ ହୋଇପଡ଼ୁଛି କି? ବ୍ୟୁରୋକ୍ରାଟ୍ସମାନେ ସମ୍ବିଧାନର ଲକ୍ଷ୍ମଣରେଖା ଡେଇଁ ରାଜନୈତିକ କାର୍ଯ୍ୟ ଭିତରକୁ ଧସେଇ ପଶୁଛନ୍ତି କି?
କୋଲକାତାର ପୂର୍ବତନ ମୁଖ୍ୟଶାସନ ସଚିବ ଆଲାପନ୍!-->!-->!-->…
Read More...
Read More...
ଦିନେ ବିଜୁ ବାବୁ କରୁଥିଲେ, ଏବେ ନବୀନ…
ଟିକା କିଣା କ୍ଷେତ୍ରରେ ସବୁ ରାଜ୍ୟ ମଧ୍ୟରେ ସହମତି ପାଇଁ ଅଣ୍ଟାଭିଡ଼ିଲେ ଚିଠି ଲେଖି ଜଣାଇଲେ ପରସ୍ପର ବିରୋଧରେ ଲଢିବା ପରିବର୍ତ୍ତେ ଏକାଠି ହୁଅଲୋକଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନତା ସଂଗ୍ରାମ ପରେ ବଡ଼ ଚ୍ଯାଲେଞ୍ଜତୃତୀୟ ଲହର ପୂର୍ବରୁ ସମସ୍ତଙ୍କ ଟିକାକରଣ ନ ହେଲେ କେହି ସୁରକ୍ଷିତ!-->…
Read More...
Read More...
ଅକଳରେ ପକାଇଦେଇଛନ୍ତି ଆଇଏଏସ୍ ବାବୁ
୪ ଅଫିସରଙ୍କ ନିଯୁକ୍ତିରେ ବିଳମ୍ବ ଆଇଏଏସ୍ ଅଦଳବଦଳକୁ ପ୍ରଭାବିତ କଲେଣିଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ, କାହା ସହ କାହାର ତାଳମେଳ ନାହିଁବିହାରରୁ ଡେପୁଟେସନରୁ ଫେରି ମନୀଷ ପୁଣି ୪ମାସ ପାଇଁ ଗଲେ ଛୁଟିରେସଂଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଗଲେ ଅନୁ ଗର୍ଗ ଏସିଏସ୍!-->…
Read More...
Read More...
ବିପଜ୍ଜନକ ଜୁନ୍, ଦୁଇଦିନରେ ଗଲାଣି ୭୭ଜଣଙ୍କ ମୁଣ୍ଡ
ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ପରୀକ୍ଷା ଉପରେ ସରକାରଙ୍କ ଗୁରୁତ୍ବଦେଶରେ ଦ୍ବିତୀୟ ତରଙ୍ଗରେ ୫୯୪ ଡାକ୍ତରଙ୍କର ମୃତ୍ୟୁ ଘଟିଛିଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରରୁ କେବଳ ୪୫ ପ୍ରତିଶତ, ଓଡ଼ିଶାରୁ ୨୨
ଭୁବନେଶ୍ବର: ଜୁନ୍ରେ କୋଭିଡ୍ ସଂକ୍ରମଣ କମିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ!-->!-->!-->…
Read More...
Read More...
ତୃତୀୟ ଲହର ପାଇଁ ଅଣ୍ଟାଭିଡ଼ିଲେ ନବୀନ
କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍ସନ୍ ବ୍ୟବସ୍ଥାସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍ସନ, ବ୍ଲାକ୍ ଫଙ୍ଗସର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ
କୋଭିଡରେ ନିଜ!-->!-->!-->…
Read More...
Read More...
ଅନୁଗୁଳରେ ବୃହତ କୋଭିଡ୍ ସେଣ୍ଟରର ଲୋକାର୍ପଣ କଲେ ଧର୍ମେନ୍ଦ୍ର
ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରାଯିବ: କେନ୍ଦ୍ରମନ୍ତ୍ରୀଅନୁଗୁଳ ଜିଲ୍ଲାର ବଳରାମପ୍ରସାଦ ଏବଂ ତାଳଚେର ଏମସିଏଲର କୋଭିଡ ହସ୍ପିଟାଲ ପରିଦର୍ଶନପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହେଲେଜେଏସପିଏଲ,!-->…
Read More...
Read More...
ଟିକାକରଣରେ କେଁ ପଶାଇଲା କିଏ?
କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଲେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀବିଦେଶୀ କଂପାନିମାନେ କେନ୍ଦ୍ରୀୟ ଆଇନକୁ ଆଳ କରି ଖସୁଛନ୍ତିକେନ୍ଦ୍ର ଟିକା କିଣିଲେ, ଓଡ଼ିଶା ଟଙ୍କା ଦେଇ ଆଣିବ ବୋଲି କହିଲା ରାଜ୍ୟବଣ୍ଟନରେ ନମନୀୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଲା ଓଡ଼ିଶା
ଭୁବନେଶ୍ବର:!-->!-->!-->…
Read More...
Read More...
ନବୀନଙ୍କ ପାଇଁ ପ୍ରଶଂସା ଆଣିଲେ ତିନି ଓଡ଼ିଆ ଆଇଏଏସ୍
ପ୍ରମୁଖ ଯୋଦ୍ଧା ଭାବେ ପ୍ରଶାସନର ଶୀର୍ଷରେ ରହି ନେଉଛନ୍ତି ନେତୃତ୍ବବାତ୍ୟା 'ୟାସ୍'କୁ ଯେଭଳି ମୁକାବିଲା କରିଛନ୍ତି, କୋଭିଡ୍ ମୁକାବିଲା ବି ସେମିତିବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶରେ ଟପର୍ସବୁ ଘରେ ଯୋଦ୍ଧା ସୃଷ୍ଟି ଫର୍ମୁଲାକୁ ବିଶିଷ୍ଟ ବ୍ୟକ୍ତିମାନେ!-->…
Read More...
Read More...
ଘାତକ ହେଲା ମେ’; ଜୁନ୍ ଉପରେ ଆଖି
ଉଜାଡ଼ିଦେଲା ପରିବାର, ସାରା ଓଡ଼ିଶାକୁ କନ୍ଦେଇଲାଏପ୍ରିଲ ଅପେକ୍ଷା ମେ'ରେ ରାଜ୍ୟ ଦେଖିଲା କରୋନାର ଭୀଷଣ ଚିତ୍ରତିନିଗୁଣ ବଢ଼ିଲେ ସଂକ୍ରମିତ, ୬ଗୁଣରୁ ଅଧିକ ବଢ଼ିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର: ନିଦ ହଜାଇଦେଇଛି କରୋନା। କାହାର ପରିବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେଉଛି ତ ଆଉ!-->!-->!-->…
Read More...
Read More...